Latest Odisha News

BREAKING NEWS

Browsing Category

ରାଜନୀତି

ଆପ ନେତାଙ୍କ ବିରୋଧରେ ଇଡିର ବଡ ଆକ୍ସନ, ସାଂସଦ ଏନଡି ଗୁପ୍ତାଙ୍କ ସମେତ ୧୨ ନେତାଙ୍କ ଘରେ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀର ମନି ଲଣ୍ଡରିଂ ମାମଲାରେ ଆଜି ଆପର ୧୨ରୁ ଅଧିକ ନେତାଙ୍କ ଘରେ ସକାଳୁ ସକାଳୁ ଇଡି ରେଡ୍ ମାରିଛି । ଆପର ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ଏହା ବ୍ୟତୀତ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ ଘରେ ମଧ୍ୟ ଚଢାଉ…

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ, ୩ ଦିନ ଚାଲିବ ‘ଭାରତ ଯୋଡ ନ୍ୟାୟ ଯାତ୍ରା’

ଭୁବନେଶ୍ବର: ଆଜି ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର 'ଭାରତ ଯୋଡ ନ୍ୟାୟ ଯାତ୍ରା' । ମଣିପୁରରୁ ବାହାରିଥିବା 'ଭାରତ ଯୋଡ ନ୍ୟାୟ ଯାତ୍ରା' ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିବ । ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ଏହାପରେ ସୁନ୍ଦରଗଡ଼ ଓ…

କାହା ପକ୍ଷରେ ରାଜ୍ୟପାଳ? ରଘୁବରଙ୍କ ମୁଁହରେ ସରକାରଙ୍କ ଗୁଣଗାନ, ବିରୋଧି ଅସନ୍ତୋଷ

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ହାଇ ଡ୍ରାମା ମଧ୍ୟରେ ଆରମ୍ଭ ହୋଇଥିଲା ଅଧିବେଶନ। ଗୋଟେ ପଟେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ…

ବଜେଟ୍ ଅଧିବେଶନ: ରାଜ୍ୟ ସରକାରଙ୍କ ଉପଲବ୍ଧି ଉପସ୍ଥାପନା କଲେ ରାଜ୍ୟପାଳ 

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆରମ୍ଭରୁ ହିଁ ବେଶ୍ ସରଗରମ ହୋଇଛି ଗୃହ। ଅଧିବେସନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ ରଘୁବର ଦାସ। ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ…

ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ

ରାଞ୍ଚି: ଝାଡଖଣ୍ଡର ରାଜନୀତିରେ ଆଜି ଏକ ବଡ ଦିନ । ବିଧାନସଭାରେ ଚମ୍ପେଇ ସୋରେନ ସରକାର ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ । ଏହା ସହିତ ନୂତନ ସରକାରଙ୍କ ଭବିଷ୍ୟତ ମଧ୍ୟ ସ୍ଥିର ହେବ । ଏହାପୂର୍ବରୁ ଜାନୁଆରୀ ୩୧ ରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଏହା ପରେ ଚମ୍ପେଇ…

ଓଡ଼ିଶାରେ ଦଳୀୟ ଟିକେଟ୍ ପାଇଁ ଏହି ପୋର୍ଟାଲ ଜରିଆରେ ଅନଲାଇନ୍ ଆବେଦନ ଆହ୍ୱାନ କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ କଂଗ୍ରେସ ଦଳ pragaman.in ନାମକ ଏକ ଅନଲାଇନ୍ ପୋର୍ଟାଲ ଆରମ୍ଭ କରିଛି। ଏଆଇସିସି ଓଡ଼ିଶା ପ୍ରଭାରୀ ଅଜୟ କୁମାର ରବିବାର ରାଜଧାନୀସ୍ଥିତ କଂଗ୍ରେସ ଭବନରେ…

ବିହାରରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ପାଟନା: ବିହାରରେ ଏନଡିଏ ସହ ମିଶି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ଶପଥ ପରେ ଆଜି ସରକାରରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ସହିତ ମୋଟ ୫ ଟି ମନ୍ତ୍ରଣାଳୟ ରଖିଥିବାବେଳେ ଡେପୁଟି ସିଏମ ସମ୍ରାଟ ଚୌଧୁରୀ ଏବଂ…

‘ପ୍ରଧାନମନ୍ତ୍ରୀ ମୋଦି ଏବେ ‘ପୁଜାରୀମାନଙ୍କ ସମ୍ରାଟ’ରେ ପରିଣତ ହୋଇଛନ୍ତି’

ନୂଆଦିଲ୍ଲୀ: ଦୀର୍ଘ ୩୧ ବର୍ଷ ପରେ ଜ୍ଞାନବ୍ୟାପି ମସଜିଦର ତଳ ମହଲାରେ ହିନ୍ଦୁ ପକ୍ଷଙ୍କ ପୂଜା କରାଯିବାକୁ ନେଇ ମୋଦି ସରାକରଙ୍କ ଉପରେ ବର୍ଷିଛନ୍ତି ଏଆଇଏମ୍ଆଇଏମ୍ ସଭାପତି ଅସଦୁଦ୍ଦିନ ଓବେସି । ମୁସଲମାନ ସଂଗଠନ ସହ ଭେଦଭାବ କରୁଥିବା କହିଛନ୍ତି ଓବେସି । ଓବେସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ରାଜନୀତିରେ ଏଣ୍ଟ୍ରୀ କଲେ ତାମିଲି ସୁପରଷ୍ଟାର ଥଲାପତି ବିଜୟ, ଗଠନ କଲେ ନିଜର ନୂଆ ଦଳ

ଚେନ୍ନାଇ: ତାମିଲ ସୁପରଷ୍ଟାର ଥଲାପତି ବିଜୟ ରାଜନୀତିରେ ଦମଦାର ଏଣ୍ଟ୍ରୀ କରିଛନ୍ତି । ଅଭିନେତା ଫିଲ୍ମ ରୁ ରାଜନୀତି ଦୁନିଆକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ବିଜୟଙ୍କ ପାଇଁ ରାଜନୀତି ପ୍ଲାଟଫର୍ମ ସମ୍ପୂର୍ଣ୍ଣ ନୂଆ । ତେବେ ଅଭିନେତା ଜଣକ କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାଁନ୍ତି, ବରଂ…

ଇଡି ସମନକୁ ଅଣଦେଖା: ଆଜି ବି ଇଡିରେ ପହଞ୍ଚିଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ବେଖାତିର୍ । ଆଜି ବି ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାରି ମାସ…