Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୋଟେଲ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଜଟଣି: ସୋମବାର ସକାଳେ ଜଟଣୀର ସୀତାରାମ ଛକରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହୋଟେଲ ରେଜିଷ୍ଟରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଆସିଲୋ ଗାଁର ରଶ୍ମିତା ଜେନା ନାମକ ଜଣେ ଯୁବତୀ ନିଜର ପରିଚୟ ଦେଇ ହୋଟେଲରେ ରହିଥିଲେ। ତାଙ୍କ ସହ…

ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ, ଯାମିନୀ ଷଡ଼ଙ୍ଗୀ ହେଲେ ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ଛୋଟିଆ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (ଓଏଭିଏସ୍)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦୦୮ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ସାଧାରଣ ପ୍ରଶାସନ ଓ…

ମୟୂରଭଞ୍ଜରେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଜବତ, ଦୁଇ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ଏକ ୟୁନିଟକୁ ଠାବ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ମୟୂରଭଞ୍ଜ ଏସପି ବାତୁଳ ଗଙ୍ଗାଧର କହିଛନ୍ତି, ନିକଟରେ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଶିକାରୀମାନେ ଜଣେ…

ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କଠୁ ଚୋରି, ଗିରଫ ହେଲେ ୮୭ ଲୁଟେରା

ପୁରୀ: ରଥଯାତ୍ରାରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ମୋବାଇଲ ଓ ମନିପର୍ସ ଲୁଟପାଟ୍ କରିଥିବା ୮୭ଜଣ ଲୁଟେରାଙ୍କୁ ପୁରୀ ପୁଲିସ ଗିରଫ କରିଛି। ଏମାନଙ୍କ ଠାରୁ ୧୨୩ଟି ମୋବାଇଲଫୋନ୍ ଜବତ ହୋଇଛି। ଏନେଇ ସୋମବାର ଟାଉନ ଥାନା ଡିଏସ୍‌ପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି। ରଥଯାତ୍ରାରେ…

ରାଜ୍ୟରେ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ, ପୂର୍ବ ବର୍ଷ ତୁଳନାରେ କମ୍

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ସୋମବାର ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରୁ ୧୧ ହଜାର ୪୬୪ଟି ନମୁନା ପରୀକ୍ଷା ପରେ ମୋଟ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆଶ୍ବସ୍ତକିର କଥା ହେଲା ଗତବର୍ଷ ଏହି ସମୟ ମଧ୍ୟରେ ୫,୯୮୧ଟି ପରୀକ୍ଷା କରାଯାଇଥିବା…

ଲୁଟ ଅଭିଯୋଗରେ ତିନି ଗିରଫ, କବାଟ ବନ୍ଦ ଥିଲେ ଟାର୍ଗେଟ କରନ୍ତି

ଭୁବନେଶ୍ୱର: ରାଜଧାନୀରୁ ତିନି ଲୁଟେରା ଗିରଫ । ସୋମବାର ତିନି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସୋମବାର ଭୁବନେଶ୍ୱରରେ ସକ୍ରିୟ ଥିବା ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ପରେ ସହରରେ ଅନ୍ୟ ଡକାୟତି ଓ ଅପରାଧରେ ଏମାନଙ୍କର ସମ୍ପୃକ୍ତ ଥିବା ପୁଲିସ ଦାବି କରିଛି। କ୍ୟାପିଟାଲ…

ମାଟ୍ରିକ ସାର୍ଟିଫିକେଟରେ ନାଁ ଜଣଙ୍କର ଫଟୋ ଆଉ ଜଣଙ୍କର, ଚିନ୍ତାରେ ୬୯ ଛାତ୍ରଛାତ୍ରୀ

କଟକ: ସାର୍ଟିଫିକେଟରେ ନାଁ ଜଣଙ୍କର ଫଟୋ ଆଉ ଜଣଙ୍କର। ମାଟ୍ରିକ ପରୀକ୍ଷା ପାସ କରିଥିବା ଗୋଟିଏ ସ୍କୁଲର ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ଏଭଳି ଏକ ତ୍ରୁଟି ଦେଖିବାକୁ ମିଳିଛି। ୬୯ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ପାଇଁ ଆବେଦନ କରିବାକୁ ଯାଇ ଏବେ ସମସ୍ୟାର…

ଠିକା ବନ କର୍ମଚାରୀ ନୁହେଁ ପୋଲିସ ଜଗିବେ  ଶିମିଳିପାଳ

ବାରିପଦା:ମାନୁ ନାହାନ୍ତି ଠିକା ବନ କର୍ମଚାରୀ  । ଯେତେ ବୁଝାଇଲେ ବୁଝୁ ନାହାନ୍ତି ।  ତେଣୁ ଆଗକୁ  ପୋଲିସ ଜଗିବ ଶିମିଳିପାଳ । ଆଜିଠୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଶିମିଳିପାଳରେ   ପାଟ୍ରୋଲିଂ କରିବ ପୁଲିସ। ୧୬ଟି ରେଞ୍ଜରେ ୩୦ ଜଣ ପୁଲିସ କର୍ମଚାରୀ ପାଟ୍ରୋଲିଂ କରିବେ। । ଏନେଇ…

ସଜା ହୋଇଥିଲା କୋକେଇ, ହେଲେ ଜୁଇକୁ ନ ଯାଇ ଡାକ୍ତରଖାନା ଗଲା ଶବ, ଆଉ ତା’ ପରେ…

ବାରିପଦା: ବନ୍ଧା ହୋଇ ସାରିଥିଲା କୋକେଇ.... ସଜଡା ସରିଥିଲା ଜୁଇ..ଆଉ କିଛି ସମୟ ପରେ ଜୁଇରେ ଶୋଇଥାନ୍ତେ ସୁହାଗିନୀ । ସବୁଦିନ ପାଇଁ । କାନ୍ଦ ବୋବାଳିରେ ଫାଟିପଡୁଥିଲା ଘରଠୁ ମଶାଣିଘାଟ । ହେଲେ ପରିବାର ଲାେକେ ହଠାତ ଜିଦ ଧରିଲେ ସେ ମରି ନାହାନ୍ତି ।  ସେ ଜୀବିତ । ଖାଲି ଜୀବିତ…

ଗୋଲଡେନ ଆୱାରରେ ସିଦ୍ଧାନ୍ତ: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପଠାଇଲେ ଡାକ୍ତରଖାନା

ଭୁବନେଶ୍ୱର: ରିଲ ହିରୋ ଏବେ ରିଅଲ ହିରୋ । ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ  । ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି (STA)  ମଧ୍ୟ ପ୍ରଶଂସା କରି ଟୁଇଟ କରିଛନ୍ତି ।  ରିଲ ହିରୋରୁ ରିଅଲ ହିରୋ ପାଲଟିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ କଥା । ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ଗୋଲଡେନ…