Latest Odisha News

BREAKING NEWS

Browsing Category

ରାଜନୀତି

ହିନ୍ଦୀ ହାର୍ଟଲ୍ୟାଣ୍ଡ ହେଲା ଗେରୁଆ: ୨୪ ନିର୍ବାଚନରେ ହ୍ୟାଟ୍ରିକର ସଙ୍କେତ ଦେଲା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚାରଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବାରୁ ସାରା ଦେଶରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଯୋଗ ଦେଇ ବିଜୟର ଶ୍ରେୟ 'ସବକା ସାଥ୍…

ବିଜେପିରି ମିଶ୍ରଣ ପର୍ବ: କଂଗ୍ରେସ ଛାଡି ମିଶିଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଇବାରେ ଲାଗିଛି ବିଜେପି । କଂଗ୍ରେସ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି କଂଗ୍ରେସର ବହୁ ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ମୁଖପାତ୍ର ତଥା ଓବିସି…

ଏମପିରେ ବିଜେପିକୁ ଜିତାଇ ନ ଦେବା ପାଇଁ କଂଗ୍ରେସର ପ୍ଲାନ ଏବିସିଡି !

ଭୁବନେଶ୍ୱର: ରାତି ପାହିଲେ ଭୋଟ ଗଣତି। ଏମପିରେ ପ୍ରସ୍ତୁତି ଜୋରଦାର ଚାଲିଛି। ସେପଟେ ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଜିତିବା ଦାବି ସହ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ସରକାର…

ବାହାରିଲା କଂଗ୍ରେସର ପୁରୁଣା ରୋଗ,ଫଳ ଆସିନି କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢେଇ ଆରମ୍ଭ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ଦ୍ଵିତୀୟଥର ସରକାର ଗଢ଼ିବା ନେଇ ଆକଳନ କରାଯାଉଥିବା ବେଳେ ବିଜେପି ମଧ୍ୟ ସରକାର ଗଢିବାକୁ ଆଶା ରଖିଛି। ଏସବୁ ଭିତରେ କିନ୍ତୁ କଂଗ୍ରେସ ସରକାର ରିପିଟ କରିବା ସମ୍ଭାବନା ଅଧିକ ରହିଛି। ରାତି ପାହିଲେ ଏ ନେଇ ସ୍ପଷ୍ଟ ହୋଇଯିବ। କିନ୍ତୁ ଏ ଭିତରେ ଛତିଶଗଡରେ…

ରାଜସ୍ଥାନରେ କଂଗ୍ରେସ, ବିଜେପିକୁ ଖେଳାଇବ ବିଏସପି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟଗଣତି ପୁର୍ବରୁ ଭିନ୍ନ ଭିନ୍ନ ଆକଳନ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହେବକୁ ଛୋଟ ଛୋଟ ଦଳ ମଧ୍ୟ ନିଜର ପ୍ରସ୍ତୁତି କରୁଛନ୍ତି। ବହୁଜନ ସମାଜବାଦୀ…

ଉତ୍ତରାଖଣ୍ଡରୁ ଫେରିଥିବା ଶ୍ରମିକ ଭାଇମାନଙ୍କୁ ସ୍ୱାଗତ ଜଣାଇବା କେବଳ ଏକ ଡ୍ରାମାବାଜୀ: ତେଜେଶ୍ୱର ପରିଡା

ଭୁବନେଶ୍ୱର: ଗତକାଲି ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡିଶା ଫେରିବା ପରେ “ଓଡ଼ିଶାରେ ଚାକିରି ନାହିଁ ତେଣୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ସେହି ଟନେଲ ଭିତରକୁ ଫେରିଯିବୁ” ଏଭଳି କହି ନିଜ ଦୁଃଖ ବଖାଣିଥିଲେ ଉଦ୍ଧାର ଶ୍ରମିକ ମାନେ ।…

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଭୁବନେଶ୍ୱର:କୋରାପୁଟର ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।ଭୁବନେଶ୍ୱର କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କର ସମର୍ଥକଙ୍କ ସହ ଆଜି ଦଳରେ ସାମିଲ ହୋଇଛନ୍ତି…

ପୁରୀ ଶ୍ରୀକ୍ଷେତକୁ ତୁଳସୀ ଯାତ୍ରା କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କଲା ‘ତୁଳସୀ ଯାତ୍ରା’ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରୁ ଶହଶହ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର…

କଂଗ୍ରେସ ଜିତିଲେ ପାଇବ ଦୁଇ ଲକ୍ଷ, ବିଜେପି ଜିତିଲେ ଅଢେଇ ଲକ୍ଷ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା ତିନି ତାରିଖରେ ଭୋଟ ଗଣତି ହେବ। ଏକା ସାଙ୍ଗରେ ସମସ୍ତ ରାଜ୍ୟର ଭୋଟ ଗଣତି ହେବ। ଯାହାକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଆକ୍ଷେପପ୍ରତିଆକ୍ଷେପର ପର୍ବ ତୀଵ୍ର ହେବାରେ ଲାଗିଛି। ଏହି କ୍ରମରେ…

ଏମପିରେ ଆଗୁଆ ପୋଷ୍ଟାଲ ଭୋଟ ଗଣି ଫସିଗଲା ପ୍ରଶାସନ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆଗୁଆ ପୋଷ୍ଟାଲ ଵାଲଟ ଖୋଲିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏମପିର ଵାଲାଘାଟରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ତୀଵ୍ର ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏହି ଘଟଣା ପାଇଁ ଏସଡିଏମ ଗୋପାଳ ସୋନିଙ୍କୁ ନିଲମ୍ବିତ କରାଯାଇଛି।…