Latest Odisha News

BREAKING NEWS

Browsing Category

ପାଣିପାଗ

ବଜ୍ରପାତ ସହ ବର୍ଷା ଆଶଙ୍କା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ…

ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ସାବ୍ୟସ୍ତ; ଜାଣନ୍ତୁ ଏହି ୬ଟି ଜିଲ୍ଲାକୁ ରହିଛି ୟେଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର: ଆଜି ମଧ୍ୟ ଅସହ୍ୟ ଗୁଳଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ଆଜି ରାଜ୍ୟର ୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବୁଧବାର ଦିନ ଅନୁଗୁଳ ସହର ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି ।…

୪୧ ଡିଗ୍ରୀ ଉପରେ ୧୪ଟି ସହର; ଜାଣନ୍ତୁ ୩ ଦିନ କେଉଁ ଜିଲ୍ଲାକୁ ରହିଛି ଅରେଞ୍ଜ୍ ୱାଣ୍ଣିଂ !

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗୁଳଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି ମଙ୍ଗଳବାର ଦିନ । ଆଜି ରାଜ୍ୟର ୧୪ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଦିନ ଧରି…

ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ: ଆଇଏମଡ଼ି

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଜଳବାୟୁ ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୋମବାର ଦିନ ସୂଚନା ପ୍ରଦାନ କରିଛି । “ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ ଜଳବାୟୁ କେରଳ ଛୁଇଁଥାଏ । ତେବେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଯୋଗୁଁ…

ଓଡ଼ିଶାରେ ରୌଦ୍ରତାପ ଜାରି; ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଲା ୧୩ଟି ସହର

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗରମ । ରୌଦ୍ରତାପ ବୃଦ୍ଧି ଯୋଗୁଁ ସୋମବାର ଦିନ ସାରା ରାଜ୍ୟର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଆଜି ଟିଟିଲାଗଡ଼ର ସ୍ଥାନ ନେଇଛି ଶିଳ୍ପନଗରୀ ତାଳଚେର । ତାଳଚେରରେ ଆଜି ତାପମାତ୍ରା ବୃଦ୍ଧି ପାଇ ପାରଦ ଛୁଇଁଥିଲା ୪୪.୯ ଡିଗ୍ରୀ ସେଲସିୟସରେ ।…

ସର୍ବାଧିକ ୪୫.୫ ଡିଗ୍ରୀରେ ତାତିଲା ଟିଟିଲାଗଡ଼; ୫ଟି ଜିଲ୍ଲା ଲାଗି ସତର୍କ ସୂଚନା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ତତଲା ସହର ଭାବେ ପରିଚିତ ଥିବା ଟିଟିଲାଗଡ଼ ଆଜି ମଧ୍ୟ ଲଗାତର ଦ୍ୱିତୀୟ ଦିନ ଲାଗି ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି । ଟିଟିଲାଗଡ଼ରେ ଶନିବାର ଦିନ ସର୍ବାଧିକ ତାପମାତ୍ରା ରହିଥିଲା ୪୫.୫ ଡିଗ୍ରୀ ସେଲସିୟସ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)…

‘ଉମଙ୍ଗ ଆପ’ରୁ ଜାଣିପାରିବେ ପାଣିପାଗ ସମ୍ବନ୍ଧୀୟ ଏହି ୭ଟି ସୂଚନା

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ 'ଉମଙ୍ଗ ଆପ' ଆରମ୍ଭ କରାଯାଇଛି। ଯାହାକୁ ବ୍ୟବହାର କରି ଲୋକମାନେ ପାଣିପାଗ ସମ୍ବନ୍ଧୀୟ ୭ ପ୍ରକାରର ସୂଚନା ପାଇପାରିବେ। ଆଇଏମଡିର ୱେବସାଇଟ୍ www.mausam.imd.gov.inରେ ପ୍ରକାଶିତ ହେଉଥିବା ସୂଚନା ମଧ୍ୟରୁ ନିମ୍ନଲିଖିତ ସାତଟି…

ଓଡ଼ିଶାରେ ଆଉ ଗୋଟିଏ ଡୋପଲର ରାଡାର ସ୍ଥାପନ କରାଯିବ: ଆଇଏମଡି ଡିଜି

ଭୁବନେଶ୍ୱର: ବାତ୍ୟା ସମ୍ପର୍କିତ ସଠିକ୍ ତଥା କ୍ଷୟକ୍ଷତିର ଆକଳନ କରି ଗତ କିଛି ବର୍ଷ ମଧ୍ୟରେ ଓଡିଶାକୁ ସାହାଯ୍ୟ କରିଆସୁଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଫାଇଲିନ୍, ଫନି ଏବଂ ଅମ୍ଫାନ୍ ଭଳି ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ସଠିକ୍ ରହିଛି। “ବାତ୍ୟା ଅମ୍ଫାନ୍ ଜେନେସିସ୍,…

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ୍‌’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ଦେଇ ଦିନ ୩ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ସୁନ୍ଦରବନ ଅଞ୍ଚଳ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିଥିବା ସହିତ ୧୮୫ ର ଝଟକା ଥିଲା । ଏହାର ପ୍ରଭାବରେ ଆଗାମୀ…

ଓଡ଼ିଶାର ୮ଟି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୮ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ସତର୍କ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା,…