Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଡିଜିପି କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ…

ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ ଚହଳ ସୃଷ୍ଟି ପରେ ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’।  ଏହି ଚଳଚ୍ଚିତ୍ରଟି ଓଡିଶା ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ନିର୍ମିତ।  ଚଳଚ୍ଚିତ୍ରର ଜବରଦସ୍ତ ପ୍ରଦର୍ଶନ ପରେ ଦର୍ଶକମାନେ ଏହାର ହିନ୍ଦୀ ସଂସ୍କରଣ ପାଇଁ କ୍ରମାଗତ ଭାବରେ…

ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ

କଳାହାଣ୍ଡି: କେନାଲ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ। କଳାବାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଷଷ୍ଠ ଶ୍ରେଣୀର ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା…

ବଢ଼ିପାରେ କେନ୍ଦ୍ରୀୟ ଟିକସ ବାବଦକୁ ଓଡ଼ିଶାର ଭାଗ: ଚଳିତ ଆର୍ଥିକ ବର୍ଷରେ ପାଇବ ଅଧିକ ୧୨ ହଜାର କୋଟି

ନୂଆଦିଲ୍ଲୀ: ଏଥର ବଜେଟ୍ ସବୁ ବର୍ଗକୁ ଦେଖି ତିଆରି କରାଯାଇଥିଲା ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଫେବ୍ରୁଆରୀ ୧ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ କିଛି ବିରୋଧୀ ନେତା ମଧ୍ୟ ଏହାକୁ ସ୍ୱାଗତ କରିଥିଲେ। ବଜେଟ୍‌ରେ ଏଥର ଅନେକ ନୂଆ…

ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର: ଶେଷରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଦାଖଲ ହୋଇଛି ୨୪ଶହ ପୃଷ୍ଠାର ଚାର୍ଜସିଟ୍ । ଖଣ୍ଡଗିରି ପୁଲିସ ଜେଏମଏଫସି-୫ କୋର୍ଟରେ ଏହି ଚାର୍ଜସିଟ୍ ଗୁରୁବାର ଦାଖଲ କରିଛି ।…

ଆଜିଠୁ ୧୦ ଜିଲ୍ଲାରେ ଖୋଲିବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ଯ୍ୟା ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ…

ଗୁଳିମାଡ ପରେ ମନ୍ତ୍ରୀ ନବ ଦାସଙ୍କୁ ବୁର୍ଲା ବଦଳରେ ଭୁବନେଶ୍ବର ଅଣାଗଲା କାହିଁକି?

ଭୁବନେଶ୍ୱର: ଗତ ରବିବାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁଳିମାଡର ଶିକାର ହେବା ପରେ ପାଖରେ ଥିବା ବୁର୍ଲା ହସ୍ପିଟାଲ ନନିଆଯାଇ କାହିଁକି ତାଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଗଲା । ବିରୋଧୀ ସମେତ ସୋଶିଆଲ ମିଡିଆରେ ଏହାକୁ ନେଇ ଜବାବ ମଗାଯାଉଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ…

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା; କ୍ରାଇମସ୍ପଟରୁ ମିଳିଲା ଗୁଳି: କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯେଉଁସ୍ଥାନରେ ହତ୍ୟାର ଶିକାର ହୋଇଥିଲେ ସେହି ସ୍ଥାନରୁ ଏକ ଗୁଳି ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଟିମ୍ ପକ୍ଷରୁ ଏହି ସୂଚନା ମିଳିଛି। କ୍ରାଇମସ୍ପଟରେ ସାଇଣ୍ଟିଫିକ୍ ଅଫିସର ଏବଂ ବାଲାଷ୍ଟିକ ଏକ୍ସପୋର୍ଟ ଫାରୋ ଥ୍ରୀ-ଡି କ୍ୟାମେରା ବ୍ୟବହାର କରି…

ଆଗକୁ ନିର୍ବାଚନ: ନବ-କିଶୋରଙ୍କ ବିୟୋଗ ଶାସକ ଦଳ ପାଇଁ ବଡ଼ ଆହ୍ୱାନ

ଝାରସୁଗୁ଼ଡା: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଶାସକ ଦଳ ବିଜେଡି ପାଇଁ ବଡ଼ ଝଟକା। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ଝାରସୁଗୁଡାରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଥିଲା। ହେଲେ ଏବେ ଝାରସୁଗୁଡାରେ ବର୍ଷକ ଭିତରେ ଦୁଇ ପ୍ରମୁଖ ନେତା କିଶୋର…

ମନ୍ତ୍ରୀଙ୍କୁ ଦେହରେ ବାଜିଥିବା ଗୁଳି ନମିଳିଲେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହୋଇପାରିବେ କି?

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ 5 ଦିନ ବିତିଛି। ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିନି। ଯଦିଓ ଅଭିଯୁକ୍ତ ଗୋପାଳ ଦାସକୁ ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ହେଲେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାରେ ଏଯାବତ ସଫଳ ହୋଇନି ବୋଲି ଜଣାପଡିଛି।…