Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୫୧୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ୪୦ ହଜାର ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ଦୈନିକ ୬୦୦-୭୦୦ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ କରୋନା ସଂକ୍ରମିତ ହୋଇଛନ୍ତି ୫୧୮ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୯୭ ଜଣ ଅଛନ୍ତି । ଲୋକାଲ କଣ୍ଟାକ୍ଟ କେସ୍ ବା ସ୍ଥାନୀୟ…

ବିଧାନସଭାରେ ଉଠିଲା ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗ

ଭୁବନେଶ୍ୱର: ଜନ ବିରୋଧୀ କାର୍ଯ୍ୟ ଯୋଗୁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯିବା ପରେ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛି କଂଗ୍ରେସ । ଦଳର ବିଧାୟକ ଅଭିଯୋଗ କରିଛନ୍ତି, ଶାସକ ବିଜେଡି ଦଳର ବହୁତ…

ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ତତ୍କାଳ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ…

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ହାତାହାତି, ଆକ୍ରମଣରେ ୪ ଜଣ ଆହତ

ବାଲେଶ୍ୱର: ଡକାୟତଙ୍କ ସହ ଗାଁ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ହରିଡାପଡା ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଏହି ଘଟଣା । ଗାଁର ସୁଦାମ ଚରଣ ବାଉଲି ରାତିରେ ଘରକୁ ଫେରିବା ରାସ୍ତାରେ ପିତାକାଳିଆ ଛକ…

ସୋନପୁର ସବୁଠୁ ଥଣ୍ଡା ସହର, ୧୦ଟି ସହରରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା

ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା…

ବାବା ଧବଳେଶ୍ୱରଙ୍କୁ ରାତି ୩ଟାରେ ଲାଗି ହେଲା ଗଜଭୋଗ

ଆଠଗଡ଼(କଟକ): କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ଏହି ଅବସରରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା । ରାତି ଗୋଟାଏରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା । ଏହାପରେ ରାତି ୩ଟାରେ ବାବା…

କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା; ଅତିରିକ୍ତ ଏସ୍‌ପିଙ୍କ ପରିବାରର ୪ ସଦସ୍ୟ ଆହତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପିତାମ୍ବପୁର ନିକଟରେ ଏକ କାର୍‌ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ୪ ଜଣ କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶଙ୍କ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସୂଚନାନୁସାରେ, ଶନିବାର ଦିନ…

ସମ୍ପତ୍ତି ଆଗରେ ଫିକା ପଡିଲା ସମ୍ପର୍କ; ଭାଇ, ପୁତୁରାକୁ ହତ୍ୟା କଲା ଭାଇ

ଉଦଳା: ସମ୍ପତ୍ତି ଆଗରେ ଫିକା ପଡିଛି ସଂପର୍କ। ମୟୁରଭଞ୍ଜ କପ୍ତିପଦା ଛାଞ୍ଚୁଣିଆ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ଘଟିଛି ଡବଲ ମର୍ଡର । ଗାଁର ସୁଶୀଲ କୁମାର ହେମ୍ବ୍ରମ୍, ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଥିବା ଅଭିଯୋଗ ।…

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ

ଭୁବନେଶ୍ୱର: ପଞ୍ଚୁକ ପାଞ୍ଚ ଦିନ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ବେଶ ହେବା ସହ ସ୍ୱତନ୍ତ୍ର ନୀତି ହୋଇଥାଏ। ତେବେ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଶ୍ରୀମନ୍ଦିର ଚାରିପଟେ ପୋଲିସ୍‌ ଫୋର୍ସ ମୁତୟନ ରହିଛନ୍ତି। ଆସନ୍ତାକାଲି…

ଜେଏସପିଏଲ ଫାଉଣ୍ଡେସନ-ପ୍ରୋତ୍ସାହିତ ଉଷୁ ଖେଳାଳୀ ସାଇ ରେ କୋଚିଂ ପାଇଁ ମନୋନୀତ

ବଡବିଲ: ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ପ୍ରୋତ୍ସାହିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଂଚଳର ତିନି ଜଣ ଯୁବ ଉଷୁ ଖେଳାଳି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (ସାଇ) ଦ୍ୱାରା ପରିଚାଳିତ କେନ୍ଦ୍ର ରେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଛନ୍ତି I ଶ୍ରୀ କ୍ରିଷ୍ଣା…