Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୯ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦ୍‌ଯାପନୀ 

ଭୁବନେଶ୍ବର: ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିକୁ ଶୁଭେଚ୍ଛା ଜଣାଇ ତ୍ରିଧାରା ଦ୍ବାରା ଆୟୋଜିତ ୧୯ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ୨୦୨୫ - "ଭାରତ-ଜାପାନ-ମାଲେସିଆ ବନ୍ଧୁତାର ଉତ୍ସବ' ଏକ ବର୍ଣାଢ୍ଯ ପରିବେଶରେ ଉଦ୍‌ଯାପିତ ହୋଇଯାଇଅଛି। ତ୍ରିଧାରା ଗତ ତିନି ଦଶନ୍ଧି ଧରି ବିଶ୍ବର କୋଣ…

Nuapada bypoll:ନୂଆପଡାରେ କଂଗ୍ରେସର ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ କଂଗ୍ରେସ ନିଜ ପ୍ରଚାର ପ୍ରସାରକୁ ଜୋରଦାର କରି ଲୋକାଭିମୁଖୀ ହେବା ଉଦ୍ଦେଶ୍ୟରେ ତିନୋଟି ଜୋନରେ ନିର୍ବାଚନ ପ୍ରଚାର ଏବଂ ଭୋଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତିନିଜଣ ବିଧାୟକଙ୍କୁ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ନିଯୁକ୍ତ କରାଯାଇଛି…

Cyclone Montha: ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି. ପର୍ଯ୍ୟନ୍ତ ପବନ ବହିପାରେ…

ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଖୁବ୍ ଶୀଘ୍ର ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଯାହାଫଳରେ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି। ୨୮ ଅକ୍ଟୋବର ସନ୍ଧ୍ୟା କିମ୍ବା…

Sarala Puraskar: ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ମିଳିଲା ଶାରଳା ପୁରସ୍କାର। ଗଳ୍ପ ସଂକଳନ 'ମ୍ୟାଟିନି ସୋ' ପାଇଁ ପ୍ରଦାନ କରାଗଲା ଶାରଳା ପୁରସ୍କାର। ଭୁବନେଶ୍ବରରେ ବର୍ଣ୍ଣାଢ୍ୟ ସମାବେଶରେ ପୁରସ୍କୃତ କରାଗଲା। ଦେବଦାସ ଛୋଟରାୟଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର…

TPCODLର ୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ଜାରି; ଉପଭୋକ୍ତାମାନଙ୍କ ପାଇଁ ଜରୁରୀ ସୁରକ୍ଷା ପରାମର୍ଶ…

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL), ବିଦ୍ୟୁତ୍ ଭିତ୍ତିଭୂମି ଉପରେ ବାତ୍ୟା ‘ମୋନ୍ଥା’ ର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ଏହା ସେବା ଯୋଗାଉଥିବା ଅଞ୍ଚଳ ଗୁଡ଼ିକରେ ଉପଭୋକ୍ତାମାନଙ୍କୁ…

Cyclone Montha: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ସାରା ଓଡିଶାକୁ ହାଇଆଲର୍ଟ, ୮…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା…

Kidnapped Baby Girl: ବ୍ରହ୍ମପୁରରୁ ଅପହୃତ ୨ ବର୍ଷର ଶିଶୁକନ୍ୟା ପଶ୍ଚିମବଙ୍ଗରୁ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରରୁ ଅପହୃତ ୨ ବର୍ଷର ଶିଶୁକନ୍ୟାକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରୁ ଉଦ୍ଧାର କଲା ବୈଦ୍ୟନାଥପୁର ପୋଲିସ । ଘରୋଇ କଳିରୁ ଅପହରଣ କରିଥିବା ଭଉଣୀ ଜ୍ୱାଇଁ କାବୁ। ସୂଚନା ଅନୁସାରେ ୨୧ ତାରିଖରେ ଭଞ୍ଜନଗରରୁ ଏମ୍‌କେସିଜି ଆସିଥିଲେ…

ବାତ୍ୟା ମୋନ୍ଥା: ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ଗଜପତି ପ୍ରଶାସନର ନିର୍ଦ୍ଦେଶ…

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ସୃଷ୍ଟ ବାତ୍ୟା ମୋନ୍ଥାର ପ୍ରଭାବରେ ପ୍ରବଳ ବର୍ଷା ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ଏହା ମଧ୍ୟରେ ଗଜପତି ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛି। କାରଣ ବାତ୍ୟାର ପ୍ରଭାବରେ ଜିଲ୍ଲାରେ ଭୂସ୍ଖଳନ ଏବଂ ବନ୍ୟାର…

Development Of Backward Classes: ପଛୁଆ ବର୍ଗର ବିକାଶ, ଡବଲ ଇଞ୍ଜିନ ସରକାରର ପ୍ରାଥମିକତା: ବିଜେପି

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟଗୁଡିକ ସହ ଆମ ରାଜ୍ୟକୁ ତୁଳନା କଲେ, ଆମ ରାଜ୍ୟର ଅନେକ ପଛୁଆ ଜାତି ବର୍ଗ ଜାତୀୟ ତାଲିକାଭୁକ୍ତ ହୋଇ ପାରିନାହାନ୍ତି। ରାଜ୍ୟରେ ଯଦିଓ ପଛୁଆବର୍ଗଙ୍କ ସଂଖ୍ୟା ରାଜ୍ୟର ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ, ତଥାପି ଅନେକ ପଛୁଆ ଜାତି ବର୍ଗ ଜାତୀୟ ପଛୁଆବର୍ଗ…

Beef Sales: ୧ କୁଇଣ୍ଟାଲ ଗୋ-ମାଂସ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାରେ ଏକ କ୍ବିଣ୍ଟାଲର ଗୋ-ମାଂସ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତ ଜଣକ ଶବସାନ କୁଲଦୀପ ତାର ଘର କେବଡ଼ି ଗାଁରେ ବୋଲି ଜଣାପଡିଛି । ସେ ଆଜି ଗୋ ମାଂସ ବିକ୍ରି କରିବାକୁ ପୁଟରା ଗାଁକୁ ଯାଇଥିଲା । ଗୋ ମାଂସ ବିକ୍ରି…