Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାସନ ମାଜୁଥିଲେ ମହିଳା, ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: ନାଳ କୂଳରେ ବସି ବାସନ ମାଜୁଥିଲେ ମହିଳା । ଟାଣି ନେଇଗଲା କୁମ୍ଭୀର । ବର୍ତ୍ତମାନ ସୁଦ୍ଧା ମହିଳାଙ୍କର କୌଣସି ସନ୍ଧାନ ମିଳିନି । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଅନ୍ତର୍ଗତ ହାତିଆଗଡି ଗାଁରେ । ଏହି ଗାଁର ବୈଲୋଚନ ଦାସ ରାଜ୍ୟ ବାହାକୁ ଦାଦନ ଖଟିବାକୁ…

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୨ତାରିଖ ଅପରାହ୍ନ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଗସ୍ତ କରିବେ । ସେଠାରୁ ବରଗଡ ଲୋକସଭା…

ଆସୁଛି ନୂଆ ସାଇବର ସ୍କାମ: କ୍ଲିକ କରିବା ମାତ୍ରେ ହ୍ୟାକ ହୋଇଯବ ମୋବାଇଲ ଫୋନ

ଭୁବନେଶ୍ୱର: ହ୍ୱାଟ୍ସଅପ ଅପଡେଟ କରିବା ପାଇଁ କିଛି ମେସେଜ ବା ଲିଙ୍କ ଆପଣଙ୍କ ମୋବାଇଲକୁ  ଆସିଛି କି ? ଯଦି ଏମିତି କିଛି ମେସେଜେ ଆସିଥାଏ ତେବେ ସାବଧାନ ହୋଇଯାଆନ୍ତୁ । ଭୁଲରେ ବି ଏସବୁ ମେସେଜରେ କ୍ଲିକ କରନ୍ତୁ ନାହିଁ । କାରଣ ଥରେ କ୍ଲିକ କରିଦେଲେ ହ୍ୟାକ ହୋଇ ଯାଇପାରେ ଆପଣଙ୍କ…

ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ, ୨୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ବର୍ଷା । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଉ ୨ରୁ ୩ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଆଜି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,…

ନୀତି ବିଳମ୍ବ; ରଥ ଉପରେ ଭୋକରେ ବସିଛନ୍ତି ମହାପ୍ରଭୁ

ପୁରୀ: ରଥଯାତ୍ରାରେ ବିଭ୍ରାଟ । ରଥ ଉପରେ ଭୋକରେ ରହିଛନ୍ତି ମହାପ୍ରଭୁ । ନିର୍ଦ୍ଧାରିତ ସମୟ ଭିତରେ ହୋଇ ପାରିନି ଗୋପାଳବଲ୍ଲଭ ନୀତି । ଅବକାଶ ନୀତି ସରିଥିଲେ ହେଁ ଏ ଯାଏ ଗୋପାଳବଲ୍ଲଭ ନୀତି ହୋଇପାରି ନାହିଁ । ଗତକାଲି ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ…

କାହିଁକି ଅଧା ବାଟରେ ଅଟକିଗଲା ରଥ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ‘ଠାକୁରଙ୍କ ଇଚ୍ଛା’

ପୁରୀ: ଘୋଷଯାତ୍ରା ପାଇଁ ଗତକାଲି ଠିକ୍ ସମୟରେ ନୀତି କାନ୍ତି ସରିଥିଲା । ହେଲେ କାହିଁକି ତାଳଧ୍ୱଜକୁ ଛାଡ଼ି ଦେଲେ ଅନ୍ୟ ୨ ରଥ ପହଞ୍ଚି ପାରିଲାନି ଶରଧାବାଲି । ଯାହାକୁ ନେଇ ନାନା ମତ ପ୍ରକାଶ ପାଇଥିବା ବେଳେ ଆଜି ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶରଧାବାଲିକୁ ଟାଣି ନେଇଛନ୍ତି ଭକ୍ତ । ଏନେଇ…

ରଥଯାତ୍ରାରେ ମଠର ଭୂମିକା: ମହାପ୍ରଭୁଙ୍କ ପାଇଁ କେଉଁ ମଠରୁ କ’ଣ ଆସିଥାଏ ?

ପୁରୀ:ପବିତ୍ର ସହର ପୁରୀ । ରଥ, ମନ୍ଦିର ଆଉ ମଠମୟ ସହରରେ ଥରେ ପାଦ ରଖିଲେ ମିଳିଥାଏ ଅପୂର୍ବ ଶାନ୍ତି। ସେଥିପାଇଁ ତ ଆଜି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ଦେଶ, ବିଦେଶରୁ ଧାଇଁ ଆସିଛନ୍ତି ଭକ୍ତ । ଏହି ରଥଯାତ୍ରା ଏକ ନିଆରା ପର୍ବ । ନିଆରା ଏହାର ସଂସ୍କୃତି ,…

ପୂର୍ବତନ ସରପଞ୍ଚଙ୍କୁ କାର ମଡେଇ ହତ୍ୟା

ବ୍ରହ୍ମପୁର: ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା ଅଭିଯୋଗ  । ଦିଗପହଣ୍ଡି ଖମ୍ବାରି ଗାଁର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସରପଞ୍ଚ ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ହୋଇଛି ।  ପରିବାରର ଅଭିଯୋଗ ପରେ ଦିଗପହଣ୍ଡି ପୋଲିସର ମାମଲା…

ଅଧାବାଟରେ ଅଟକି ଥିଲା ଦୁଇ ରଥ ; ଆଜି ପୁଣି ଗୁଣ୍ଡିଚାଘର ଅଭିମୁଖେ ଗଡ଼ିଲା ଦର୍ପଦଳନ ଓ ନନ୍ଦିଘୋଷ

ପୁରୀ: ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନବଦିନ ଯାତ୍ରାର ଆଜି ୨ୟ ଦିନ । ଜନ୍ମବେଦୀକୁ ବାହାରିଥିବାବେଳେ ଅଧାବଟରେ ଅଟକି ଯାଇଥିଲେ ତିନି ଠାକୁର । ଆଜି ସକାଳୁ ସକାଳୁ ପୁଣି ଆରମ୍ଭ ହୋଇଛି ରଥଟଣା ।   ବଡଶଙ୍ଖରେ ଦର୍ପଦଳନ ଅଟକିଥିବାବେଳେ ଗଳଗଣ୍ଡି ଛକରେ ଅଟକି ଯାଇଥିଲା ନନ୍ଦିଘୋଷ  । ଆଜି ସକାଳୁ…

ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ଦାବି କଲା ଏନପିଏସ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ପେନ୍‌ସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ହୋଇଛି ଦାବି। ଦିନ ୯ଟାରୁ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ଆଉ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏପରି ସ୍ଥିତିରେ ପିଲାମାନେ ଦିନ…