Latest Odisha News

BREAKING NEWS

Browsing Category

ରାଜନୀତି

ଗାର୍ଲଫ୍ରେଣ୍ଡଙ୍କୁ ବର୍ଥଡେ ଗିଫ୍ଟ, ତାମିଲନାଡୁରେ ଇତିହାସ ରଚିଲେ ବିଜୟ

ଚେନ୍ନାଇ: ଥାଲାପତି ବିଜୟ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ ଦଳ ତାମିଲନାଡୁରେ ସମସ୍ତ ଦଳକୁ ପଛରେ ପକାଇ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ଐତିହାସିକ ବିଜୟ ପରେ ଅଭିନେତା ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ପଦ ହାତେଇପାରନ୍ତି ବୋଲି…

ବିଜେପି କାର୍ଯ୍ୟାଳୟ ଯିବେ ମୋଦି, ମନାଇବେ ବିଜୟ ଉତ୍ସବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ଯିବେ। ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାର…

ରିଲ୍ ହିରୋରୁ ରିଅଲ୍ ଲିଡର୍ ! ଥଲାପତି ବିଜୟ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର, ଯିଏ ପରଦାରେ ନିଜ ଆକ୍ସନରେ ଦର୍ଶକଙ୍କୁ ମତୁଆଲା କରୁଥିଲେ, ହେଲେ ଏବେ ରାଜନୀତି ମଇଦାନରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ହେଉଛନ୍ତି ସୁପରଷ୍ଟାର୍ 'ଥଲାପତି' ବିଜୟ। ମାତ୍ର ଦୁଇ ବର୍ଷ ତଳେ ଗଠନ ହୋଇଥିବା ତାଙ୍କ ଦଳ 'ତାମିଲଗା ଭେଟ୍ରି…

Election Result: ଥାଲାପତୀଙ୍କ ପରାଜୟ ଗୁଜବ ଶୁଣି ଫ୍ୟାନ୍ସଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ: ସୋମବାର (୪ ମେ, ୨୦୨୬) ଦିନ ତାମିଲନାଡୁ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ଥାଲାପତୀ ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ…

Election Result: ତାମିଲନାଡୁରେ ଆଗେଇଛି ଥାଲାପତିଙ୍କ ଟିଭିକେ, କାନ୍ଦିଲେ ଡିଏମକେ କର୍ମୀ

ଚେନ୍ନାଇ: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ଏହା ପୂର୍ବରୁ ଭୋଟ ଗଣତିରେ ଥାଲାପତି ବିଜୟଙ୍କ ଟିଭିକେ ଆଗରେ ଥିବା ଜଣାପଡ଼ିଛି। ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି କରିଛି। ପ୍ରାରମ୍ଭିକ ଟ୍ରେଣ୍ଡଗୁଡ଼ିକ ଦର୍ଶାଉଛି ଯେ ଟିଭିକେ…

ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ବର: ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି। ତାଙ୍କ ଉପରୁ ନିଲମ୍ବନ ଆଦେଶ ବିଜେପି ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ନିଲମ୍ବିତ ହୋଇଥିଲେ ଖାରବେଳ। ଏହି ସୂଚନା ଦେଇଛନ୍ତି ରାଜ୍ୟ ଶୃଙ୍ଖଳା କମିଟିର ଆବାହକ…

ଗଣତି ପୂର୍ବରୁ ବଢ଼ିଲା ଉତ୍କଣ୍ଠା: କେଉଁ ଅବିରର ଚାହିଦା ଅଧିକ, ‘ସବୁଜ’ ନା ‘ଗେରୁଆ’?

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଥିବା ହାଇପ୍ରୋଫାଇଲ୍ ଆସନ 'ନନ୍ଦୀଗ୍ରାମ'କୁ ନେଇ ସବୁଠି ଉତ୍କଣ୍ଠା। ଫଳାଫଳ କ'ଣ ହେବ, କିଏ ମାରିବ ବାଜି, ସେନେଇ ସମସ୍ତଙ୍କ ନଜର ଅଟକିଛି। କିନ୍ତୁ ଭୋଟ୍ ବାକ୍ସ ଖୋଲିବା ପୂର୍ବରୁ ନନ୍ଦୀଗ୍ରାମର ସ୍ଥାନୀୟ ବଜାରରେ ଏବେ ଏକ ନିଆରା…

EVM ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ଅଖିଲେଶ: କହିଲେ, ‘ଗଣତନ୍ତ୍ର ଉପରେ ପ୍ରହାର କରୁଛନ୍ତି ସରକାର’

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ବର୍ଷିଛନ୍ତି। ଦେଶରେ ବଢ଼ୁଥିବା ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ସମେତ ଇଭିଏମ୍…

କ୍ରସ୍-ଭୋଟିଂ ବିବାଦ: ନିଲମ୍ବିତ ବିଧାୟକଙ୍କୁ ଦିଲ୍ଲୀପ ରାୟଙ୍କ ଭେଟଘାଟ ପରେ ବଢ଼ିଲା ରାଜନୈତିକ ଉଷ୍ମତା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ ଓଡ଼ିଶା ରାଜନୀତିରେ କ୍ରସ୍-ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବେ ସେହିସବୁ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଛନ୍ତି, ଯେଉଁମାନେ…

କାହିଁକି ପ୍ରଭାତ ବିଶ୍ୱାଳଙ୍କୁ ଭେଟିଲେ ଦିଲୀପ ରାୟ; ସରଗରମ ରାଜନୀତି

କଟକ: ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଲୀପ ରାୟ ଶନିବାର କଟକରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ଯାହା ପରେ ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି। ତାଙ୍କ ଗସ୍ତ ସମୟରେ ସେ ପ୍ରଭାତ ଏବଂ ତାଙ୍କ ପୁଅ ତଥା…