Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ବବିଦ୍ୟାଳୟ ପରିସରରୁ ଅଟୋ ଚାଳକଙ୍କ ଝୁଲନ୍ତା ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଗୁରୁବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ କ୍ୟାମ୍ପସ ପରିସରରେ ପରିବାର ଲୋକଙ୍କ ସହ ରହୁଥିବା ଅଟୋଚାଳକ କାଳିଆ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ସେ ବୁଧବାର ରାତିରେ…

ଓଡ଼ିଆରେ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’

ଭୁବନେଶ୍ୱର: ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ । ଆସନ୍ତାକାଲି ଅର୍ଥାତ ମେ ୨୬ ତାରିଖରେ ସାରା ରାଜ୍ୟର ଲୋକେ ଏହାକୁ ଦେଖିପାରିବେ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି…

ତିନି କଲରାପତରିଆ ବାଘ ଛାଲ ଜବତ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ଜବତ ହେଲା ବାଘ ଛାଲ। ରାୟଗଡା-କୋରାପୁଟ ଜାତୀୟ ରାଜପଥ-୩୨୬ରେ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଏଥିସହ ୩ଟି କଲରାପତରିଆ ବାଘ ଚମଡ଼ା ଜବତ କରିଛି। ଅଭିଯୁକ୍ତ ଜଣକ…

ଚିତ୍ରକୋଣ୍ଡାରେ ଓଲଟିପଡ଼ିଲା ଡଙ୍ଗା: ଜଣେ ମତ୍ସଜୀବୀ ମୃତ, ଦୁଇ ସୁରକ୍ଷିତ

ରାୟଗଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଧବାର ସନ୍ଧ୍ୟାରେ ଡଙ୍ଗା ବୁଡି ଘଟଣାରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଡଙ୍ଗାରେ ଥିବା ଅନ୍ୟ ଦୁଇ ଜଣ ପହଁରି ପହଁରି ସୁରକ୍ଷିତ ଭାବେ କୂଳ ଉପରକୁ ପଳାଇ ଆସିଥିବା ଜଣାପଡିଛି। ମୃତକ ହେଲେ ଡାଇକ-୩ ଗ୍ରାମର କୃପା ବେଣିଆ।…

ସକାଳୁ ସକାଳୁ କଲବଲ କଲା ତାତି; ସାଢେ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ର ୩୯ ଟପିଲା

ଭୁବନେଶ୍ୱର: ତାତିରୁ ନିସ୍ତାର ନାହିଁ । ସକାଳୁ ସକାଳୁ ଖରା ଆଉ ତାତି  ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସକାଳ ସାଢେ ୮ଟା ସୁଦ୍ଧା  ୩୨.୮ ଡିଗ୍ରୀ ଛୁଇଁଥିଲା । ଦିନ ଯେତେ ବଢୁଥିଲା, ପାରଦ ସେତେ ଉପରକୁ  ଉଠୁଥିଲା । ପୂର୍ବାହ୍ନ ସାଢେ…

ସାମାନ୍ୟ ବଚସାରୁ ପତ୍ନୀଙ୍କୁ ହତ୍ୟା କରିବା ପରେ କଟା ମୁଣ୍ଡ ଧରି ଘରକୁ ଫେରିଲା ସ୍ୱାମୀ

ପାରଳାଖେମୁଣ୍ଡି:କ୍ରୋଧ ମଣିଷକୁ କେତେ ବର୍ବର କରି ଦେଇପାରେ ! ମଣିଷକୁ ରାକ୍ଷସ କରିଦିଏ ଏ କ୍ରୋଧ । କ୍ରୋଧାଗ୍ନିରେ ଜଳିଯାଏ ମଣିଷପଣିଆ, ସହୃଦୟତା, ଭଲପାଇବା । କ୍ରୋଧ ନିଆଁରେ ଜଣେ ସ୍ୱାମୀ ଏମିତି ପାଲଟିଗଲା ରାକ୍ଷସ । ଘର ସଂସାର ଗଢିବ ବୋଲି ଯାହାର ହାତଧରି ଘରକୁ ଆଣିଥିଲା ସାମାନ୍ୟ…

ଆମ୍ବ ଗୋଟାଉଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

କେନ୍ଦୁଝର : ଥମୁନି ହାତୀ ଉପଦ୍ରବ । ତୋଲକୋଇ ବନାଞ୍ଚଳରେ ମାତିଛନ୍ତି ହାତୀ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତୋଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଝଡ଼ ତୋଫାନ…

ଭିମ୍‌ସାର୍‌ରେ ପୁଣି ଜୁନିଅର ଛାତ୍ରଙ୍କୁ ରାଗିଂ; ଅଶ୍ରାବ୍ୟ ଭାଷାରେ ଗାଳି ସହ ଦେଲେ ମାନସିକ ନିର୍ଯାତନା

ବୁର୍ଲା:  ଯେତେ କଡ଼ା ନିୟମ ଓ ତାଗିଦ୍ କଲେ ବି ଭିମ୍‌ସାର୍‌ରେ(ବୀର ସୁରେନ୍ଦ୍ର ସାଏ  ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ) ରାଗିଂ ଥମୁନି। ଏବେ ପୁଣି ଏକ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର…

ମାଛ ଧରୁଥିବା ବେଳେ ଡଙ୍ଗା ବୁଡି ଜଣେ ନିଖୋଜ; ୨ ଉଦ୍ଧାର

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ମାଛ ଧରୁଥିବା ବେଳେ ବୁଡ଼ିଗଲା ଡଙ୍ଗା । ଡଙ୍ଗା ବୁଡି ୩ ଜଣ ନିଖୋଜ । ୩ ଜଣ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଡଙ୍ଗାରେ ମାଛ ଧରୁଥିଲେ । ମାଛ ଧରୁଥିବା ବେଳେ ହଠାତ୍‌ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ଭାରସାମ୍ୟ…

ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଯିବାବେଳେ ଓଲଟିଲା ଗାଡ଼ି, ଅଧାରେ ରହିଲା ଯାତ୍ରା ଦେଖା

ଉମରକୋଟ : ଅଧାରେ ରହିଲା ଶୀତଳ ଷଷ୍ଠୀ ଯାତ୍ରା ଦେଖା । ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି । ୧୨ରୁ ଉର୍ଦ୍ଧ୍ୱ ମହିଳା ଆହତ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଗତକାଲି  ବିଶ୍ୱମପୁରୀଆ ସାହିରୁ ଗାୟତ୍ରୀ ପରିବାର କିଛି ମହିଳା…