Latest Odisha News

BREAKING NEWS

Browsing Category

ରାଜନୀତି

ସରିଗଲା ବିଧାନସଭା, ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ?

ଭୁବନେଶ୍ୱର:ସରିଗଲା ଷୋଡ଼ଶ ବିଧାନସଭା। ହଙ୍ଗାମା ହଟ୍ଟଗୋଳ ମଧ୍ୟରେ ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ଚର୍ଚ୍ଚା। ଏବେ ପ୍ରାୟତଃ ଦଳଗୁଡ଼ିକ ଗାଁ ମୁଁହା ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ଭରଷା ଜିତିବା ପାଇଁ କରାଯାଉଛି ସମସ୍ତ ପ୍ରକାରର ପ୍ରଚେଷ୍ଟା।…

ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ ପଟ୍ଟନାୟକ: ଇଣ୍ଡିଆ ଟୁଡେ ସର୍ଭେ

ଭୁବନେଶ୍ବର: ପୁଣି ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'ଇଣ୍ଡିଆ ଟୁଡେ ମୁଡ୍‌ସ ଅଫ୍‌ ଦ ନେସନ' ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଛରେ…

ବିଧାନସଭା ପରିସରରେ ରାଣୀ ମା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ବର:ଭୁବନେଶ୍ବରରେ ରାଣୀସାହେବାଙ୍କ ଶେଷ ଦର୍ଶନ। ବିଧାନସଭା ପରିସରରେ ବିଧାୟକ ଗଣଙ୍କ ଉପସ୍ଥିତିରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କର ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି। ସ୍ଵତନ୍ତ୍ର ବ୍ୟବସ୍ଥା ସହ ତାଙ୍କ ମରଶରୀର…

ଘୋଡ଼ା ବେପାର ଭୟରେ ତେଜସ୍ୱିଙ୍କ ଘରେ ରହିବେ ବିଧାୟକ, ପଢନ୍ତୁ ପୂରା ରିପୋର୍ଟ

ପାଟନା: ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ଛାଡିବା ପରେ ଏନଡିଏରେ ଯୋଗ ଦେଇଛନ୍ତି। ଏହା ପରେ ସେ ବିଜେପି ସହିତ ବିହାରରେ ସରକାର ଗଠନ କରିଛନ୍ତି। ନୀତୀଶ କୁମାର ନବମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବର୍ତ୍ତମାନ ୧୨ ଫେବୃଆରୀରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ…

ସଂସଦକୁ ‘ନମୋ ହାଟ୍ରିକ’ ଟି-ସାର୍ଟ ପିନ୍ଧି ଆସିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ:ପୁଣି ଦେଶରେ ଆସିବ ମୋଦି ଲହର। ପୁଣି ଚାଲିବ ନରେନ୍ଦ୍ର ମୋଦୀଙ୍କ ଶାସନ। ଯାହାର ପ୍ରମୋସନରେ ଲାଗିପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଶନିବାର ସଂସଦ ଭବନରେ ଅନୁରାଗ ଠାକୁରଙ୍କୁ ନେଇ ବେଶ ଚର୍ଚ୍ଚା। ହେଲେ ତାଙ୍କର କୌଣସି ଭାଷଣ ବା ଘୋଷଣାକୁ ନେଇ ନୁହେଁ। ସେ ଆଜି ପିନ୍ଧି…

ନିର୍ବାଚନ ପୂର୍ବରୁ ଲଗୁହେବ ସିଏଏ: ଅମିତ ଶାହ

ନୂଆଦିଲ୍ଲୀ:ସାରା ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ ବା ସିଏଏ। ତାହା ବି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ। ଏପରି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଏଥର ଏନଡିଏ ୪୦୦…

କଂଗ୍ରେସରୁ ହାତ ଟିକେଟ ପାଇଁ ବଢ଼ୁଛି କି ଆଶାୟୀଙ୍କ ସଂଖ୍ୟା?

ଭୁବନେଶ୍ୱର:ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯାହା ପାଇଁ ସବୁ ରାଜନୈତିକ ଶିବିରରେ ଏବେ ଟିକେଟ କାହାକୁ ଦିଆଯିବ ସେ ନେଇ ଏବେ ଦଳର ସୁପ୍ରିମୋଙ୍କ ପାଖରେ ଲାଗୁଛି ଲମ୍ବା ଲାଇନ। ରାଜ୍ୟରେ ବିଜେପି ଓ ବିଜେଡିକୁ ବାଦ୍ ଦେଲେ କଂଗ୍ରେସରୁ ଟିକେଟ ପାଇବା ପାଇଁ…

ପରିବାର ସଦସ୍ୟଙ୍କୁ ମିଳିଲା ଭାରତରତ୍ନ, ସେଥି ପାଇଁ ବିଜେପିରେ ମିଶୁଛନ୍ତି କି ଆରଏଲଡି ନେତା ଜୟନ୍ତ ଚୌଧୁରୀ?

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ବିଜେତାଙ୍କ ନାଁ। ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ନାତି ତଥା ଆରଏଲଡି ମୁଖ୍ୟ ଜୟନ୍ତ…

ସକାଳେ ଦଳରେ ମିଶିଲେ, ଦ୍ୱିପ୍ରହରେ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ 

ଭୁବନେଶ୍ୱର:ଦଳରେ ପାଦ ଦେଉ ଦେଉ ମିଳିଗଲା ଦାୟିତ୍ୱ। ଏବେ ଜାତୀୟ ସ୍ତରରେ ଦଳର ପ୍ରଚାର ପ୍ରସାର କରିବେ। ଶଙ୍ଖ ଫୁଙ୍କୁ ଫୁଙ୍କୁ ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଡ଼ଃ. ସଂତୃପ୍ତ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର କରିଥିବା ବେଳେ ସଞ୍ଜୟ କୁମାର…

ରାହୁଲ ପ୍ରଥମେ ନିଜକୁ ନ୍ୟାୟ ଦିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ 

ଝାରସୁଗୁଡା:ଝାରସୁଗୁଡାରେ ମୋଦିଙ୍କୁ ନେଇ ଗର୍ଜିଲେ ରାହୁଲ।ଉତ୍ତର ରଖିଲେ ଧର୍ମେନ୍ଦ୍ର। ମୋଦୀଙ୍କ ଜାତି ଭାଷଣକୁ ନେଇ ରାହୁଲଙ୍କ କଟାକ୍ଷ ପରେ ଧର୍ମେନ୍ଦ୍ରଙ୍କ ବାଣୀରେ ସ୍ପଷ୍ଟ କରାଇଲେ ରାହୁଲଙ୍କ ପ୍ରତି ହେଉଥିବା ଅନ୍ୟାୟ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…