Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁର୍ନୀତି ମାମଲାରେ ସର୍ବଶିକ୍ଷା ଅଭିଯାନର ପୂର୍ବତନ ବୈଷୟିକ ପରାମର୍ଶଦାତାଙ୍କୁ ଜେଲ

ବାରିପଦା: ମୟୂରଭଞ୍ଜର ସର୍ବଶିକ୍ଷା ଅଭିଯାନ (SSA) ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଜଣେ ପୂର୍ବତନ ବୈଷୟିକ ପରାମର୍ଶଦାତାଙ୍କୁ ଦୁର୍ନୀତି ପାଇଁ ବାରିପଦାର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅରୂପ କୁମାର ଜେନା ବର୍ତ୍ତମାନ ଗଜପତି…

ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ରାଜ୍ୟରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ସମୟରେ ମେଗା କାର୍ଯ୍ୟକ୍ରମ ଆୟୋଜନ…

Odisha Fertilizer Crisis: ରାଜ୍ୟରେ ସାର ଅଭାବ ପାଇଁ ସରକାର ଦାୟୀ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାରର ଅଭାବକୁ ନେଇ ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ଦଳର ବରିଷ୍ଠ ନେତା ତଥା ବିଧାୟକ ଡ. ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସାରର…

ୱେବସାଇଟରେ ମହାପ୍ରଭୁ ଜଗନ୍ନାଥଙ୍କ ଅନଲାଇନ୍ ଦର୍ଶନ ଦାବି!

ପୁରୀ: ପ୍ରଭୁ ଜଗନ୍ନାଥଙ୍କ ନାମ ବ୍ୟବହାର କରି ଭକ୍ତମାନଙ୍କୁ ଠକିବାର ଏକ ନୂତନ ରାକେଟ୍ ପୋଲିସ ସାମ୍ନାକୁ ଆସିଛି।ଯାହା ଦ୍ୱାରା ଠକମାନେ ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ସେବା ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଟଙ୍କା ସଂଗ୍ରହ କରିବା ପାଇଁ ତିଆରି କରିଥିବା ଏକ ନକଲି ୱେବସାଇଟ୍ ଖୋଳତାଡ଼…

Train Accommodation: ଯାତ୍ରୀଙ୍କ ସୁବିଧା ପାଇଁ ପୁନଃସ୍ଥାପନ ହେଲା ଟ୍ରେନ ରହଣି ସ୍ଥାନ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଷ୍ଟେସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମେଲ୍/ଏକ୍ସପ୍ରେସ୍ ଟ୍ରେନର ରହଣି ସ୍ଥଳ ପୁନଃସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ପ୍ରତ୍ୟାହାର କରାଯାଇଥିବା ଏହି ରହଣିସ୍ଥଳ ଗୁଡ଼ିକୁ ଯାତ୍ରୀ ଏବଂ ଜନପ୍ରତିନିଧିଙ୍କ ଚାହିଦାକୁ…

Illegal Brown Sugar: ବ୍ରାଉନସୁଗର ବେପାର କରିବା ବେଳେ ମାଡି ବସିଲା ପୋଲିସ

ପୁରୀ: ବେଧଡକରେ କରୁଥିଲେ ଧଳା ଜହର ବ୍ୟବସାୟ । ଆଇନକୁ ଆଖିଠାର ମାରି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ । ଆଉ ପୋଲିସ ଜାଣିବା ପରେ ଆକ୍ସନ ନେଇଛି । ପୁରୀ ଜିଲ୍ଲାରେ ଏମିତି ଘଟଣା ଘଟିଛି । ଚନ୍ଦନପୁର ପୋଲିସ ପ୍ରାୟ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଥିବା ସୂଚନା ମିଳିଛି । ଚନ୍ଦନପୁର…

Odisha Police SI Recruitment: ଅକ୍ଟୋବର ୪ ଏବଂ ୫ ରେ ହେବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି। ସେପ୍ଟେମ୍ବର ୨୦ ପରଠୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ। odishapolice.gov.inରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ। ଓଡ଼ିଶା ପୋଲିସ ନିଯୁକ୍ତି…

Farmers’s Registration Period: ରାଜ୍ୟ ସରକାରଙ୍କ ବଡ ଘୋଷଣା: ବଢିବ ଚାଷୀ ପଞ୍ଜୀକରଣ ଅବଧି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ବଢିବ ଚାଷୀ ପଞ୍ଜୀକରଣ ଅବଧି। ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ବିଚାର ଚାଲିଛି। ଖୁବଶୀଘ୍ର ନିଷ୍ପତି ନିଆଯିବ। କିନ୍ତୁ ପଞ୍ଜୀକରଣ ଅବଧି ବଢିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ‌…

ଜଳପ୍ରପାତରେ ଭାସିଗଲେ ଆଉ ଜଣେ ଯୁବକ

କେନ୍ଦୁଝର: କେନ୍ଦୁଝରର ଏକ ଜଳପ୍ରପାତର ପ୍ରବଳ ସ୍ରୋତରେ ଶୁକ୍ରବାର ଦିନ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣାଟି ଜିଲ୍ଲାର ପାଲଲହରା ସବ-ଡିଭିଜନ ଅନ୍ତର୍ଗତ ନାଗିରା ପଞ୍ଚାୟତର ଗର୍ଜନ ଖୋଲ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ବଲରାଇ…

ରାଜ୍ୟରେ ସାର ଅଭାବ; କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀ କୂଳ ଏକପ୍ରକାର ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ସାର ପାଇଁ ଆଜି ରାସ୍ତାରେ ଚାଷୀ…