Latest Odisha News

BREAKING NEWS

Browsing Category

ଓଡିଶା

Odisha

କନ୍ଧମାଳ ଏସପିଙ୍କ ନିକଟରେ ମହିଳା ମାଓବାଦୀର ଆତ୍ମସମର୍ପଣ

କନ୍ଧମାଳ : ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରଛନ୍ତି ବାଲିଗୁଡା ଥାନା କୁଟିକିଆ ଅଞ୍ଚଳର କାନ୍ତି ମଲ୍ଲିକ । ଅନେକ ଦିନ ଧରି କାନ୍ତି ମଲ୍ଲିକ କେକେବିଏନ ସଙ୍ଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ମାଓବାଦୀଙ୍କ କାର୍ଯ୍ୟରେ…

ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟର ସମସ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ କାର୍ଡ ପ୍ରଦାନ…

ଦେଶ ବିଦେଶରେ ମହକିବ କୋରାପୁଟ କଫି

ଭୁବନେଶ୍ବର : ଆଦିବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି ‘କୋରାପୁଟ କଫି’ । ନିଜ ସ୍ୱତନ୍ତ୍ରତା ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଚାଷ କରି ଆଦିବାସୀ ସମ୍ପ୍ରଦାୟ ଚାଷୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । କୋରାପୁଟ…

ରାଜଧାନୀ ସମେତ ରାଜ୍ୟର ୨୨ ଜିଲ୍ଲା‌ରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ତିନି ଘଣ୍ଟା ମଧ୍ୟରେ କଟକ ଏବଂ ଭୁବନେଶ୍ୱରର ସମେତ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ବରଗଡ, ବଲାଙ୍ଗୀର, ଅନୁଗୁଳ, ଗଞ୍ଜାମରେ…

ସମ୍ୱଲପୁରରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଠାବ, ୬ ଜଣ ଗିରଫ

ସମ୍ୱଲପୁର: ଜାଲ୍ ନୋଟ୍ କାରବାର ରାକେଟର ପର୍ଦ୍ଦାଫାସ । ସମ୍ୱଲପୁରରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୩ ଲକ୍ଷ ଟଙ୍କାର ନକିଲ ନୋଟ୍ ଜବତ ହୋଇଛି । ଏଥିରେ ଅଛି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍ ନୋଟ୍ । ନକଲି ନୋଟ୍ ତିଆରି ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ…

ପାଇଖାନା ପ୍ୟାନରେ ଫସିଗଲା ଗୋଧି, ୩ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର: ପାଇଖାନା ପ୍ୟାନ ଭିତରେ ପଶିଗଲା ଗୋଧି । ଶରୀରର ଅଧାରୁ ଅଧିକ ଅଂଶ ଭିତରେ ଫସିଗଲା । କେବଳ ବାହାରକୁ ଥିଲା ମୁଣ୍ଡ ଓ ଦୁଇଟି ଗୋଡ଼ । ଭାରି ଛଟପଚ ହେଉଥିଲା ଗୋଧି । ଭୁବନେଶ୍ୱର ବାଣୀବିହାର ପରିସରରେ ଆଇନ ବିଭାଗ ପ୍ରଫେସର ବିନୟ ଦାସଙ୍କ ଆଉଟ ହାଉସରେ ଥିବା ପାଇଖାନା ପ୍ୟାନରେ ଗୋଧି…

ଟ୍ରକରେ ଯାଉଥିଲା ଆଲମୀରା, ତାଭିତରେ ଥିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଆଲମୀରା ଭିତରେ ଗଞ୍ଜେଇ ପ୍ୟାକେଟ୍ । ଆଲମୀରାକୁ ଟ୍ରକରେ ଲଦି କୋରାପୁଟରୁ ଚାଲାଣ ହେଉଥିଲା ଉତ୍ତରପ୍ରଦେଶ । ବିଶେଷସୂତ୍ରରୁ ଖବର ପାଇଁ ଚଢ଼ାଉ କଲା ପୋଲିସ । ଯାଞ୍ଚ ବେଳେ ଆଲମୀରା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ…

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ, ଗାଡ଼ିରୁ ବାହାରିଲା ୨ଲକ୍ଷ ୭୭ ହଜାର ଟଙ୍କା

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ତାଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । ଟଙ୍କା ଧରି କଟକ…

ଭୁବନେଶ୍ୱର ଏହି ମାଛ ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ବନ୍ଦ ହେଲା ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ । ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛି ବିଏମସି । ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚଳାଇଥିଲେ । ମାର୍କେଟ ସିଲ୍ ସରିବା ସହ ଦୋକାନୀ ଓ ଗୋଦାମ ମାଲିକଙ୍କ ଉପରେ ମୋଟା…

ଆଜି ଓଡ଼ିଶାରୁ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୧.୭୯%

ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ଥିର ରହିଛି କରୋନାର ଦୈନିକ ସଂକ୍ରମଣ । ହଜାରେରୁ ୧୫ଶହ ଭିତରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ଶହ ୪୩ ନୂଆ ଆକ୍ରାନ୍ତ । ଏହି ସମୟରେ ରାଜ୍ୟରେ…