Latest Odisha News

BREAKING NEWS

Browsing Category

ରାଜନୀତି

କେନ୍ଦ୍ରାପଡ଼ାରେ ନବୀନଙ୍କ ନିର୍ବାଚନୀ ପ୍ରଚାର, ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ କଲେ ଟାର୍ଗେଟ

କେନ୍ଦ୍ରାପଡା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ସଭାରେ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସରକାରଙ୍କ ଯୋଜନା ଭଲ କି ନାହିଁ ବୋଲି…

କର୍ମୀମାନଙ୍କୁ ପାଣ୍ଡିଆନଙ୍କ ଆଶ୍ବାସନା; ‘ପ୍ରାର୍ଥୀମାନଙ୍କୁ ଅଧିକ ମାର୍ଜିନରେ ଜିତାଇଲେ ସ୍ୱତନ୍ତ୍ର ପୁରସ୍କାର…

ଜଗତସିଂହପୁର: ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ ବୋଲି ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଏହା କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ବିଜେପିକୁ ଟାର୍ଗେଟ୍ କରି…

‘ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି’

ଭୁବନେଶ୍ବର: ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି ।ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି ଏହିଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ୨୪ ନିର୍ବାଚନରେ ଅଧିକ ଭୟଭୀତ ହୋଇ ବିଜେଡି ଏଭଳି ହିଂସା କରୁଛି…

ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା: ‘ଡ୍ରାଇଭରଙ୍କୁ ମିଛ କହିବାକୁ ଧମକାଉଛି ପୋଲିସ’

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ମିଛ କହିବାକୁ ବାଧ୍ୟ କରୁଛି ପୋଲିସ । ଘାଟିକିଆ ନିବାସୀ ବନମାଳୀ ଗାଡି ଡ୍ରାଇଭର ଉପରେ ଚାପ ପକାଉଛି ପୋଲିସ । କିଛି ଏମିତି କହି ଅଭିଯୋଗ କରିଛି ବିଜେପି । ଏହା ସହିତ ପ୍ରମାଣରେ ଏନେଇ ଏକ ଅଡିଓ କ୍ଲିପ ମଧ୍ୟ ଜାରି କରିଛି…

ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା; ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ବିଜେପି କର୍ମୀ

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ତାତିଲେ ବିଜେପି କର୍ମୀ । ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିଧାୟକଙ୍କୁ ଛାଡିବା ପାଇଁ ଦାବି ରଖିଲେ । ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ସ୍ଥାନୀୟ ବିଧାୟକ ଜିତୁ ମିତ୍ରଙ୍କ ସମେତ ଶତାଧିକ ବିଜେପି କର୍ମୀ ହୋ ହାଲ୍ଲା…

ନିର୍ବାଚନ ପରବର୍ତ୍ତୀ ହିଂସା: ଦୁଇ ଗୋଷ୍ଠୀ ପିଟାପିଟି, ୬ରୁ ଅଧିକ ଆହତ

କଟକ: ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ୬ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ,…

ନିମାପଡ଼ାରେ ରାଜନୈତିକ ହିଂସା: ବିଧାୟକ ରୁଦ୍ର ମହାରଥୀଙ୍କୁ ଆକ୍ରମଣ, ଥାନା ଆଗରେ ବିଜେପିର ଧାରଣା

ପୁରୀ: ନିମାପଡ଼ାରେ ରାଜନୈତିକ ହିଂସା । ତେରୁଣ୍ଡିଆରେ ପିପିଲି ବିଧାୟକଙ୍କ ଗାଡ଼ିକୁ ଠେଲାପେଲା ସହ ଢ଼େଲା ମାଡ଼ ଅଭିଯୋଗ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଥାନାରେ ଅଟକ ରଖିଛି ନିମାପଡ଼ା ପୋଲିସ । ଆସନ୍ତା ଜୁନ ୧ରେ ନିମାପଡ଼ା ଓ କାକଟପୁର…

ଓଡ଼ିଶାରେ ୭୫ଟି ବିଧାନସଭା ଆସନ, ୧୭ ଲୋକସଭା ଆସନରେ ବିଜୟୀ ହେବୁ: ଅମିତ ଶାହ

ଭୁବନେଶ୍ବର: ଓଡ଼ିଶାର ୧୪୭ ବିଧାନସଭା ଆସନରୁ ବିଜେପି ୭୫ଟି ଓ ୨୧ଟି ଲୋକସଭା ଆସନରୁ ୧୬ରୁ ୧୭ଟି ଆସନରେ ବିଜୟୀ ହେବ ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ପିଟିଆଇକୁ ସାକ୍ଷାତକାର ଦେଇ ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଚଳିତ ନିର୍ବାଚନରେ 28 ତାରିଖରେ ଶାହ…

ତୃତୀୟ ପର୍ଯ୍ୟାୟରେ ୭୪%ରୁ ଅଧିକ ମତଦାନ, ସମ୍ବଲପୁରରେ ସର୍ବାଧିକ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୭୪ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ରବିବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ମତଦାନ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଷ୍ଟାଲ ବାଲଟ୍ କୁ ବାଦ୍ ଦେଲେ ଏହି ଭୋଟ୍ ପ୍ରତିଶତ ସାର୍ବଜନୀନ…

ଜଗତସିଂହପୁର ଯୁଦ୍ଧ ଜିତିବ କିଏ ?

ଭୁବନେଶ୍ୱର: ଜଗତସିଂହପୁର ବିଜେଡିର ଗଡ ରହିଛି । ୧୯୯୯ରୁ ବିଜେଡି ଏଠାରେ ଜିତି ଆସୁଛିା ଥରେ ସିପିଆଇରୁ ବିଭୂପ୍ରସାଦ ତରାଇ ଜିତିଛନ୍ତି, ତେବେ ତା ବି ବିଜେଡିର ସମର୍ଥନରେ । ତେବେ ଏଥର ବିଜେଡିର ସବୁଠୁ ବଡ ବଳ ବିଧାନସଭା ଗଣିତ ଏପଟ ସେପଟ ହୋଇଯାଇଛି । କେଉଁଠି ପ୍ରାର୍ଥୀ ନହୋଇ ଆଶାୟୀ…