Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିକୁ ଶକ୍ତ ଝଟକା: ବିଜେଡିରେ ମିଶିଲେ ଅମୀୟ ଦାଶ

ଭୁବନେଶ୍ୱର: ବିଜେପିକୁ ଶକ୍ତ ଝଟକା । ବିଜେପି ଛାଡ଼ି ବିଜେଡିରେ ମିଶିଲେ ବରିଷ୍ଠ ନେତା ଅମୀୟ ଦାଶ । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଯୋଗଦେଲେ ଅମୀୟ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ…

ବିଜେଡି ଉପରେ ବର୍ଷିଲେ ଅପରାଜିତା, କହିଲେ, ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନାଁ ନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡ଼ ବାବୁ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସାନ ବାବୁ କହି ଟାର୍ଗେଟ୍ କରିଛନ୍ତି ।…

ଅତାବିରା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଭିଷେକ

ବରଗଡ଼: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପର୍ବ । ନିଜ ନିଜ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନିର୍ବାଚିତ ପ୍ରାର୍ଥୀ । ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର…

‘କେହି ଭୟଭୀତ ନାହାନ୍ତି, ୨୪ ଘଣ୍ଟା ମଧ୍ୟରେ ଆମେଠୀ ଓ ରାୟବରେଲି ପାଇଁ ହେବ ପ୍ରାର୍ଥୀ ଘୋଷଣା’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି । ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମେତ ଦେଶର ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଦେଶବାସୀ ବିଶେଷ କରି ଆମେଠୀ ଏବଂ ରାୟବରେଲି ର ଜନତାଙ୍କ ନଜର…

ନାମାଙ୍କନ ଭରିଲେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ  କରିଛନ୍ତି  । ଏହି ଅବସରରେ ବିଶାଳ ଶୋଭାଯାତ୍ରା…

ବିରାଟ ପଟୁଆରରେ ଆସି ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିଲେ ରିତା ସାହୁ

ବିଜେପୁର: ବରଗଡ଼ ନିର୍ବାଚନ ଅଧିକାରୀ ଶୁଶାନ୍ତ କୁମାର ସିଂ ଠାରେ ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ରିତା ସାହୁ । ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟିକା ପ୍ରାର୍ଥୀନୀ ଭାବେ ରିତା ସାହୁ ନାମାଙ୍କନ ପତ୍ର ଦାଖଲ କଲେ । ରୀତା ସାହୁଙ୍କ ସହ ଶୋଭାଯାତ୍ରାରେ ବିଜେଡି ସାଂସଦ…

କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଏଠାରେ ବିରୋଧୀର ସ୍ଥିତି ନାହିଁ

ଗଞ୍ଜାମ: ସାଧାରଣ ନିର୍ବାଚନ ପାଇଁ ଜୋରଦାର ଚାଲିଛି ରାଜନେତାଙ୍କ ପ୍ରଚାର । ଏହାରିଭିତରେ ବିଜେଡି ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା…

ପ୍ରାର୍ଥୀପତ୍ର ଦାଖଲ କଲେ ତାଳଚେର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ

ତାଳଚେର: ତାଳଚେର ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରଥମେ ସେ ତାଳଚେର ସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ଆଶୀର୍ବାଦ ଲୋଡିଥିଲେ । ଏହି ଅବସରରେ ତାଙ୍କ ସହ ହଜାର ହଜାର ସମର୍ଥକ ଥିଲେ । ଏହା ପରେ…

ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମଙ୍କନ ଭରିଲେ ବିଜେଡି ଓ ବିଜେପି ପ୍ରାର୍ଥୀ

ସୁବର୍ଣ୍ଣପୁର: ବିରାଟ ପଟୁଆର ସମର୍ଥକଙ୍କ ମେଳିରେ ନାମାଙ୍କନ ଭରିଲେ ନେତା । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମଙ୍କନ ପତ୍ର ଦାଖଲ କେଲେ ବିଜେଡି ଓ ବିଜେପି ବିଧାୟକ ପ୍ରାର୍ଥୀ । ପ୍ରଥମେ ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଝାରୀ ନିଜର ସମର୍ଥକଙ୍କ…

ବିଜେପିରେ ସାମିଲ ହେଲେ ଅନୁପମା ଫେମ୍ ରୁପାଲି ଗାଙ୍ଗୁଲି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନର ମାହୋଲ । ଏଥିପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହାରି ଭିତରେ ଅନେକ ରାଜନେତା ଦଳ ଛାଡୁଥିବା ବେଳେ ଅନେକ ଦଳରେ ସାମିଲ ମଧ୍ୟ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଜଣେ ଟିଭି ଅଭିନେତ୍ରୀ…