Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ଦାବି କଲା ଏନପିଏସ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ପେନ୍‌ସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ହୋଇଛି ଦାବି। ଦିନ ୯ଟାରୁ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ଆଉ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏପରି ସ୍ଥିତିରେ ପିଲାମାନେ ଦିନ…

ଉତ୍ସାହ ଉଦ୍ଦିପନାରେ ଦେବଭୂମିରେ ପାଳିତ ହେଲା ରଥଯାତ୍ରା

ଭୁବନେଶ୍ୱର: ଦେବଭୂମି ଭାବେ ପରିଚିତ ଅନୁଗୋଳର ଜିନ୍ଦଲ ନଗରରେ ଉତ୍ସାହ ଉଦ୍ଦିପନାରେ ଆୟୋଜିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପୁରୀ ଶ୍ରମନ୍ଦିର ଢାଞ୍ଚାରେ ରଥ ଉପରେ ବିଜେ ହୋଇଥିବା ତିନି ଠାକୁରଙ୍କ ରଥକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଛେରା ପହଁରା କରିଥିଲେ…

ଶ୍ରୀବାଣୀ କ୍ଷେତ୍ର କିସ୍‌ରେ ଗଡ଼ିଲା ତିନିରଥ : ମହିଳା ଟାଣିନେଲେ ସୁଭଦ୍ରାଙ୍କ ଦର୍ପଦଳନ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀବାଣୀ କ୍ଷେତ୍ର ଭାବେ ପରିଚିତ କିସ୍ ପରିସରରେ ଆୟୋଜିତ ହୋଇଛି ପବିତ୍ର ରଥଯାତ୍ରା ଉତ୍ସବ । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତି ଓ ଆନନ୍ଦ ଉତ୍ସାହ ଭିତରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ତିନିଠାକୁରଙ୍କ ମଙ୍ଗଳାଆରତୀ,…

ଜାତୀୟ କ୍ୟାଡେଟ୍‌ ଜୁଡ଼ୋ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର: କର୍ଣ୍ଣାଟକର ତୋରନାଗଲୁରେ ଜୁଲାଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ୟାଡେଟ୍ ଜୁଡ଼ୋ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା) ଏବଂ ଭୁବନେଶ୍ବର ଜୁଡ଼ୋ ସଂଘ (ବିଜେଏ) ମିଳିତ ଆନୁକୂଲ୍ୟରେ ରବିବାର…

ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି, ୪୦ ଡିଗ୍ରୀ ଉପରେ ୧୦ଟି ସ୍ଥାନର ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି। ଏହାପୂର୍ବରୁ ମଙ୍ଗଳବାର ରାଜ୍ୟର ତାପମାତ୍ରା ପୂର୍ବ ଅପେକ୍ଷା ଟିକିଏ କମିଛି। ଆଜି ରାଜ୍ୟର ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

ବିଜେଡି ଅଘୋଷିତ ଭାବେ ବିଜେପି ସହ ରହିଛି: ଟିଏମସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି, ଦେଶର ଶାସକ ଦଳ ବିଜେପି ଏବଂ ଅଣ ବିଜେପି ଦଳ ତଥା ବିରୋଧୀଙ୍କ ସହ ସମ୍ପର୍କ କଥା ଉଠିଲେ ସମଦୂରତା ନୀତି ଆପଣାନ୍ତି ନବୀନ। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଅନୁପସ୍ଥିତ ରହିଥିଲେ ମଧ୍ୟ ଦଳର ସାଂସଦଙ୍କୁ ନୂଆ…

ସୁରଟରେ ସ୍ବାମୀକୁ ହତ୍ୟା କରି ଚମ୍ପଟ ମାରିଥିବା ସ୍ତ୍ରୀ କନ୍ଧମାଳରୁ ଗିରଫ

କନ୍ଧମାଳ: ସୁରଟରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଟ ପୁଲିସର ଏକ ଟିମ୍ କନ୍ଧମାଳ ଜିଲ୍ଲାର ଏକ ଗାଁରୁ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ସବିତା ନାୟକ ଓ ମୃତ ସ୍ୱାମୀଙ୍କ ନାଁ ନରେଶ ନାୟକ ବୋଲି ପୁଲିସ କହିଛି। ସୂଚନା ମୁତାବକ, ନରେଶ ତାଙ୍କ ପତ୍ନୀ ସବିତା ଓ ଦୁଇ…

ବନ ଅଧିକାରୀଙ୍କ ପ୍ରତିବାଦର ପ୍ରଭାବ! ସକାଳେ ଘର ଭାଙ୍ଗିଲେ, ସଂଧ୍ୟାରେ ରାସ୍ତାରେ ହାତୀ ପଲ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଗଣେଶ ବିହାର ଅଞ୍ଚଳରେ ମଙ୍ଗଳବାର ସକାଳେ ୩ଟି ବଣୁଆ ହାତୀ ଉପଦ୍ରବ କରିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିବା ବେଳେ ସଂଧ୍ୟାରେ ଶିଖରଚଣ୍ଡୀ ନିକଟରେ 200 ଫୁଟର ରାସ୍ତାରେ ହାତୀପଲ ବୁଲୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ…

୨୨ ନୁହେଁ ୨୩ରେ କଳାହାଣ୍ଡି ଆସିବେ ବିଜେପି ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା

କଳାହାଣ୍ଡି: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ଏହି ଗସ୍ତ ଜୁନ୍ ୨୨ରେ ହେବାକୁ ଥିବା ବେଳେ ଏବେ ଜୁନ୍ ୨୩ ସ୍ଥିର ହୋଇଛି। ନଡ୍ଡା କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର ଉଦ୍ଦେଶ୍ୟ ଦଳର 'ଜନସମ୍ପର୍କ ଅଭିଯାନ'। ମୋଦୀ…

ବାହାନଗାର ବିକାଶ ପାଇଁ ବୈଷ୍ନବ ଦେଲେ ୨ କୋଟି

ବାଲେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ଗସ୍ତ କରିଛନ୍ତି। ଯେଉଁଠାରେ ନିକଟରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାର ଶିକାର ହେବାରୁ ଏଯାବତ ୨୯୨ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ବାହାନଗା ବଜାର ଗସ୍ତ କରି…