Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡିରେ ମିଶିଲେ ରୋହିତ ଜୋଶେଫ ତୀର୍କି

ଭୁବନେଶ୍ଵର: ବିଜେଡିରେ ମିଶିଲେ ରୋହିତ ଜୋଶେଫ ତୀର୍କି । ତୀର୍କିଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ରୋହିତଙ୍କ ବାପା ଜର୍ଜ ତୀରକି ଜଣେ ଆଦିବାସୀ ନେତା । ସେ ୨୦୧୯ରେ ବିରମିତ୍ରପୁରରୁ କଂଗ୍ରେସ ଟିକେଟରୁ ଲଢ଼ିଥିଲେ । ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ କିଏ ? ଜାଣନ୍ତୁ କ’ଣ କହିଲେ ଶଶି ଥରୁର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଅଳ୍ପ କିଛି ଦିନ ବାକି ଥିବା ବେଳେ ଏବେ ଜୋର ଧରିଛି ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା। କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ମୋଦୀଙ୍କୁ ଅନେକ ପ୍ରଶଂସା କରନ୍ତି। ମୋଦୀ ହେଉଛନ୍ତି ସମସ୍ତଙ୍କର ଲୋକପ୍ରିୟ। ବର୍ତ୍ତମାନ ଦେଶରେ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ…

‘ଜେଲରେ କେଜ୍ରିଓ୍ୱାଲ ଅସୁସ୍ଥ, କମିଗଲାଣି ୪ ରୁ ୫ କିଲୋ ଓଜନ’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଗିରଫ ହେବାର ୧୨ ଦିନ ମଧ୍ୟରେ ତାଙ୍କର ଓଜନ ୪ ରୁ ୫ କିଲୋ କମିଗଲାଣି । ଏନେଇ ଆପ୍ ମନ୍ତ୍ରୀ…

ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ । ତେବେ ନାମାନଙ୍କର ଭରିବା ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ରାହୁଲ । ଯେଉଁଥିରେ ବହୁ…

ବିଜେଡିରେ ମିଶିଲେ ଭୃଗୁ, ବ୍ରହ୍ମପୁରରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ପଦ୍ମ ଛାଡି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର । ଶହ ଶହ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଲେ ଭୃଗୁ । ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ । ଆଜି ସକାଳେ…

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ୨ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ପୂର୍ବତନ ବିଧାୟକ ପ୍ରକାଶ ବେହେରା କଟକ ସଦର ବିଜେପି ସଭାପତି…

ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ

ଭୁବନେଶ୍ଵର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ । ବିଜେଡି ଉପସଭାପତି ଭାବେ ମଧ୍ୟ ଚନ୍ଦ୍ରଶେଖରଙ୍କୁ ନିଯୁକ୍ତି । ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତମାନ…

ଗୁଣୁପୁର ବିଧାନସଭା ନିର୍ବାଚନ: ଚାରି ପ୍ରମୁଖ ଦଳ ଭିତରେ ହେବ ଯୋରଦାର ଲଢେ଼ଇ

ରାୟଗଡା: ଆଗକୁ ସାଧାରଣ ନିର୍ବାଚନ । ନେତାମାନଙ୍କର ଦଳ ଡିଆଁ ପର୍ବ ସାଙ୍ଗକୁ ପ୍ରାର୍ଥୀ ଘୋଷଣା ପୁରା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏହାରି ଭିତରେ ରାଜ୍ୟର ପ୍ରମୁଖ ତିନି ଦଳ ପକ୍ଷରୁ ଗୁଣୁପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ଗୁଣୁପୁର ନିର୍ବାଚନ କ୍ଷେତ୍ରରେ…

ବିଜେପିରୁ ଇସ୍ତଫା ଦେଲେ ଭୃଗୁବକ୍ସି ପାତ୍ର

ଭୁବନେଶ୍ଵର: ବିଜେପିରୁ ଇସ୍ତଫା ଦେଲେ ଭୃଗୁବକ୍ସି ପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ଲଢିଥିଲେ ଭୃଗୁ । ଦୀର୍ଘ ୨୩ ବର୍ଷ ଧରି ଦଳର ଉନ୍ନତି ପାଇଁ ପ୍ରୟାସ ଜାରି…

ରାଜ୍ୟସଭାରୁ ଅବସରନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମଙ୍ଗଳବାର ଓ ବୁଧବାର ଅର୍ଥାତ୍ ଆଜି କୁ ମିଶାଇ ମନମୋହନ ସିଂ ଙ୍କ ସମେତ ମୋଟ ୫୪ ଜଣ ସାଂସଦଙ୍କ ସମେତ ୯ ଜଣ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତକାଲି ୪୯ ଜଣ ରାଜ୍ୟସଭା ସାଂସଦ ଅବସର ନେଇଥିବା…