Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ; ଜିଲ୍ଲାବାସୀଙ୍କୁ ଦେଲେ ୪,୭୦୩ କୋଟିର ଭେଟି

କେନ୍ଦୁଝର: କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟିର ଭେଟି ଦେଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ  ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଅନେକ ବିକାଶ ମୂଳକ କାମର ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ  ୪୭୦୩କୋଟି ମୂଲ୍ୟର ୨୫୯ଟି…

ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୪ରେ ଦିଆଯିବ ‘ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର’

ଭୁବନେଶ୍ୱର :  ବହୁ ବାଦ ବିବାଦ ପରେ ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଉତ୍କଳ ମଣ୍ଡପରେ ଦିଆଯିବ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ସେହିପରି ୧୪ ତାରିଖ ମଙ୍ଗଳବାରରେ ଦିଆଯିବ '୮ମ ରାଜ୍ୟ ଟେଲି ପୁରସ୍କାର'। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ…

କେଉଁ ଜେଲରେ ରହିବ ଗୋପାଳ ? ଜେଲ କର୍ତ୍ତୃପକ୍ଷଙ୍କୁ ଘାରିଲା ଅଭିଯୁକ୍ତର ସୁରକ୍ଷା ଚିନ୍ତା

ଝାରସୁଗୁଡା: ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ଜେଲ ଯାଇଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାକୁ ଝାରସୁଗୁଡା ଜେଲକୁ ପଠାଇ ଦିଆଯାଇଛି । ତେବେ ସେ ଝାରସୁଗୁଡା ଜେଲରେ ରହିବ ନାଁ ଚୌଦ୍ୱାର ଜେଲରେ ତାହା ସ୍ଥିର…

ଶୃଙ୍ଖଳିତ ହେବେ ସରକାରୀ ସ୍କୁଲ ପିଲା: ଛାତ୍ରୀ ବାନ୍ଧିବେ ରିବନ ଫିତା, ଛାତ୍ର କାଟିବେ ସାଇଡ କଟ

ଭୁବନେଶ୍ୱର:ଏଣିକି ସରକାରୀ ସ୍କଲକୁ ପିଲା ଆଉ ବିଶୃଙ୍ଖଳିତ ହୋଇ ସ୍କଲକୁ ଆସିବେ ନାହିଁ । ଝିଅପିଲାମାନେ ଚୁଟି ଖୋଲା କରିବେନି । ମୁଣ୍ଡରେ ରିବନ ଫିତା ବାନ୍ଧିବେ ନଚେତ ହେୟାର କ୍ଲିପ ଲଗାଇବେ । ଛାତ୍ରମାନେ ସାଇଡ କଟ ଚୁଟି ରଖିବେ । ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ…

ରାତିରେ କମିବ, ଦିନରେ ବଢ଼ିବ ତାପମାତ୍ରା: ଫେବୃଆରୀରେ ଏପ୍ରିଲ-ମେ’ର ଅନୁଭୂତି!

ଭୁବନେଶ୍ୱର: ରାତିରେ ଶୀତ, ଦିନରେ ଖରା। ଏପରି କିଛି ସ୍ଥାନରେ ଅନୁଭୂତ ହେବ ତାପମାତ୍ରା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାତିରୁ ୨ ଦିନ ଯାଏ ପାରଦ ପାଖାପାଖି ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ତେଣୁ କିଛି ସ୍ଥାନରେ ହାଲୁକା ଶୀତ ଅନୁଭୁବ ହେବ। ଅନ୍ୟପଟେ ରାଜ୍ୟରେ ଦିନର ତାପମାତ୍ରା…

ପତ୍ନୀ, ଝିଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା!

ଲକ୍ଷ୍ମୀପୁର : କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୋୟାପୁଟ ଗାଁରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଘର ଭିତରେ ଝୁଲି ରହିଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ସୋଫା ସେଟ୍ ଉପରେ ପଡ଼ିଥିଲା। ଉଭୟଙ୍କ ଚାରି ବର୍ଷର ଝିଅ ମୃତଦେହ ମଧ୍ୟ ସୋଫା ତଳେ ପଡ଼ିଥିବା…

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଉଦଘାଟିତ ହେବ ମେଡିକାଲ କଲେଜ

କେନ୍ଦୁଝର : ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉଦଘାଟିତ ହେବ ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ । ଏଥିସହ ଜିଲ୍ଲାବାସୀଙ୍କୁ ୪ହଜାର ୭ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଗସ୍ତ…

ଗୁଜରାଟରୁ ଫେରିଲା ଗୋପାଳ, ଆଜି ସରୁଛି ରିମାଣ୍ଡ ଅବଧି

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଗୁଜରାଟରୁ ଫେରିଛି। ଗତକାଲି ଭାୟା ରାୟପୁର ହୋଇ ଝାରସୁଗୁଡାକୁ ଫେରିଛି। କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସକୁ ବିମାନବନ୍ଦର ଥାନାରେ ରଖାଯାଇଛି। ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ କଡ଼ା…

ବାଣୀବିହାର ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କ ଅଭିଭାଷଣକୁ ନେଇ ବିବାଦ, ତେଜିଲା ରାଜନୀତି

ଭୁବନେଶ୍ୱର: ରବିବାର ବାଣୀବିହାର ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଦେଇଥିବା ଅଶାନ୍ତିକୁ  ନେଇ ତେଜିଛି ରାଜନୀତି। ଗୋଟିଏ ପଟେ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ରରେ ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଇଥିବା ଆୟୋଜକ…

ପରକୀୟା ପ୍ରୀତିରୁ ଗୁଳିକାଣ୍ଡ, ୩ ଗୁରୁତର  

ଆଠଗଡ : ଜେନାପଦା ଗାଁରେ ଅଭାବନୀୟ ଘଟଣା  । ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ ଘଟିଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି  । ସୂଚନା ଅନୁଯାୟୀ, ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ସଦାନନ୍ଦ ଦାସ ମାମୁଁ ଘରେ ଜେନାପଦାରେ ରହି…