Latest Odisha News

BREAKING NEWS

Browsing Category

ରାଜନୀତି

ଇଣ୍ଡିଆ ମେଣ୍ଟରୁ ଆପ୍ ଅଲଗା ହୋଇଯିବ ବୋଲି କାହିଁକି ଚର୍ଚ୍ଚା?

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍ ଲୋକସଭାରେ ପାରିତ ହୋଇଛି ଏବଂ ଏହା ସୋମବାର ରାଜ୍ୟସଭାରେ ପାରିତ ହେବ ବୋଲି ଆଶା କରାଯାଉଛି। ଏହାର କାରଣ ହେଉଛି ରାଜ୍ୟସଭାରେ ବିଜେପି ସହିତ ଓଡିଶାର ବିଜେଡି ଏବଂ ଆନ୍ଧ୍ରପ୍ରଦେଶର YSRCPର ସମର୍ଥନ ବୋଲି କୁହାଯାଉଛି। ଆଜ୍ଞା ହଁ, ଯଦି ଦିଲ୍ଲୀ ସେବା ବିଲ୍…

ନିର୍ବାଚନ ଜିତିବାକୁ ବିଜେପିର ଆଗୁଆ ଇଭିଏମ ହ୍ୟାକିଂ! ମମତାଙ୍କୁ ମିଳିଲା ପ୍ରମାଣ

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳ ଗୁଡିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଭଳି ସମୟରେ ଇଭିଏମକୁ ହ୍ୟାକିଂ ପ୍ରସଙ୍ଗକୁ ନେଇ ରାଜନୈତିକ ପରିବେଶ ଉଷ୍ମ ହୋଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ…

ଆଜି ଓଡ଼ିଶା ଆସିବେ ଅମିତ ଶାହା, ଗୋଟିଏ ମଞ୍ଚରେ ବସିବେ ନବୀନ-ଶାହା

ଭୁବନେଶ୍ଵର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ରାତି ୧୦ଟା ୪୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ। ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି…

ଦିଲ୍ଲୀ ଅଧ୍ୟାଦେଶକୁ କାହିଁକି ସମର୍ଥନ କଲା ବିଜେଡି, ଆଭିମୁଖ୍ୟ ସ୍ପଷ୍ଟ କଲେ ସାଂସଦ

ଭୁବନେଶ୍ୱର: ସଂସଦରେ ବିଜେଡି ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିବା ପରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଜୋରଦାର ସମାଲୋଚନା କରିଛନ୍ତି। ରାଜ୍ୟରେ ବିଜେପି ସହ ଟକରା ଟକରି ଚାଲିଥିବା ବେଲେ କେଉଁ ସର୍ତ୍ତରେ ବିଜେଡି ସମର୍ଥନ କଲା ତାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ଏହାରି…

ଜିତାଇ ପାରିବନି ରାମମନ୍ଦିର ! ବିଜେପି ସାଂସଦ ଖୋଲିବେ କଲ ସେଣ୍ଟର

ଭୁବନେଶ୍ୱର: କେବଳ ରାମମନ୍ଦିରକୁ ପ୍ରସଙ୍ଗ କରି ଆଗାମୀ ଲୋକସଭା ନିର୍ବାଚନ ଜିତିହେବ ନାହିଁ। ତେଣୁ ଦଳୀୟ ନେତା ଓ ସାଂସଦମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ସମାଧାନ ସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ପଡିବ। ଆଗାମୀ ଲୋକସଭା…

କଂଗ୍ରେସ, ବିଆରଏସକୁ ପାଣି ପିଆଇଦେବେ ଜୟସୁଧା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶକ୍ତି ବଢ଼ାଉଛି ବିଜେପି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ଦଳକୁ ବିଭିନ୍ନ କ୍ଷେତ୍ରରୁ ଆକ୍ଟିଭ କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏହି କ୍ରମରେ ପ୍ରତିଷ୍ଠିତ ଅଭିନେତ୍ରୀ…

ବିଜେପି ରାସ୍ତାରେ ବିଆରଏସ, ‘ଇଣ୍ଡିଆ’ କୁ ଗାଳି କରୁଛନ୍ତି କେସିଆର!

ଭୁବନେଶ୍ୱର: ଯେଉଁ ବିରୋଧୀ ମେଣ୍ଟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଜୋରଦାର ଉଦ୍ୟମ କରୁଥିଲେ ଏବେ ସେହି ମେଣ୍ଟ କିଛି କାମ ଦେବ ନାହିଁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ଦୁଇଟି ନିର୍ବାଚନରେ ଏନଡିଏ ଭଲ ପ୍ରଦର୍ଶନ କରୁଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ…

ଲଢେଇ ସରିଲା, ଏଥର ମୋଦିଙ୍କ ସହ ସିଦ୍ଦରମେୟାଙ୍କ ବନ୍ଧୁତା!

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ବିଜେପିକୁ ମାତ ଦେବା ସହ ସରକାର ଗଢ଼ିଛି କଂଗ୍ରେସ। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ପକ୍ଷରୁ କରାଯାଇଥିବା ବହୁ ସ୍କିମ ଓ ଯୋଜନାକୁ ବାଦ ଦିଆଯାଇଛି। ଏପରିକି କେନ୍ଦ୍ରର ବିଜେପି ସରକାର ମଧ୍ୟ କର୍ଣ୍ଣାଟକ କଂଗ୍ରେସ ସରକାରକୁ ଅନ୍ନଭାଗ୍ୟ ସ୍କିମ…

କର୍ଣ୍ଣାଟକ ହେବ କିଙ୍ଗମେକର!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଧାନସଭା ରଣନୀତିରେ ସଫଳ ହୋଇ ସରକାର ଗଢିବା ପରେ ଏବେ ଲୋକସଭା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି। ରାତି ପାହିଲେ ଅର୍ଥାତ ଅଗଷ୍ଟ ଦୁଇ ତାରିଖରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ମନ୍ତ୍ରୀମାନେ ଦିଲ୍ଲୀରେ ଦଳର ଜାତୀୟ ନେତୃତ୍ବକୁ ଭେଟିବେ।…