Latest Odisha News
Browsing Category

ରାଜନୀତି

ଜୁନ୍ ୪ରେ ଯାଉଛନ୍ତି ନବୀନ, ଆସୁଛି ବିଜେପି ସରକାର

ସୋରଡା: ‘ନବୀନ ବାବୁଙ୍କର ଆଉ ଆବଶ୍ୟକତା ନାହିଁ । ଓଡିଶା ଲୋକେ ନବୀନ ବାବୁଙ୍କୁ ଟାଟା ବାଏ ବାଏ କହିଲେଣି । ଓଡିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି । ଜୁନ୍ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି ।’ ଏମିତି କିଛି କହି ସଭା ଆରମ୍ଭରୁ ହିଁ ମୁଖ୍ୟମନ୍ତ୍ରୀ ନବୀନ…

୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ

ଭୁବନେଶ୍ବର: ଗଣନ୍ତ୍ରର ମହାପର୍ବ ପାଇଁ ନେତା ମାନଙ୍କର ପ୍ରସ୍ତୁତି ଜୋରଦାର । ଏହି ମଧ୍ୟରେ ବିଜେପିର ସ୍ପେଶାଲ ଫୋକସ୍ ରହିଛି ଓଡ଼ିଶା ଉପରେ । ସେଥିପାଇଁ ବିଜେପି ନେତାମାନେ ଓଡିଶା ମୁହାଁ ହୋଇଛନ୍ତି । ଆଜି ଅର୍ଥାତ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜେ.ପି ନଡ୍ଡା ଓଡିଶା…

‘ମୁଁ ଚ୍ୟାଲେଞ୍ଜ କରୁଛି, ୪୦୦ କ’ଣ ୨୦୦ ମଧ୍ୟ ପାର କରିପାରିବ ନାହିଁ ବିଜେପି’

ଲକ୍ଷ୍ନୌ: ୨୦୨୪ ଲୋକସଭା ନିର୍ବାଚନ ପରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦାୟ ନିଶ୍ଚିତ । ମୋଦି ଜୀ ୪୦୦ ପାର୍ କଥା କହୁଛନ୍ତି, କିନ୍ତୁ ମୁଁ ଦାବି କରୁଛି ଯେ ସେ ୨୦୦ ମଧ୍ୟ ପାର କରି ପାରିବେ ନାହିଁ । ଉତ୍ତରପ୍ରେଦେଶର ଲକ୍ଷ୍ନୌରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ…

‘କ୍ଷମତାକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବ ବୋଲି କହିଛନ୍ତି…

ଓଡ଼ିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ବାଲେଶ୍ୱରରେ ଓମ୍‌ ବିର୍ଲାଙ୍କ ପ୍ରତିକ୍ରିୟା

ବାଲେଶ୍ୱର: ଘନ ଘନ ନିର୍ବାଚନୀ ପ୍ରଚାର ମଧ୍ୟରେ ରାଜ୍ୟ ଗସ୍ତ କରିବାରେ ଲାଗିଛନ୍ତି ଭାରତୀୟ ଜନତା ପାର୍ଟିର ବହୁ କେନ୍ଦ୍ରୀୟ ହେଭିଓ୍ବେଟ । ଲୋକସଭା ବାଚସ୍ପତି ଓମ ବିର୍ଲା ବାଲେଶ୍ୱରରେ ପହଞ୍ଚିଛନ୍ତି ।ଏଠାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ନିଜ ପ୍ରତିକ୍ରିୟା ରଖି…

କେବଳ ଦ୍ୱାଦଶ ଯାଏଁ ପଢ଼ିଛନ୍ତି କଙ୍ଗନା, କିନ୍ତୁ ପାଖରେ ରହିଛି ୯୧.୫ କୋଟିରୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ବଲିଉଡ କୁଇନ୍ କଙ୍ଗନା ରଣାୱତ ଭାରତୀୟ ଜନତା ପାର୍ଟି ପକ୍ଷରୁ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ଲଢୁଛନ୍ତି । ମଙ୍ଗଳବାର ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯେଉଁଥିରେ ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି । କଙ୍ଗନାଙ୍କ ନିର୍ବାଚନ ପ୍ରମାଣପତ୍ର…

ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ, ବିଜେଡି କର୍ମୀଙ୍କ ବିରୋଧରେ ଏତଲା

ଭୁବନେଶ୍ବର: ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ହିଂସା ଅଭିଯୋଗ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିଛି। କ୍ୟାପିଟାଲ ଥାନାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅଭିଯୋଗ…

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ, ନଡ୍ଡା ଓ ଶାହ; ସମ୍ବଲପୁରରେ ନବୀନଙ୍କ ବିଶାଳ ସଭା

ଭୁବନେଶ୍ୱର: ଜାତୀୟ ରଜନୀତିର ତିନି ବଡ଼ ଚେହେରା ଆଜି ଓଡ଼ିଶା ଆସୁଛନ୍ତି। ତିନି ଦଳର ହେବ ପାୱାର ସୋ’। କଟକ ସହ ଅନ୍ୟ ଦୁଇ ସ୍ଥାନରେ ଅମିତ ଶାହ କରିବେ ପ୍ରଚାର । ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ଶକ୍ତି ପ୍ରଦର୍ଶନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ପ୍ରଚାର ମୈଦାନକୁ…

ରାଜନୀତିରେ ମାଗଣା ବିଜୁଳି: ଆପଣଙ୍କ ବିଲ୍ କ’ଣ ଜୁନ ମାସରୁ ଦେୟମୁକ୍ତ ହୋଇପାରିବ, ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜନୀତିରେ ବିଜୁଳି। ରାଜ୍ୟରେ ତିନି ପ୍ରମୁଖ ଦଳ ମାଗଣା ବିଜୁଳି ନେଇ ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛନ୍ତି। ତେବେ ଶାସକ ଦଳ ପ୍ରଥମ ଥର ପାଇଁ ଶହେ ୟୁନିଟ୍ ମାଗଣା ବିଜୁଳି ଘୋଷଣା କରିବା ପରେ ଏହାକୁ ନେଇ ବିତର୍କ ତେଜିଛି। ବିଭିନ୍ନ ସଭାରେ ବିଜେଡି ନେତା ଭିକେ…

ନିର୍ବାଚନ ବେଳେ ଭୋଟରମାନେ ନେତାଙ୍କୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ: ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ନିର୍ବାଚନ ବେଳେ ଭୋଟରଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କ ଆଧାର ଏବଂ ମୋବାଇଲ୍ ଫୋନ୍ ବିବରଣୀ ସଂଗ୍ରହ କରୁଥିବା ନେଇ ସୂଚନା ମିଳିଛି। ଏହାପରେ…