Latest Odisha News

BREAKING NEWS

Browsing Category

ରାଜନୀତି

ନଡ଼ିଆ କହୁଛି କିଏ ପାୱାରଫୁଲ, ଇଣ୍ଡିଆ ନା ଏନଡିଏ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଲଢେ଼ଇ ହେବ। ଯାହାକୁ ନେଇ ରାଜନୈତିକ ଲଢେଇ ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଜସ୍ଥାନରେ ଏନଡିଏ ଓ ଇଣ୍ଡିଆକୁ ନେଇ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ଆଜମେର ଜିଲ୍ଲାର ଗେଟ ବଜାରରେ ଜଣେ ନଡ଼ିଆ ବିକାଳୀକୁ ନେଇ…

ଭାରତ ଜିତିବା ପାଇଁ ରାହୁଲ କର୍ଣ୍ଣାଟକରେ ଦେଲେ ଗୃହଲକ୍ଷ୍ମୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଭିନ୍ନ ରଣନୀତି ଦେଖିବାକୁ ମିଳୁଛି। ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପାଇଁ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ଜୋରଦାର ପ୍ରଚାର କରୁଥିବା ବେଳେ ରାହୁଲ କିନ୍ତୁ ଭିନ୍ନ ଷ୍ଟାଇଲରେ କାର୍ଯ୍ୟ କରୁଥିବା ଦେଖିବାକୁ…

ଚାଇନାର ମ୍ୟାପ୍‌ ବିବାଦ: ମୋଦୀ ସରକାରଙ୍କୁ ମିଛୁଆ କହିଲେ ରାହୁଲ

ନୂଆଦିଲ୍ଲୀ: ଚାଇନା ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଯେଉଁଥିରେ ଚୀନ୍, ଭାରତର ବହୁ ଅଂଶକୁ ନିଜର ବୋଲି ଦେଖାଇଛି। ବିଶେଷ କରି ସେଥିମଧ୍ୟରୁ ମୁଖ୍ୟତ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ରହିଛି। ଚୀନର ଏହି ନୂଆ ମାନଚିତ୍ରକୁ ନେଇ କଂଗ୍ରେସ…

ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍‌: ଆପ୍

ନୂଆଦିଲ୍ଲୀ: ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରାଯାଇଛି। ଆପର ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ଅରବିନ୍ଦ…

ଏମପିରେ ୧୦ ହଜାର କିମି ଚାଲିବ ବିଜେପି, ଶାହା କରିବେ ଆରମ୍ଭ, ମୋଦି କରିବେ ଶେଷ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତି ପୁଣିଥରେ ସରକାରକୁ ଫେରିବା ପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ କରୁଛି। ଏହି କ୍ରମରେ ମଧ୍ୟପ୍ରଦେଶରେ ଶିବରାଜ ସରକାର ପକ୍ଷରୁ ମହିଳା ମାନଙ୍କ ପାଇଁ ବ୍ୟାପକ ଯୋଜନା ଘୋଷଣା ହେବା ସହ ଅନ୍ୟ ସବୁ ପଦକ୍ଷେପ ନିଆଯାଇଛି। ସେପଟେ ଦଳର…

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ…

ମଲ୍ଲିକାର୍ଜ୍ଜୁନ ଖଡଗେ ହୋଇପାରନ୍ତି ‘ଇଣ୍ଡିଆ’ର ସଂଯୋଜକ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆର ସଂଯୋଜକ ପଦକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଏହି ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇରେ ହେବାକୁ ଥିବା ଆସନ୍ତା ମିଟିଂରେ ତାଙ୍କ ନାମ ଘୋଷଣା କରାଯିବ । ଏକଥା ମଧ୍ୟ…

ମମତାଙ୍କ ପରେ ନୀତିଶଙ୍କ ବଡ ବୟାନ: ୭/୮ ମାସ ପରେ ହୋଇପାରେ ସାଧାରଣ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଲେ ନୀତିଶ କୁମାର । ନୀତିଶ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବାରୁ ନିର୍ବାଚନ କରାଇ ପାରନ୍ତି । ନୀତିଶଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ମଧ୍ୟ ସମାନ କଥା କହିଥିଲେ । ଡିସେମ୍ବର କିମ୍ବା ଜାନୁଆରୀରେ ନିର୍ବାଚନ…

ସେପ୍ଟେମ୍ବରରେ ଆସୁଛନ୍ତି କେନ୍ଦ୍ର ନିର୍ବାଚନ କମିଶନ: ଆଗୁଆ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି…

ୟୁପି ‘ଫୁଲପୁର’ ଆସନରୁ ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧୀ; ଚାଲିଛି ହୋମୱର୍କ

ନୂଆଦିଲ୍ଲୀ:ପାଖେଇ ଆସୁଛି ନିର୍ବାଚନ ୨୦୨୪ । ଆଜିଠୁ ବଳକଷିବା ଆରମ୍ଭ କଲେଣି ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିପକ୍ଷ ମେଣ୍ଟ ଇଣ୍ଡିଆ । ଇତିମଧ୍ୟରେ ଉତ୍ତରପ୍ରଦେଶ ରାଜନୀତି ସହ ଜଡିତ ବଡ ଖବର ଆସିଛି ସାମ୍ନାକୁ । ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ସେଥିପାଇଁ…