Latest Odisha News

BREAKING NEWS

Browsing Category

ରାଜନୀତି

ମମତା ବାନାର୍ଜୀଙ୍କୁ ପୁଣି ବଡ ଝଟକା; ସମସ୍ତ ପଦବୀରୁ ଇସ୍ତଫା ଦେଲେ ଦଳର ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା: ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ପୁଣି ଝଟକା । ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଲେ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ ଟିଏମସିର ରାଜ୍ୟ ସଭାପତି ଭାବରେ ବିବେଚିତ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ । ସେ ମମତା ବାନାର୍ଜୀଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ସେ ଜୁନ୍ ୩…

ହସ୍ପିଟାଲରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ଥାଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିବା ବେଳେ ତାଙ୍କ…

ମୃତ୍ୟୁର ୪ ମାସ ପରେ ଦିଆଯିବ କବର; ଅଲି ଖାମେନିଙ୍କ ଅନ୍ତିମ ସଂସ୍କାରରେ ସାମିଲ ୨ କୋଟି!

ତେହେରାନ: ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ସମୟରେ ଇସ୍ରାଏଲୀ ଏୟାର ଷ୍ଟ୍ରାଇକରେ ମୃତ୍ୟୁବରଣ କରିଥିବା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଦୀର୍ଘ ୪ ମାସ ପରେ ଦିଆଯିବ କବର। ଯେଉଁଥିପାଇଁ ଶନିବାର ଦିନ ଇରାନ ତାଙ୍କର ଅନ୍ତିମ ସଂସ୍କାର ଆରମ୍ଭ କରିଥିଲା। ମୃତ୍ୟୁ ବେଳକୁ…

ମୌସୁମୀ ଅଧିବେଶନ ପୂର୍ବରୁ କମ୍ପିବ ଦିଲ୍ଲୀ ଦରବାର: କାହାର ଯିବ ମନ୍ତ୍ରୀ ପଦ, କିଏ ପାଇବେ ‘ସୁପର ରୋଲ୍’?

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରାଜନୈତିକ କରିଡରରେ ଏବେ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି। ଏହି ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରକୁ ନେଇ ଅନେକ…

ରାମ ମନ୍ଦିର ପ୍ରସଙ୍ଗ; ଦାନ ଅର୍ଥ ଫେରସ୍ତ ପାଇଁ ଦାବି କରିବେ ଦିଗବିଜୟ ସିଂହ, ୧.୧୧ ଲକ୍ଷ ଦେଇଥିଲେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ରାମ ମନ୍ଦିର ଦାନ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଅଯୋଧ୍ୟା କୋର୍ଟରେ ଏକ ମାମଲା ଦାୟର କରିବେ ଏବଂ ପାଣ୍ଠିର ଅପବ୍ୟବହାର ଓ ଆତ୍ମସାତକୁ ଉଲ୍ଲେଖ କରି ରାମ ମନ୍ଦିର…

ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ: MEA

ନୂଆଦିଲ୍ଲୀ: ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସ୍ଥଗିତ ରହିବ। ଭାରତ ଶୁକ୍ରବାର ଦିନ ତିସ୍ତା ନଦୀ ପ୍ରକଳ୍ପ ଏବଂ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ନିଜର ସ୍ଥିତି ସ୍ପଷ୍ଟ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶ ସହିତ ବିକାଶ…

ଟିଏମସି କାହାର? ମମତା ବନାମ ରିତାବ୍ରତଙ୍କ ଲଢ଼େଇ ମଧ୍ୟରେ ନିର୍ବାଚନ କମିଶନଙ୍କ ପଦକ୍ଷେପ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘମାଘୋଟ ଲଢେଇ। ତୃଣମୂଳ କଂଗ୍ରେସ ବା ଟିଏମସି ପ୍ରକୃତରେ କାହାର? ଏହି ପ୍ରଶ୍ନ ଏବେ ଦେଶର ରାଜନୈତିକ କରିଡରରେ ହଇଚଇ ସୃଷ୍ଟି କରିଛି। ଦଳର ମଙ୍ଗ ଧରିଥିବା ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ରିତାବ୍ରତ ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ‘ଟିଏମସି…

ତୃଣମୂଳ କଂଗ୍ରେସରେ କ୍ଷମତା ଯୁଦ୍ଧ: ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ରେ ଦେଖାଦେଇଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବହିଷ୍କୃତ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଏକ ୧୦ ଜଣିଆ…

କାଲିଗଞ୍ଜରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଅଣ୍ଡାମାଡ଼: ଫେସବୁକ୍ ଲାଇଭ୍‌ରେ ଭିଡିଓ ସେୟାର କରି ବିଜେପିକୁ କଲେ…

ନଦୀୟା: ପଶ୍ଚିମବଙ୍ଗର ନଦୀୟା ଜିଲ୍ଲା କାଲିଗଞ୍ଜଠାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ଏକ ଦଳୀୟ ବୈଠକ ଚାଲିଥିବା ସମୟରେ ବିକ୍ଷୋଭକାରୀମାନେ ତାଙ୍କୁ ଘେରିଯାଇ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଉପରକୁ…

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଥାଲାପତି ବିଜୟଙ୍କ ନୂଆ ଅନ୍ଦାଜ: ଶାସନ ଶୈଳୀ ମାଧ୍ୟମରେ ସମାଲୋଚକଙ୍କୁ ଦେଲେ କଡ଼ା…

ଚେନ୍ନାଇ: ଚଳଚ୍ଚିତ୍ର ଦୁନିଆରୁ ରାଜନୀତିରେ ପାଦ ଥାପି ନିଜର ପ୍ରଥମ ପ୍ରୟାସରେ ହିଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା 'ଥାଲାପତି' ବିଜୟ ଏବେ ନିଜ ଶାସନ ଶୈଳୀକୁ ନେଇ ସାରା ଦେଶରେ ଚର୍ଚ୍ଚାରେ। ଗତ ମେ' ୧୦ ତାରିଖରେ ନିଜ ଦଳ 'ତାମିଲଗା ଭେଟ୍ରି କାଜଗମ୍' (TVK) ମାଧ୍ୟମରେ…