Latest Odisha News

BREAKING NEWS

Browsing Category

ଓଡିଶା

Odisha

୯୧ ବର୍ଷ ବୟସରେ ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ

ଭଦ୍ରକ: ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ ଘଟିଛି । ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଗଙ୍ଗାଧର । ଆଜି ସକାଳୁ ଗଙ୍ଗାଧର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ ତିହିଡ଼ି ଗୋଷ୍ଠୀ…

ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ଡ. ଦିଲ୍ଲୀପ କୁମାର ପରିଡ଼ା

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ରେଡିଏସନ୍‌ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡ. ଦିଲ୍ଲୀପ କୁମାର ପରିଡ଼ା । ଏହି ଅବସରରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ବିଶ୍ବାସ,…

ପୁଅ ଗିରଫକୁ ନେଇ ଡିଜିପିଙ୍କୁ ଟାଣିଲେ ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…

ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଆରଏସପି ଓ ଏନଆଇଟି ମଧ୍ଯରେ ଏମଓୟୁ

ସୁନ୍ଦରଗଡ: ଟେକ୍ନୋଲୋଜି ଦ୍ୱାରା କିଛି ନୂଆ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ତାଲିମ ସହିତ ଦକ୍ଷତା ବିକାଶ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷରିତ…

ଖଣ୍ଡ ଖଣ୍ଡ କାଗଜ ଖୋଲିବ ଗୋପାଳ ଗୁଳିର ଗୁମର ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଗୁଳି ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ଆଉ କିଛି ? ନବଙ୍କୁ ମାରିବା ଲାଗି ଗୋପାଳଙ୍କୁ କିଏ ଦେଇଥିଲା କି ସୁପାରି ? ନା ପ୍ରକୃତରେ ଗୋପାଳ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଛନ୍ତି । ଯଦି ହଁ ସେ…

ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାମ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ଲୋକଙ୍କ ବିପତ୍ତି ସମୟରେ ଛିଡା ହୋଇଥାଏ 'ଓଡ଼ିଶା ଅଗ୍ନିଶମ ସେବା' ବା ଦମକଳ ବାହିନୀ। ଏବେ ଏହି ଓଡ଼ିଶା ଅଗ୍ନିଶମ ସେବାର ନାମ ପରିବର୍ତ୍ତନ ହୋଇଛି। ନୂଆ ନାମ ଭାବେ 'ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା' ରଖାଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ଏକ ବିଜ୍ଞପ୍ତି…

‘ହ୍ୟୁମାନଙ୍କ ପାଖେ ନାହିଁ ମଣିଷପଣିଆ’, ଜୀବିକା ଛଡ଼ାଇବାକୁ ଚେଷ୍ଟା କରୁଥିବା କହିଲେ ଗୁଲୁଆ

ଭୁବନେଶ୍ୱର: ସ୍ୱାମୀ-ସ୍ତ୍ରୀ କଳିକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ବେଶ୍ ଚର୍ଚ୍ଚାରେ ଥିଲା । କାଉନସେଲିଂ ପରେ ସ୍ୱାମୀ, ସ୍ତ୍ରୀ ଏକାଠି ହୋଇଛନ୍ତି । ନିଜ ପରିବାର ସଜାଡ଼ି ହୋଇଥିବା ବେଳେ ହ୍ୟୁମାନ ଆଉ ଏକ ପରିବାରର ଖାଇବା ଥାଳି ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଭଳି କିଛି ଅଭିଯୋଗ…

କାହା ଯୋଜନା କେତେ ଭଲ ? ଚାଲିଲା ଆୟୁଷ୍ମାନ ଭାରତ-ବିଏସକେୱାଇ ଲଢେଇ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ବିଜେଡି ଓ ବିଜେପି  । ଆୟୁଷ୍ମାନ ଭାରତ-ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ତୁଳନାତ୍ମକ ବିଚାର ବିଜେଡି ଆରମ୍ଭ କରିଥିବାବେଳେ ବିଜେପି ବିଜୁ ସ୍ୱାସ୍ଥ୍ୟ କାର୍ଡର ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ସମାଲୋଚନା କରିଛି ।…

ଜାମିନ୍ ଆବେଦନ ଖାରଜ, ଜେଲ୍ ଗଲେ ସାଲୁଜାଙ୍କ ପୁଅ

ପାଟଣାଗଡ଼: ସିନେମା ହଲରେ ଧମକଚମକ, ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା । କଂଗ୍ରେସ ବିଧାୟକ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ଜାମିନ୍ ଆବେଦନ କୋର୍ଟ ଖାରାଜ କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସୂଚନା ଅନୁସାରେ,…

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା…