Latest Odisha News

BREAKING NEWS

Browsing Category

ପୁରୀ

Puri

ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଆଜି ଅଙ୍କୁରପୂଜନ

ପୁରୀ: ଶ୍ରୀମଣ୍ଡିତ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ। ଯଜ୍ଞ କାର୍ଯ୍ୟ ପାଇଁ ସରିଛି ଆଚାର୍ଯ୍ୟ ବରଣ । ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ଏହା ପରେ ଅଙ୍କୁରରୋପଣ ହୋଇଛି । ଆଜି…

ମହାପ୍ରଭୁଙ୍କ ସାନିଧ୍ୟ ପାଇଲେ ବଲିଉଡର ପ୍ରଖ୍ୟାତ ଗାୟକ ଶଙ୍କର ମହାଦେବନ୍

ପୁରୀ: ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ । ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ଗାୟକ ଶଙ୍କର ମହାଦେବନ୍ । ତାଙ୍କ ସହ ଶ୍ରୀଜିଉଙ୍କୁ ତାଙ୍କ ପତ୍ନୀ ମଧ୍ୟ…

ଆସନ୍ତା ୯ରୁ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ ୨୭ ତମ ଗ୍ଲୋରୀ ଫେଷ୍ଟିଭାଲ

ପୁରୀ: ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୁଲ୍ୟରେ ଆସନ୍ତା ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ୨୭ ତମ ଗ୍ଲୋରୀ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ୪ ଦିନ ବ୍ୟାପୀ ଆନ୍ତଃ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରୀୟ ଏହି ମହୋତ୍ସବରେ ୧୫ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ବର୍ଷର ମୁଖ୍ୟ…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ନେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ l ଦୀର୍ଘ ବର୍ଷ ପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ଓ ଭାବବିହ୍ୱଳ ହୋଇଛନ୍ତି ଶ୍ରୀଯୁକ୍ତ ସ୍ୱାୱନ୍ତ । ଗୋଆର ଅର୍ଥନୀତିର ବିକାଶ ସହ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା,ଡଙ୍ଗାରେ ଅଛନ୍ତି ୨୫ ଯାତ୍ରୀ

କୃଷ୍ଣପ୍ରସାଦ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଛି ଡଙ୍ଗା । ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଫସି ରହିଲା ଡଙ୍ଗା । ଡଙ୍ଗାରେ ୨୫ ଯାତ୍ରୀ ଙ୍କ ସହ ୧୦ଟି ବାଇକ ଥିବା ସୂଚନା । ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ…

ଆସନ୍ତାକାଲି ୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଅପରାହ୍ନ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା…

ମହାପ୍ରଭୁଙ୍କ ପାଇଁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ ପତ୍ର, ପ୍ରତିଷ୍ଠା ଉତ୍ସବରେ ଯୋଗଦେବ ଶ୍ରୀଜିଉ

ପୁରୀ: ଅଯୋଧ୍ୟାରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସିଲା ନିମନ୍ତ୍ରଣ ପତ୍ର । ଆସିଥିବା ନିମନ୍ତ୍ରଣ ଗ୍ରହଣ କଲେ ମହାପ୍ରଭୁ । ପ୍ରତ୍ୟେକ ଓଡ଼ିଆ ଓ ସନାତନ ବିଶ୍ୱାସୀଙ୍କ  ଆସ୍ଥା ଓ ଇଷ୍ଟ ମହାପ୍ରଭୁଙ୍କୁ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ଦିଆଯାଇଛି…

ପୁରୀରେ ନୂଆବର୍ଷ ପ୍ରସ୍ତୁତି, ଅଢେଇ ଘଣ୍ଟା ପାଇଁ ଶୋଇବେ ମହାପ୍ରଭୂ

ପୁରୀ: ରାତି ପାହିଲେ ନୂଆବର୍ଷ । ସେଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଜଗନ୍ନାଥ ଦର୍ଶନ ସହ ବେଳାଭୂମି ସ୍ନାନ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ସହ ସରିଛି ରୋଡମ୍ୟାପ୍ । ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…

ଓଜେଏସ ରେଜଲ୍ଟ: ବାପାଙ୍କ ସ୍ଵପ୍ନ ପୁରଣ କରିବା ଥିଲା ପ୍ରଥମ ଇଚ୍ଛା, ଦ୍ଵିତୀୟ ପ୍ରୟାସରେ ପାଇଲେ ସଫଳତା

ପୁରୀ: ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଏସ ପରୀକ୍ଷା ଫଳ । ପ୍ରଥମ ପ୍ରୟାସରେ ଭୁବନେଶ୍ଵର ଝିଅ ସୁଶ୍ରୀତା ମିଶ୍ର ପ୍ରଥମ ସ୍ଥାନରେ ଥିବା ବେଳେ ନିଲିଶା ପଟ୍ଟନାୟକ ଦ୍ଵିତୀୟରେ ଓ ଅନନ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାରି ଭିତରେ ପୁରୀର ଝିଅ ଶୁଭଶ୍ରୀ ସୌମ୍ୟାକାନ୍ତି ପ୍ରଧାନ…

ପୁରୀରେ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ିଲା ବୁଲା କୁକୁର

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅଘଟଣ । ଆଜି ଅପରାହ୍ନରେ ବୁଲା କୁକୁର କାମୁଡାରେ ଜଣେ  ଦେଢ ବର୍ଷର ଶିଶୁପୁତ୍ର ରକ୍ତାକ୍ତ ହୋଇଛି। ସୂଚନା ମୂତାବକ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ଆଜି ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ପୁରୀ ଆସିଥିଲେ । ପରିବାର ଲୋକ ନାବାଳକ…