Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ। ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଖାତା ଦେଖା। ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧୫୧ଟି କେନ୍ଦ୍ରରେ ନିୟୋଜିତ ୮୨୫୮ ଜଣ ଅଧ୍ୟାପକ ଖାତା…

୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ

କଟକ: ଥମୁନି ଧଳା ଜହର ବ୍ୟବସାୟ। ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁଦ୍ଧା ଏହି ନିଶାକାରବାର ରୋକିବାରେ ନାଁ ଧରୁନି।କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି ଭିନ୍ନ ଭିନ୍ନ ନିଶା କାରବାର ମାମଲାରେ ୩ ନିଶା ମାଫିଆଙ୍କୁ ଗିରଫ କରିବା…

ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ତାତି ଅଚାନକ ବଢ଼ିଯାଇଛି । ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଆର୍ଦ୍ରତା ୭୦ରୁ ୮୦% ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ତେବେ ବଙ୍ଗୋପସାଗରରୁ…

Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ୩୯,୭୬,୬୧୫ ଜଣ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ। ତେବେ ଆସିଥିବା ପର୍ଯ୍ୟଟକମାନଙ୍କ ଠାରୁ ବିଭିନ୍ନ ଉତ୍ସରୁ ମୋଟ ୨୬.୩୧ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହା ନନ୍ଦନକାନନର ଇତିହାସରେ ସମସ୍ତ ଆର୍ଥିକ ବର୍ଷର ରେକର୍ଡ ଭଙ୍ଗ…

Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…

ଗଜପତି:ଅଙ୍ଗଦାନ କରି ଚର୍ଚ୍ଚାରେ ଜଣେ ଚାଷୀ । ମୃତ୍ୟୁ ପରେ ମହତ ଦାନ କରି ଅମର ହୋଇଯାଇଛନ୍ତି ରମେଶ ରଣସିଂ । ଗଜପତି ଜିଲ୍ଲା ମୋହନା ଥାନା ଜାଲିବାଡି ଗାଁର ରମେଶ ରଣସିଂ ଅଙ୍ଗଦାନ କରିଛନ୍ତି । ଜଣେ ପରୋପକାରୀ ସମାଜସେବୀ ଭାବେ ପରିଚିତ ରମେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ…

ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…

ଭୁବନେଶ୍ବର: ରାଜ୍ୟରେ ଏବେ ତାତିର ପ୍ରକୋପ ଧିରେ ଧିରେ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ସମସ୍ତ ସ୍କୁଲ ଗୁଡିକୁ ସକାଳୁଆ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସକାଳ ସାଢ଼େ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ ।…

Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର

ଗଜପତି: ଗଜପତି ଜିଲ୍ଲା ରା .ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ ବ୍ଲକ କିରାମା ଗ୍ରାମ ପଞ୍ଚାୟତର ବୁରିପଦର ଗାଁରୁ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଓ ଦୁଇ ନିରପେକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଯାହାକୁ ନେଇ ଏହି…

ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଲା ଗୋରୁ ଗାଡ଼ି …୯ଟି ଗୋରୁ ଉଦ୍ଧାର,ଗୋ’ ମାଫିଆ ଫେରାର

ଢେଙ୍କାନାଳ:ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ ସଫଳ ହୋଇଛି। ଗାଡ଼ି ଭିତରୁ ୯ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏଥିସହିତ ପିକଅପ୍‌କୁ ଜବତ ରଖି ଅଧିକ ତଦନ୍ତ କରୁଛି ପୋଲିସ। ଗତ ସୋମବାର ମଧ୍ୟ ଦୁଇଟି…

୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ କରି ଜନଗଣନା କରାଯାଇଛି । ପ୍ରଥମ ଦିନରେ ହିଁ ରାଜ୍ୟର ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ । ଏହା ସହ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ ଚାଲିଥିବା ସେ ସ୍ପଷ୍ଟ…

Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର

ଭୁବନେଶ୍ବର:ମଧ୍ୟପ୍ରାଚ୍ୟ ଯୁଦ୍ଧ ପରଠାରୁ ସୁନା ଓ ରୁପା ଦର ଅସ୍ଥିରତା ଲାଗି ରହିଛି। କେତେବେଳେ ହଠାତ୍‌ ବଢ଼ିଯାଉଛି ତ ଆଉ କେତେ ବେଳେ ଖସୁଛି। ସେହିପରି ପୁଣି କମିଛି ସୁନା ଓ ରୂପା ମୂଲ୍ୟ । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୯୮୦ ଟଙ୍କା ହ୍ରାସ ପାଇ…