Latest Odisha News

BREAKING NEWS

Browsing Category

ରାଜନୀତି

କାହିଁକି ବିଧାନସଭାକୁ ମୁଣ୍ଡିଆ ମାରିଲେ ସୁର ରାଉତରାୟ?

ଭୁବନେଶ୍ୱର: ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସବୁବେଳେ ନିଜର କୌତୁହଳପୂର୍ଣ୍ଣ ବୟାନ ପାଇଁ ସଭିଙ୍କ ପସନ୍ଦରେ ଥାନ୍ତି ଜଟଣୀ ବିଧାୟକ। ସମୟ ସମୟରେ କିଛି ନ କିଛି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ପରିସରକୁ ଆଣିଥାଏ। ବର୍ତ୍ତମାନ ବଜେଟ୍…

ଅଧିବେଶନର ଶେଷ ଦିନ: ପ୍ରଶ୍ନକାଳରେ ଭତ୍ତା ବୃଦ୍ଧି ପ୍ରସଙ୍ଗ ତାତି 

ଭୁବନେଶ୍ୱର:ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ପଞ୍ଚମ ଦିନରେ ଅଧିବେଶନ ପହଞ୍ଚିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି,…

ଗୋପାଳପୁରରୁ ବିଜେଡି ପ୍ରାର୍ଥୀ ହେବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା!

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଗୋପାଳପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦୁର୍ନୀତି ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିବା ବର୍ତ୍ତମାନର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଲାଗି ରହିଛି। ଏହାରି…

ପାଣ୍ଡିଆନଙ୍କ ସାକ୍ଷାତକାର: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜୋର ଧରିଛି। ଗତବର୍ଷ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ…

ଆଗତ ହେଲା ଅନ୍ତରୀଣ ବଜେଟ, ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି 

ଭୁବନେଶ୍ୱର:ବିଧାନସଭାରେ ଆଗତ ହେଲା କାମଚଳା ବଜେଟ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆଗତ କରିଛନ୍ତି। ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି ରହିଛି। ରାଜ୍ୟର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି।…

ଓଡ଼ିଶା ଆସିବେ ମୁଖ୍ଯ ନିର୍ବାଚନ କମିଶନରଙ୍କ ୮ ଜଣିଆ ଟିମ୍ 

ଭୁବନେଶ୍ୱର:ନିର୍ବାଚନୀ ଋତୁ ପାଖେଇଲାଣି। ଆଗମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଯେତେବଳେ ସମସ୍ତ ରାଜନୈତକ ଦଳ ଅଣ୍ଟା ଭିଡ଼ିଲେଣି। ସେଠି ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳିତ ରୂପେ ପରିଚାଳନା କରାଯିବ ସେନେଇ ନିର୍ବାଚନ କମିଶନ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୧୫ ତାରିଖରେ…

ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଶ୍ରୀକୃଷ୍ଣଙ୍କ ୫ଟି ଗାଁ ମାଗିବାର କଥା, ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ କାଶୀର ଜ୍ଞାନବ୍ୟାପିରେ ଏବେ ହିନ୍ଦୁଙ୍କୁ ପୂଜା କରିବାକୁ ନିର୍ଦ୍ଦେଶ ମିଳିସାରିଛି । ଏହା ସହିତ ମଥୁରାରେ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ବିଜେପିର ଶ୍ୱେତ ପତ୍ର ବନାମ କଂଗ୍ରେସର କଳା ପତ୍ର

ନୂଆଦିଲ୍ଲୀ:ଶାସକ ଦଳର ଶ୍ୱେତ ପତ୍ର ବିପକ୍ଷରେ ବିରୋଧି ଆଣିବେ କଳା ପତ୍ର। ଗୃହରେ ଉପସ୍ଥାପନ ହେବ ନିଜ ନିଜର ପାରିବାପଣିଆ ଓ ଅନ୍ୟର ଦୋଷ ଦୁର୍ବଳତା। ଗୋଟେ ପଟେ ଦଶନ୍ଧି ଧରି କାର୍ଯ୍ୟ କରିଥିବା ମୋଦି ସରକାର ଏକ 'ହ୍ୱାଇଟ୍ ପେପର୍' ବା ଶ୍ବେତ ପତ୍ର ଆଣିବାକୁ ଯାଉଛି। ଅନ୍ୟ ପଟେ ଏହାର ବିପକ୍ଷରେ…

ପ୍ରଶ୍ନକାଳରେ ନରସିଂହ ଆଣିଲେ ସାମ୍ବାଦିକ ପ୍ରସଙ୍ଗ 

ଭୁବନେଶ୍ୱର:ରାଜରାସ୍ତାରୁ ସାମ୍ବାଦିକଙ୍କ ଦାବିକୁ ଗୃହରେ ଉପସ୍ଥାପନା କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ବିଧାନସଭାର ଚତୁର୍ଥ ଦିନର ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଦାବି ଉଠାଇଛନ୍ତି । ରାଜରାସ୍ତାରେ ସାମ୍ବାଦିକ ସଂଘ…

କଣ ଏହି ଶ୍ୱେତ ପତ୍ର? ସଂସଦରେ କାହିଁକି ଏହାକୁ ନେଇ ହେଉଛି ଚର୍ଚ୍ଚା? 

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ବେଳେ ଶ୍ୱେତ ପତ୍ରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଶାସକ ଦଳ ବାଃ ବାଃ ନେବା ପାଇଁ ବେଶ୍ ଉତ୍ସୁକ। ତେବେ ଏହି ଶ୍ୱେତ ପତ୍ର କଣ? କଣ ଏହାର ବିଶେଷତ୍ଵ? ଏହାରି ସମ୍ବନ୍ଧ ସଂସଦ ଅଧିବେଶନର କାର୍ଯ୍ୟକାଳ ବୃଦ୍ଧି ପାଇବା ସହ ଜଡ଼ିତ କି? ମିଳିଥିଲା…