Latest Odisha News

BREAKING NEWS

Browsing Category

ରାଜନୀତି

ରାୟଗଡାର ୧୧ଟି ବ୍ଲକରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ଆଜି ବିଜୁ ଜନତା ଦଳ ପକ୍ଷରୁ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ  ତଥା ୫-ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ ଭିସି ମାଧ୍ୟମରେ…

୨୫ ବର୍ଷ ଶାସନରେ ୫୦ ଲକ୍ଷ ଦାଦନ, ୭ ହଜାର ସ୍କୁଲରେ ତାଲା-ଏମିତି କହି ବିଜେଡି ସରକାର ଉପରେ ବର୍ଷିଲା ଆପ

ଭୁବନେଶ୍ୱର: ୨୫ ବର୍ଷରେ ଏମିତି ଶାସନ ! ୫୦ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ସ୍କୁଲ ଘର ଚିକଚିକ ହୋଇଛି । କିନ୍ତୁ ସ୍କୁଲରେ ପିଲା ନାହାନ୍ତି । ଯେତିକି ପିଲା ଅଛନ୍ତି ଜଣା ଶିକ୍ଷକ । ତେଣୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ । ସ୍ୱାସ୍ଥ୍ୟ ସେବା ସ୍ଥିତି…

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ: ନଭେମ୍ବର ୯ରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ଭୁବନେଶ୍ୱର: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପୁଣି ତେଜିଲା କଂଗ୍ରେସ। ଶୀଘ୍ର ଚାରିଦ୍ୱାର ନଖୋଲା ଗଲେ ନଭେମ୍ବର ୯ ତାରିଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ କଂଗ୍ରେସ। ଅକ୍ଟୋବର ୨୮ ତାରିଖ ସୁଦ୍ଧା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି ଡେଡଲାଇନ ଶେଷ ହୋଇଛି । ରାଜ୍ୟ ସରକାରଙ୍କ…

ପ୍ରିୟଙ୍କା ଗର୍ଜିଲେ, ଶାହା ବୁଝାଇଲେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମୁହାଁମୁହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ଏଥର କଡା ଫାଇଟ ଦେଖିବାକୁ ମିଳୁଛି। କଂଗ୍ରେସକୁ ମିଳିଥିବା ଝଟକାର ପ୍ରତିଶୋଧ ନେବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ…

ବିରୋଧୀ ଓବିସି କାର୍ଡ ଖେଳିବା ପରେ, ପଛୁଆ ବର୍ଗଙ୍କ ପଛରେ ଦୌଡୁଛି ବିଜେପି!

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନେଇ କଂଗ୍ରେସ ଜାତିଗତ ଜନଗଣନାକୁ ମୁଖ୍ୟ ଅସ୍ତ୍ର କରିବା ପରେ ବିଜେପି ଏହାକୁ କାଉଣ୍ଟର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଦେଶରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ବର୍ଗଙ୍କୁ ନିଜ ପକ୍ଷକୁ ଆଣିବାକୁ ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି। ବିରୋଧୀ ମେଣ୍ଟ…

ଛତିଶଗଡରେ ଦୁଇ ଦିନ ଘାଣ୍ଟିବେ ରାହୁଲ, ତୃତୀୟ ଦିନରେ ହେବ ପ୍ରିୟଙ୍କା ଶୋ

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡରେ ରାହୁଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦୁଇଦିନିଆ ଛତିଶଗଡରେ ଗସ୍ତରେ ଯାଇ ପ୍ରଥମ ଦିନରେ ରାହୁଲ ଗାନ୍ଧୀ କାଂକେର ଜିଲ୍ଲାର ଭାନୁପ୍ରତାପପୁରରେ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଆଦାନୀ ପ୍ରସଙ୍ଗ ଉଠାଇ ସେ…

ବିଜେଡିରେ ସାମିଲ ହେଲେ ବରପାଲି ଏନ୍‌ଏସି ଅଧ୍ୟକ୍ଷଙ୍କ ସହ ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର:ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି ଏନଏସି ଅଧ୍ୟକ୍ଷ ଦୀନେଶ ଗହିର ଓ ବିଜେପୁର ଏନଏସି ୪ନଂ ୱାର୍ଡ଼ର କାଉନସିଲର ଦୀପକ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ…

ଭୋଟର ସଚେତନତା: ଭବାନୀପାଟଣାରେ ‘ପଥ ଉତ୍ସବ’ ଅନୁଷ୍ଠିତ

ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କଡ଼ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ…

କଂଗ୍ରେସ ହେଉଛି ଦେଶର ସବୁଠାରୁ ବଡ ଧଳା ହାତୀ: ବିଆରଏସ

ହାଇଦ୍ରାବାଦ: ଦେଶର ୫ଟି ରାଜ୍ୟରେ ହେବାକୁଯାଉଛି ବିଧାନସଭା ନିର୍ବାଚନ । ଏନେଇ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି ଏବଂ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର ପ୍ରସାର । ଗୋଟିଏ ଦଳ ଆଉ ଏକ ଦଳ ଉପରେ କାଦୁଅ ଫୋପାଡିବାରେ ମଧ୍ୟ ଲାଗିଛନ୍ତ । ସମସ୍ତ ଦଳ ସରକାର ଗଠନ କରିବାକୁ ଦାବି…

ଓଡିଶା ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଖୁବ ଶିଘ୍ର ଓଡିଶା ଗସ୍ତରେ ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ତରଫରୁ ସେମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ କେବେ ଆସିବା ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ଏନେଇ ଖୁବ ଶିଘ୍ର ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର…