Latest Odisha News

BREAKING NEWS

Browsing Category

ରାଜନୀତି

ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ

ଚେନ୍ନାଇ : ପାଖେଇ ଆସୁଛି ଲୋକସଭା ନିର୍ଵାଚନ l ସରଗରମ ରାଜ୍ୟ ଠାରୁ ଦେଶ ରାଜନୀତି l ବିଭିନ୍ନ ସ୍ଥାନରେ ପ୍ରାର୍ଥୀକୁ ନେଇ ଲାଗିରହିଛି ଚର୍ଚ୍ଚା l ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ ବିଦ୍ୟା ରାଣୀ l ଆସନ୍ତା ଏପ୍ରିଲ ୧୯ ରେ…

ଓଡ଼ିଶାରେ ଲୋକସଭା ଆସନ ପାଇଁ ଦୁଇ ସାଂସଦଙ୍କ ଟିକେଟ୍ କାଟିଛି ବିଜେପି, ତିନି ଜଣଙ୍କୁ ରିପିଟ୍?

ଭୁବନେଶ୍ୱର: ଦିଲ୍ଲୀରୁ ଆଜି ଆସିବ ଓଡ଼ିଶା ବିଜେପି ନେତାଙ୍କ ପ୍ରାର୍ଥୀ ତାଲିକା। ପ୍ରାର୍ଥୀ ତାଲିକା ଉପରେ ମୋହର ମାରି ସାରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି। ଗତକାଲି ବିଳମ୍ବିତ ରାତି ଯାଏ ଆଲୋଚନା ହୋଇଥିଲା । କେଉଁଠି କାହାର ବିଜୟ ସମ୍ଭାବନା ଅଧିକ। କାହାକୁ ରିପିଟ ଓ କେଉଁଠି…

ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ ତାଲିକା, ଫୋକସରେ ଓଡ଼ିଶା ପ୍ରାର୍ଥୀ ପ୍ରସଙ୍ଗରେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ ତାଲିକା । ଏହି ତାଲିକାରେ ୫ରାଜ୍ୟର ପାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇପାରେ । ସେହି ୫ ରାଜ୍ୟ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ । ଗତକାଲି ଦିଲ୍ଲୀରେ…

ଧର୍ମେନ୍ଦ୍ର ବନାମ ବବି: ସମ୍ବଲପୁର ଦେଖିବ କି ଚବିଶ ନିର୍ବାଚନର ସବୁଠୁ ବଡ ଲଢେଇ!

ଭୁବନେଶ୍ଵର: ମେଣ୍ଟ ଆଲୋଚନାରେ ଫୁଲଷ୍ଟପ୍ ପରେ ସମ୍ବଲପୁର ସମରସଜ୍ଜାକୁ ନେଇ ତେଜିଲାଣି ଚର୍ଚ୍ଚା । ଲୋକସଭା ମଇଦାନରୁ ବିଜେଡି ଓ ବିଜେପିର ହେଭିୱେଟ ନେତା ଓହ୍ଲାଇ ପାରନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ବିଜେଡି ସାଂଗଠନକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ…

ଜଳସମ୍ପଦ କ୍ଷେତ୍ରରେ ୫ ବର୍ଷରେ ୧୦୨୧୭ କୋଟି ଖର୍ଚ୍ଚ କରାଯାଇଛି: ଡ. ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ଓଡିଶାର ଜଳସଂପଦ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସମଗ୍ର ଓଡିଶାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୋଦି ସଂକଳ୍ପବଦ୍ଧ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଏଥି ପାଇଁ ହଜାର ହଜାର କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା…

ମଧ୍ୟ ଭୁବନେଶ୍ୱର ଆସନ: ବିଜେଡ଼ିର ଆଶାୟୀଙ୍କ କଳିରୁ ଫାଇଦା ଆଶାରେ ବିଜେପି

ଭୁବନେଶ୍ୱର: ରାଜ୍ୟରେ ମେଣ୍ଟକୁ ନେଇ ପୂର୍ଣ୍ଣଛେଦ ପଡ଼ିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେଡ଼ିର ପ୍ରଣବ ପ୍ରକାଶ ଦାସ ସେମାନଙ୍କ ସୋସିଆଲ ମିଡ଼ିଆରେ ଏନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ଫଳରେ ଏବେ ଟିକଟ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଛି। ସେପଟେ ମଧ୍ୟ ଭୁବନେଶ୍ୱର…

କେଜ୍ରିୱାଲଙ୍କ ଗିରଫ ଘଟଣା, ମିଥ୍ୟା ଅଭିଯୋଗରେ ଫସାଇଥିବା ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜ୍ରିୱାଲଙ୍କୁ…

ପ୍ରଥମ ନିର୍ବାଚନ: ଯେବେ ନେହରୁଙ୍କ ନିର୍ବାଚନୀ ସଭାରେ ଜନ୍ମ ନେଇଥିଲା ଶିଶୁ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି। ସମସ୍ତ ଦଳ ନିଜ ନିଜ ଢଙ୍ଗରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏଥର ପ୍ରାୟ ୯୭ କୋଟି ଭୋଟର ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ବାଛିବାକୁ ଯାଉଛନ୍ତି। ଦେଶର ଏହି ପର୍ବରେ ଯଥାସମ୍ଭବ ଅଂଶଗ୍ରହଣ କରିବାକୁ ଭାରତର ନିର୍ବାଚନ ଆୟୋଗ…

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ

ଭୁବନେଶ୍ଵର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଜାରି କରିଛି ଗ୍ୟାରେଣ୍ଟି କାର୍ଡ । ୨୦୨୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି । ୨୪ ବର୍ଷର ବିଜେଡି ଶାସନ ଏବଂ ୯ ବର୍ଷର ବିଜେପି…

ରାଜନୀତିକୁ ଫେରିବେ କି ଗୋବିନ୍ଦା! ଜାଣନ୍ତୁ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଥିବା ଅଭିନେତା ଗୋବିନ୍ଦା ପୁଣି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ରଙ୍ଗିଲା ରାଜା'ରେ ଶେଷ ଥର ପାଇଁ ନଜର ଆସିଥିଲେ । ସେବେଠାରୁ ତାଙ୍କୁ ବଡ ପରଦାରେ ଆଉ ଦେଖିବାକୁ ମିଳିନଥିଲା ।…