Latest Odisha News

BREAKING NEWS

Browsing Category

ଓଡିଶା

Odisha

Pitavas Murder Case: ପୀତବାସ ହତ୍ୟା: ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା

କଟକ: ବ୍ରହ୍ମପୁର ଏସ୍‌ପି ଡାକ୍ତର ସରଭଣା ବିବେକ ଏମ୍‌ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା ହୋଇଛନ୍ତି। ଘଟଣାର ପର୍ଦ୍ଦାଫାସ୍ ବେଳେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ଏସ୍‌ପି।…

Babi Das: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ, ଆଦିବାସୀ ଯୁବକଙ୍କୁ ଜୀବନରୁ ମାରିଦେବାକୁ …

ନୂଆପଡ଼ା: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୂଆପଡ଼ା କୋମନା ଥାନାରେ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ କଲେ କୋମନାର ଆଦିବାସୀ ଯୁବକ । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସ୍‌କୁ ଡାକି କାହିଁକି ବିଜେଡି ଛାଡ଼ି ବିଜେପିରେ ବୁଲୁଛି…

Cuttack Baliyatra: କଟକ ପ୍ରଶାସନ ତରଫରୁ ପ୍ରଥମଥର ପାଇଁ ତିଆରି ହୋଇଛି ମୁଖ୍ୟ ଗୀତ “ଆମ ଐତିହାସିକ ବାଲିଯାତ୍ରା”

କଟକ: ଓଡ଼ିଶା–ଐତିହାସିକ ବାଲିଯାତ୍ରାର ଗୌରବ ଓ ଓଡ଼ିଶାର ସଂସ୍କୃତିକ ଐତିହ୍ୟକୁ ସାରା ଦେଶରେ ପ୍ରଚାର କରିବା ପାଇଁ, କଟକ ପ୍ରଶାସନ ତରଫରୁ ପ୍ରଥମଥର ପାଇଁ ଏକ ମୁଖ୍ୟ ଗୀତ ତିଆରି ହୋଇଛି- “ଆମ ଐତିହାସିକ ବାଲିଯାତ୍ରା”। ଏହା ଓଡ଼ିଶାର ପୁରାତନ ବାଣିଜ୍ୟ ଐତିହ୍ୟ, ସାଗରିକ ଗୌରବ ଓ ସଂସ୍କୃତିକ…

Naveen’s Rally: ନବୀନଙ୍କ ସଭା ଭଣ୍ଡୁର ପାଇଁ ବିଜେପି କରୁଛି ଉଦ୍ୟମ: ବିଜେଡି

ନୂଆପଡ଼ା: ନୂଆପଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରସାର। ବିଭିନ୍ନ ରାଜନୈତିକ ଦଳ ଜୋରସୋର ଆରମ୍ଭ କରିଦେଇଛନ୍ତି ନିର୍ବାଚନ ପ୍ରଚାର। ଏହାରି ଭିତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି…

Kuldiha Wildlife Sanctuary: ଦୀର୍ଘ ୬ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଲଡିହା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଜୁନ ମାସରୁ ପ୍ରକୃତି ପ୍ରେମୀଙ୍କ ପାଇଁ ବନ୍ଦ ରହିଥିଲା। ଗତ ଛଅ ମାସ ଧରି ବନ୍ଦ ରହିଥିବା ଏହି ସ୍ଥାନ ଶନିବାର ଦିନ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିଛି। ତେବେ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଗଡାଦସିମୁଲିଆ ଏବଂ…

ନଭେମ୍ବର ୫ରୁ ଆରମ୍ଭ ହେବ ଏକାମ୍ର ବାଲିଯାତ୍ରା ମହୋତ୍ସବ

ଭୁବନେଶ୍ୱର: ଚଳିତ ବର୍ଷ ଏକାମ୍ର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର…

Nuapada Bypoll: ନୂଆପଡ଼ା ଉପ-ନିର୍ବାଚନ: ଓଡ଼ିଶା ପୋଲିସ ସହିତ CRPF ର ୧୪ କମ୍ପାନୀ ନିୟୋଜିତ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ହେଲା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। କାରଣ ଏହି ସମୟରେ ନୂଆପଡା ଛତିଶଗଡକୁ ସୀମାକୁ ଲାଗି ରହିଥିବାରୁ ଭୋଟ ପାଇଁ ନକ୍ସଲମାନଙ୍କ ଚ୍ୟାଲେଞ୍ଜ ସାମ୍ନା କରିବାର ଆଶଙ୍କା ରହିଛି। ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି…

Restrictions On Fishing: ଆଜିଠୁ ସମୁଦ୍ରରେ ମାଛଧରା ମନା

ପାରାଦୀପ: ଆଜିଠୁ ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିପାରିବେନି ମତ୍ସ୍ୟଜୀବୀ । ସମୁଦ୍ରରେ ମାଛଧରା ନିଷେଧ। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ସମୁଦ୍ର କୂଳ ଠାରୁ ୨୦ କିଲୋମିଟର…

ରାସନ ଚାଉଳକୁ ନେଇ ବଡ଼ ଅପଡେଟ୍: ବନ୍ଦ ହେବନି କୌଣସି ହିତାଧିକାରୀଙ୍କ ସୁବିଧା

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ…

Panchak and Bada osha at Dhabaleswara : ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି; ୩ ସ୍ଥାନରେ…

କଟକ: ପୂଣ୍ୟର ମାସ କାର୍ତ୍ତିକ ମାସରେ ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ । ଭିଡକୁ ନଜରରେ ରଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି । ଏଥିସହ ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ…