Latest Odisha News

BREAKING NEWS

Browsing Category

ରାଜନୀତି

ପୁଣି ରାଜନୈତିକ ହିଂସା, ବିଜେଡି ପାର୍ଟି ଅଫିସକୁ ବୋମାମାଡ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ନିର୍ବାଚନ ମଧ୍ୟରେ ଗୁରୁବାର ମଧ୍ୟରାତ୍ରୀରେ ରାଜଧାନାରେ ବୋମା ମାଡ଼ ହୋଇଛି। ୱାର୍ଡ଼ ନମ୍ବର ୩୮ରେ ଥିବା ବିଜେଡି ପାର୍ଟି ଅଫିସରେ ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ବୋମାମାଡ଼ ହୋଇଛି । ଅଫିସ ସାମ୍ନାରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା…

ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ

ଟିଟିଲାଗଡ଼: ନିର୍ବାଚନ ବେଳେ ପୁଣି ରାଜନୈତିକ ହିଂସା। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ତେଣ୍ଡିପାଲି ଗ‌ାଁରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ମରାଣାନ୍ତକ…

କମ୍ପିବ ଓଡ଼ିଶା: ବିଜେପିର ଷ୍ଟାର କ୍ୟାମ୍ପେନର କରିବେ ପ୍ରଚାର, ପିପିଲିରେ ରୋଡ୍‌ ସୋ କରିବେ ଡ୍ରିମ୍‌ଗର୍ଲ୍

ଭୁବନେଶ୍ବର: ଗଣନ୍ତ୍ରର ମହାପର୍ବ ପାଇଁ ନେତା ମାନଙ୍କର ପ୍ରସ୍ତୁତି ଜୋରଦାର । ଏହି ମଧ୍ୟରେ ବିଜେପିର ସ୍ପେଶାଲ ଫୋକସ୍ ରହିଛି ଓଡ଼ିଶା ଉପରେ । ସେଥିପାଇଁ ବିଜେପି ନେତାମାନେ ଘନ ଘନ ଓଡିଶା ମୁହାଁ ହୋଇଛନ୍ତି । ଆଜି ଓଡିଶା ଆସୁଛନ୍ତି ଡ୍ରିମ ଗର୍ଲ ହେମା ମାଳିନୀ । ବିଜେପିର ମଥୁରା ସାଂସଦ…

ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ

ସମ୍ବଲପୁର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବଲପୁରରେ କରିବେ ପ୍ରଚାର। ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ। ଦିନ ୧୧ଟା ୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନସଭାକୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ। ସେହିପରି ମଧ୍ୟାହ୍ନ ୧୨ଟାରେ ନାକଟିଦେଉଳ କଲେଜ…

ନିର୍ବାଚନ ବେଳେ ଚିଟଫଣ୍ଡ ପ୍ରସଙ୍ଗ, ଆଭିମୁଖ୍ୟରେ ଆନ୍ତରିକତା ରହିଛି ନା ଭୋଟ୍ ବ୍ୟାଙ୍କ ରାଜନୀତି?

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ୨୦୨୪ ନିର୍ବାଚନରେ କୋଟି କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି କେନ୍ଦ୍ରବିନ୍ଦୁ ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେପି। କ୍ଷମତାକୁ ଆସିଲେ ୧୮ ମାସ ମଧ୍ୟରେ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା…

ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଜବାବ: ଅସାଧୁ ଉପାୟରେ ଫାଇଦା ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଦେଶର ବିକାଶ ଯେଉଁମାନେ କରୁଛନ୍ତି ସେ ତାଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଯଦି ସେ କାହାକୁ ଅସାଧୁ ଢଙ୍ଗରେ ଫାଇଦା ଦେଇଛନ୍ତି ତେବେ ସେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ମୋଦୀ…

ପୁରୀରେ ରୋଡ୍ ସୋ ପୂର୍ବରୁ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ: ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ୍ ସୋ କରିବେ ବୋଲି କହିଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ପୁରୀ ବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ବିଶେଷ ଭଲପାଇବା ଥିବାରୁ ସେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ…

ଜୀବନପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

ଭୁୁବନେଶ୍ୱର: ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କୁ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଛନ୍ତି। ନିକଟରେ ସେ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ପ୍ରଦୀପ…

ଯଦି ବିକାଶ ହୋଇଛି ଓଡ଼ିଶାରେ ଦାଦନ ସମସ୍ୟା କାହିଁକି ଚରମ ସୀମାରେ: ଖଡ଼ଗେ

ଭୁବନେଶ୍ୱର: ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ଓଡ଼ିଶା ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ୨୪ ବର୍ଷର ବିଜେଡି ଶାସନ ସତ୍ତ୍ୱେ ଓଡ଼ିଶାରେ ଦାଦନଙ୍କ ନିରନ୍ତର ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାକୁ ସବୁଠୁ ବଡ ବେକାରୀ…

ଟିକେଟ୍ କଟିବା ପରେ ବିଜେଡିକୁ ଫେରିଲେ ରାଜୁ ଦାସ, ପ୍ରତିଶ୍ରୁତି ଦେଲେ ଭଦ୍ରକରେ ଶୁଭିବ ଶଙ୍ଖ ଧ୍ବନି

ଭୁବନେଶ୍ୱର: ବିଜେପିରୁ ପ୍ରଥମେ ସୋର ବିଧାନସଭାରୁ ଟିକେଟ୍ ପାଇଥିଲେ ପରେ ଦଳ ଡିଆଁ ପର୍ବରେ ସାମିଲ ହୋଇଥିବା ପର୍ଶୁରାମ ଧଡାଙ୍କୁ ଦଳ ଟିକେଟ୍ ଦେଇଛି। ଏହାପରେ ଅସନ୍ତୋଷ ପ୍ରକାଶ କରିଥିବା ରାଜୁ ଦାସ ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ଆଜି ଶଙ୍ଖ ଭବନରେ…