Latest Odisha News

BREAKING NEWS

Browsing Category

ରାଜନୀତି

ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ, ବିଜେପିରେ ଦେଲେ ଯୋଗ

ରାଞ୍ଚି: ଲୋକସଭା ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ଝାଡ଼ଖଣ୍ତରେ ଚାଲିଛି ରାଜନୈତିକ ଝଡ଼। ନିର୍ବାଚନ ପୂର୍ବରୁ ଜେଏମଏମ ଦଳ ପାଇଁ ଏକ ଝଟକା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସୀତା ସୋରେନ ଜେଏମଏମର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି । ତେବେ ସେ ବିଜେପିରେ…

ରାଜନୀତିକୁ ଓହ୍ଲାଇବେ କି କଙ୍ଗନା! କେଉଁ ସିଟରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ; ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ଘଟଣା ଯାହା ବି ହେଉ ନା କାହିଁକି କଙ୍ଗନା ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରନ୍ତି । ବେଳେବେଳେ ଏହି କାରଣରୁ ସେ ବିବାଦ ଘେରରେ ମଧ୍ୟ ରହିଥାଆନ୍ତି । କୁହାଯାଉଛି ଯେ କଙ୍ଗନା…

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । ଗତକାଲି ବିଜେପିର ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ ପଶୁପତି ପାରସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପାରସ କହିଛନ୍ତି…

ବଳ ଗୋଟାଉଛି ବିଜେପି: ବିଜେପି-ପିଏମକେ ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପାଇଁ ମେଣ୍ଟ କରିବେ ପିଏମକେ ଓ ଭାଜପା । ଏନେଇ ପିଏମକେ ଘୋଷଣା କରିଛି । ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି । ଆଞ୍ଚଳିକ ଦଳ ପିଏମକେ ୧୦ ବର୍ଷ ହେବ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଏହି ଦଳ ଏନଡିଏ ସହ…

ଲୋକସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଲେ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବ

ଲକ୍ଷ୍ନୌ: ବାଜିସାରିଛି ବିଗୁଲ । ଘୋଷଣା ସରିଛି ଲୋକସଭା ନିର୍ବାଚନ ୨୦୨୪ର ତାରିଖ । ତାରିଖ ଘୋଷଣା ପରେ ସବୁ ରାଜନୈତୀକ ଦଳ ଏବେ ତାଙ୍କର ପ୍ରଚାର ପ୍ରସାର ଜୋର କରିଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ପତ୍ନୀ ଡିମ୍ପଲ୍ ଯାଦବ ମଧ୍ୟ ମେନପୁରୀରେ ଜୋରସୋରରେ ପ୍ରଚାର ଆରମ୍ଭ…

ପୁରୀ ଲୋକସଭା ଆସନ ପାଇଁ ବିଜେଡିରୁ ପିନାକୀ ଆଉଟ୍ ଅରୂପ ଇନ୍?

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରୁ କିଏ ବିଜେଡି ସେନାପତି ? ପୁରୀ ସଂସଦୀୟ କ୍ଷେତ୍ରରୁ କାହାକୁ ଓହ୍ଲାଇବ ବିଜେଡି ? ପିନାକୀଙ୍କ ଜାଗାରେ ଲଢିବେ କି ଅରୂପ ପଟ୍ଟନାୟକ ? ଗଡ ରକ୍ଷା ପାଇଁ କାହାକୁ ପ୍ରାର୍ଥୀ କରିବ ବିଜେଡି ? ପୁରୀ ଲୋକସଭା ଆସନରେ ଏଥର ବି ହେବ ହାଇଭୋଲଟେଜ୍ ଲଢେଇ । ବିଜେପିକୁ କୌଣସି…

ବିଜେପିରେ ଅରିନ୍ଦମ: କଣ ଦେଉଛି ସଙ୍କେତ ?

ଭୁବନେଶ୍ୱର: କାହିଁକି ବିଜେଡି ଛାଡି ବିଜେପିକୁ ଗଲେ ଅରିନ୍ଦମ ? ପାରିବାରିକ ବିବାଦ ନା ପଲିଟିକାଲ ଷ୍ଟ୍ରାଟେଜି ? ବିଜେଡି ଉପରେ ଭରସା ପାଇଲାନି କି ? ନା ପଲିଟିକାଲ୍ ମୁଭ ପଛରେ ରହିଛି ଆଉ କିଛି କାରଣ ? ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ବି କେମିତି ଦଳରେ କୋଣଠେସା…

ଆସନ୍ତାକାଲି ଓଡିଶା ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ…

ଗୋଟିଏ ବି ଭୋଟ୍ ପାଇନଥିଲେ ତଥାପି ସାଂସଦ ହୋଇଥିଲେ ଏହି ନେତା

ରାୟପୁର: ଚଳିତବର୍ଷର ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଏହାରି ଭିତରେ ଆସନ୍ତୁ ଜାଣିବା ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ବିଷୟରେ । ଯାହା ଦେଶର ଗତିପଥ ବଦଳାଇଦେଇଥିଲା । ଯଦିଓ ଦେଶର ପ୍ରଥମ ସାଧାରଣ ନିର୍ବାଚନ ସହ…

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲଢିପାରନ୍ତି ନିର୍ବାଚନ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ନିଜ ପଦରୁ ଦେଲେ ଇସ୍ତଫା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ସୌନ୍ଦରାଜନ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତାମିଲନାଡୁରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ଏକ ବିବୃତ୍ତିରେ…