Latest Odisha News

BREAKING NEWS

Browsing Category

ରାଜନୀତି

ଆସନ୍ତାକାଲି ବସିବ ରାଜ୍ୟ କ୍ୟବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ । ସନ୍ଧ୍ୟା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ ।…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପାଇ ସୋରେନ

ରାଞ୍ଚି: ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପଇ ସୋରେନ । ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି…

ଝାଡ଼ଖଣ୍ଡରେ କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସରକାର ଗଠନକୁ ନେଇ ଆସିଛି ନୂଆ ଅପଡେଟ। ସଦ୍ୟ ସୂଚନା ଅନୁଯାୟୀ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଚମ୍ପାଇ ସୋରେନଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ତେବେ ଚମ୍ପାଇ ସୋରେନଙ୍କ ଶପଥ ଗ୍ରହଣ…

ଢେଙ୍କାନାଳ ଲୋକସଭା ଆସନ: ପୁଣିଥରେ ମହେଶ-ରୁଦ୍ର ଲଢେଇ !

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ତଥା ବିଜେଡ଼ି ନେତା ମହେଶ ସାହୁ ଓ ବିଜେପିର ରୁଦ୍ରନାରାୟଣ ପାଣିଙ୍କ ପ୍ରାର୍ଥୀତ୍ୱକୁ ନେଇ ଢେଙ୍କାନାଳରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଲୋକସବା ନିର୍ବାଚନରେ ଏହି ଦୁଇ ନେତାଙ୍କୁ ପୁନର୍ବାର ରିପିଟ କରାଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ…

ସଂସଦ ସୁରକ୍ଷା ତୃଟି ମାମଲା; ଅଭିଯୁକ୍ତମାନଙ୍କୁ ବିଜେପି ସାଂସଦ ପାସ୍ ଦେଇଥିଲେ: ଜୟରାମ ରମେଶ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ମାମଲାରେ ବଡ ଅଭିଯୋଗ ଆଣିଛି କଂଗ୍ରେସ । ଅଭିଯୁକ୍ତଙ୍କ କୋର୍ଟରେ ଦେଇଥିବା ଦାବିକୁ ଦର୍ଶାଇ କଂଗ୍ରେସ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତାଙ୍କୁ ଦାୟୀ କରିବା ପାଇଁ ଏକ ଷଡଯନ୍ତ୍ର…

ହେମନ୍ତ ସୋରେନଙ୍କ ଗିରଫ ପରେ ଝାଡଖଣ୍ଡରେ ବନ୍ଦ ପାଳନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିବା ପରେ ଝାଡ଼ଖଣ୍ଡରେ ଆଜି ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯାଉଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ସଭାପତି ସୋରେନ୍ ବୁଧବାର ସନ୍ଧ୍ୟାରେ ନିଜ ପଦରୁ…

ମୁଖ୍ୟମନ୍ତ୍ରୀ ଆସନରେ ଥାଇ ଦେଶର କୌଣସି ନେତା ଗିରଫ ହୋଇଛନ୍ତି କି?

ରାଞ୍ଚି: ଝାଡ଼ଖଣ୍ଡର ଜେଏମଏମ ନେତା ହେମନ୍ତ ସୋରେନ୍ ଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯିବା ପରେ ଦେଶରେ କେତେ ମୁଖ୍ୟମନ୍ତ୍ରୀ ଜେଲ ଯାଇଛନ୍ତି ବୋଲି ପ୍ରଶ୍ନ ଉଠିଛି। ଗିରଫ ହେବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ପୂର୍ବତନ…

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦେବେ ଯୋଗ

ଭୁବନେଶ୍ବର: ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ । ୬ ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ । ଏନେଇ ସୂଚନା ଦେଇଛନ୍ତି କହିଲେ ପିସିସି ସଭାପତି ଶରତ…

ଗ୍ୟାସ୍ କଟରରେ କାଟି ଏଟିଏମ୍ ଲୁଟ୍, ଦୁର୍ବୁତ୍ତଙ୍କୁ ଖୋଜୁଛି ପୋଲିସ

ନବରଙ୍ଗପୁର: ପୁଣି ଏକ ଏଟିଏମ୍ ରୁ ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମ ରୁ ଦୁର୍ବୁତ୍ତ ଲୁଟି ନେଇଥିବା ଦେଖିବାକୁ ମିଳିଛି । ଏଟିଏମ ମେସିନ କଟରରେ କାଟିଥିବା ସନ୍ଦେହ କରାଯାଉଛି l କଟରରେ କାଟିଥିବା କାରଣରୁ ଏଟିଏମ ରେ…

ପ୍ରତିଶ୍ରୁତି ଓ ଆବଶ୍ୟକତା ଭିତରେ ବିଜେଡି ଚୟନ କରିବ ରାଜ୍ୟସଭା ପ୍ରାର୍ଥୀ, ରେସରେ କିଏ?

ଭୁବନେଶ୍ୱର: ଏପ୍ରିଲ ୩ତାରିଖରେ ଖାଲି ହେବାକୁ ଥିବା ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଫେବ୍ରୁଆରି ୨୭ତାରିଖରେ ନିର୍ବାଚନ ହେବାକୁ ଯାଉଛି। ବିଶେଷକରି ଶାସକ ବିଜୁ ଜନତା ଦଳ (ବିଜେଡି) ବିଧାନସଭାରେ ନିଜର ବର୍ତ୍ତମାନର ପ୍ରତିନିଧିତ୍ବ ଆଧାରରେ ଏହି ତିନୋଟି ଆସନ ସୁରକ୍ଷିତ ରଖିବା ସ୍ଥିତିରେ…