Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଞ୍ଚୁକର ଶେଷ ଦିନ; ଖାଁ ଖାଁ ଦେବାଳୟ

ଭୁବନେଶ୍ୱର: ମହା ପଞ୍ଚୁକ ବ୍ରତର ଆଜି ହେଉଛି ଶେଷ ଦିନ। ଧର୍ମ ମାସ କାର୍ତ୍ତିକର ଏହି ଶ୍ରେଷ୍ଠ ୫ ଦିନ ଗାଁ ଠୁ ସହର ସବୁଠୁ ଭିଡ଼ ଲାଗି ରହିଥିବା ବେଳେ ଚଳିତ ଥର କିନ୍ତୁ କୋଭିଡ ଯୋଗୁଁ ସବୁକିଛି ଫିକା ପଡିଛି। ବାଡ଼ି ଭୋରରୁ ଦେବାଳୟ ସମ୍ମୁଖରେ ଲାଗେ ଭକ୍ତଙ୍କ ଗହଳି। ଜନସମୁଦ୍ର ପାଲଟେ ମନ୍ଦିର…

ଆଜି କାର୍ତ୍ତିକ ପୂର୍ଣ୍ଣିମା…

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଏହା ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର…

ଓଡ଼ିଆ ସଂସ୍କୃତିରେ ବୋଇତ ବନ୍ଦାଣ…

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶାର ପ୍ରାୟତଃ ସ୍ଥାନରେ ଡଙ୍ଗାଭସା ବା  ବୋଇତ ବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଥାଏ । ଏହି ଉତ୍ସବ କାହିଁ କେଉଁ ଅନାଦି କାଳରୁ ଉତ୍କଳୀୟ ପରମ୍ପରାରେ ସହ ଜଡିତ । ଏହି ଦିନ ବ୍ରହ୍ମମୂହୁର୍ତ୍ତରୁ ଉଠି ଲୋକେ ବିଭିନ୍ନ ପ୍ରକାରର ବୋଇତ…

ସୀମା ଟପୁଛି ବର୍ବରତା; ଘରୁ ଟେକି ନେଇ ୫ ବର୍ଷର ଶିଶୁ ସହ ଦୁଷ୍କର୍ମ ଅଭିଯୋଗ

ଆଳି: ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟା ଭଳି ଖବର ସାମ୍ନାକୁ ଆସୁଥିବା ବେଳେ ଧୀରେ ଧୀରେ ଏହା ଯେପରି ସବୁ ସୀମା ପାର୍ ହୋଇ ଯାଉଛି। ଧୀରେ ଧୀରେ ଏହି ଦୁର୍ବୁତ୍ତ ମାନେ ବର୍ବରତାର ସବୁ ସୀମା ଟପି ଯାଉଛନ୍ତି। ଏହିଭଳି ଏକ ଅମାନବୀୟ ଘଟଣା ଘଟିଛି ଆଳିଥାନା ଭୂଇଁପୁର,ବନ୍ଧସାହି ଗ୍ରାମରେ। ଏହି…

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି !

କଟକ: କଟକ ବାରବାଟୀ ରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ…

ଓଡ଼ିଶାରୁ ସୁସ୍ଥ ହେଲେ ୭୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1333034329740480512?s=19 ଉଲ୍ଲେଖଯୋଗ୍ୟ, ଓଡିଶାରେ…

ଭୁବନେଶ୍ୱରରେ ଆରୋଗ୍ୟଙ୍କ ସଂଖ୍ୟା ୩୦ ହଜାର ଟପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଂଚଳରୁ ୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ରାଜଧାନୀରେ ମୋଟ କରୋନା ସଂକ୍ରମଣ…

ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି ରିଲାଏନ୍ସ ଜିଓ : ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ସବୁଠୁ ପସନ୍ଦର ଟେଲିକମ୍ କଂପାନି ଭାବେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୧.୮% ବଜାର ଅଂଶ ହାସଲ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ…

ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା

ଭୁବନେଶ୍ୱର: ବିଧାନସଭା ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା । ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା । ଲାଗିଲା କଟକଣା । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ସିଲ୍ କରିଛି ପୋଲିସ । ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଭଳି ଘଟଣା ଘଟିବା ପରେ ଏଭଳି…

କମିଲା କରୋନା ଡେଥ୍ କେସ୍: ୨୪ ଘଣ୍ଟାରେ ରାଜ୍ୟରୁ ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛୁ କରୋନା । କମିଲା ଦୈନିକ ମୃତ୍ୟୁସଂଖ୍ୟା । ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର । ଗତ ୨୪ ଘଣ୍ଟାରେ ରାଜ୍ୟରୁ ମହାମାରୀ ୪ ଜଣଙ୍କର ଜୀବନ ନେଇଛି । ମାତ୍ର ତିନିଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ…