Latest Odisha News

BREAKING NEWS

Browsing Category

ପାଣିପାଗ

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ‘ଅମ୍ଫାନ’

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ବାତ୍ୟା ଅମ୍ଫାନ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୭ ତାରିଖ ଦିନ ବାତ୍ୟା ପାରାଦୀପ ଠାରୁ ପ୍ରାୟ ୧ ହଜାର କିଲୋମିଟର ଦୂରରେ ଅଛି । ସେହିପରି ପଶ୍ଚିମବଙ୍ଗର ଦୀଘାଠାରୁ ଏହା ୧୧୬୦ କିଲୋମିଟର ଦୂରରେ ଅଛି ।…

ବାତ୍ୟା ଅମ୍ଫାନ: ଗଭୀର ଅବପାତରେ ପରିଣତ ହେଲା, ସାମୁଦ୍ରିକ ଝଡ଼ର ରୂପ ନେବ

ଭୁବନେଶ୍ୱର: ବାତ୍ୟା ଅମ୍ଫାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ  ଅଂଚଳ ରେ ଥିବା ଅବପାତ ଗଭୀର-ଅବପାତ ର ରୂପ ନେଇସାରିଛି | ଅଧିକ ପଢନ୍ତୁ - ଅମ୍ଫାନ ମୁକାବିଲା: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା ଯାଜପୁର ଜିଲ୍ଲା…

ଓଡ଼ିଶାର ୮ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଅପରାହ୍ନ ୫ଟା ୩୦ମି  ଯାଏଁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି– କେନ୍ଦୁଝର, ମୟୂରଭଞ୍ଜ,…

ଓଡ଼ିଶା ଉପକୂଳରୁ ୧୧୦୦ କିମି. ଦୂରରେ ରହିଛି ସାମୁଦ୍ରିକ ଝଡ: ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏକ ଅବପାତରେ ପରିଣତ ହୋଇଛି ଏବଂ ଶନିବାର ଅପରାହ୍ନ ୫ଟା ୩୦ମି. ସୁଦ୍ଧା ଏକ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଏପରିକି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ନେବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ…

ରାଜ୍ୟର ୧୦ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା; ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ସାରା ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗରମରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ଓଡ଼ିଶାର ୧୦ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ପାରଦ ରହିଥିବାର ରେକର୍ଡ଼…

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଲାଗି ୪ଟି ଜିଲ୍ଲାକୁ ହାଇ ଆଲର୍ଟ !

ଭୁବନେଶ୍ୱର: ବଙ୍ଗୋପସାଗରରେ ଝଡ଼ ଯୋଗୁଁ ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି । ଆଜି ଏସମ୍ପର୍କରେ ରାଜ୍ୟ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ…

ବାତ୍ୟା ପୂର୍ବରୁ ଉପକୂଳ ଓଡ଼ିଶାରେ ପ୍ରଭାବ: ମେ’ ୧୯, ୨୦ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ଗତିପଥ ଓ ଦିଗ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବେ, ମାତ୍ର ଏହା ପୂର୍ବରୁ ପାଣିପାଗ ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଅନୁଯାୟୀ ଏହି ବାତ୍ୟା ବାଂଲାଦେଶର ସ୍ଥଳପଥ ଛୁଇଁବାର ସମ୍ଭାବନା ରହିଛି । ଅନ୍ୟ କେତେକ ପାଣିପାଗ ବିଶେଷଜ୍ଞଙ୍କ…

ଜାଣନ୍ତୁ; ଆଜି ଏହିସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଓଡ଼ିଶାର କେତେକ ଜିଲ୍ଲାର କିଛି ସ୍ଥାନରେ ସୋମବାର ଦିନ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ:୧୩ ସୁରତ ଫେରନ୍ତା କରୋନା ପଜିଟିଭ ରାଜ୍ୟର ଯେଉଁସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ…

ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଆହୁରି ମଧ୍ୟ ଓଡିଶାରେ ଆଗାମୀ ପାଞ୍ଚ ଦିନ ପର‌୍ୟ୍ୟନ୍ତ ତଥା ମେ ୧୫ ତାରିଖ ଯାଏଁ ଜାରି ରହିବ ବୋଲି ଆଇଏମଡି ପକ୍ଷରୁ ଏହାର…

ଜାଣନ୍ତୁ; ରବିବାର କେଉଁସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ କିମ୍ବା ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ରାଜ୍ୟର ଯେଉଁ ସବୁ ସ୍ଥାନରେ ଝଡ଼ବର୍ଷା କିମ୍ବା ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଅଞ୍ଚଳ ବା…