Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପି ସହ ଯୋଗାଯୋଗରେ ବିଜେଡି ବିଧାୟକ? ଜୟନାରାୟଣ ମିଶ୍ରଙ୍କ ଦାବିକୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବିଜେଡିର ବରିଷ୍ଠ ନେତା ତଥା ସମ୍ବଲପୁର ଜିଲ୍ଲା ସଭାପତି ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିବାପରେ ବିଜେପିରେ ଯୋଗ ଦେବାକୁ ଇଚ୍ଛୁକ ଥିଲେ। ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଏଭଳି ଦାବି କରିବା ପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଶିବିର ସହ…

ଦିଗପହଣ୍ଡି ରାଜନୀତିରେ ତନ୍ତ୍ର ପ୍ରୟୋଗ କୌଶଳ, ନିର୍ବାଚନ ଆସନ୍ନ ବେଳେ ବଢ଼ାଇଲା ନୂଆ ଚର୍ଚ୍ଚା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରାଜନୀତିରେ କଳାଯାଦୁ ବା ତନ୍ତ୍ର ପ୍ରୟୋଗ ଅଭିଯୋଗରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସ୍ବର୍ଗତ ବିଧାୟକ ସୂର୍ଯ୍ଯ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର, ତାଙ୍କ ସହଯୋଗୀ ସିମାଦ୍ରି ପାତ୍ର…

ବିଜେଡିର ମିଶ୍ରଣ ପର୍ବ: ‘ଆହୁରି ମଜବୁତ ହେବ ଦଳ’

ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ…

ମିଜୋରାମରେ ଜିତିବାକୁ ମୋଦିଙ୍କ ବିରୋଧରେ ରାହୁଲଙ୍କ ମଣିପୁର ଅସ୍ତ୍ର !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ମିଜୋରାମ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମିଜୋରାମର ୪୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାହୁଲ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଚାରକୁ…

ତେଲେଙ୍ଗାନାରେ ରାହୁଲ ପ୍ରିୟଙ୍କାଙ୍କ ଯାତ୍ରା ପୂର୍ବରୁ କଂଗ୍ରେସ ବସ ପଙ୍କଚର!

ଭୁବନେଶ୍ୱର: ତେଲେଙ୍ଗାନାର ୫୫ ଟି ସିଟ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଅସନ୍ତୋଷ ଓ ବିଦ୍ରୋହ ପଦାକୁ ଆସିଛି। ରାଜ୍ୟର ୧୧୯ ସିଟ ମଧ୍ୟରୁ ଦଳ ପ୍ରଥମ ପର୍ଯ୍ୟାୟରେ ୫୫ ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ବହୁ ସିଟରେ ଆଶାୟୀ ମାନେ ଟିକେଟ ନ ପାଇ…

ସୋରରେ ପୁଣିଥରେ ପର୍ଶୁରାମ ଧଡାଙ୍କୁ ବିଧାୟକ ନକରାଇବାକୁ ମନ୍ଦିରରେ ଶପଥ ନେଲେ ଦଳୀୟ କର୍ମୀ

ସୋର: ବାଲେଶ୍ୱର ଜିଲ୍ଲାରେ ଶାସକ ବିଜୁ ଜନତା ଦଳ ଏକ ବିଭାଜିତ ଘର ଭଳି ମନେ ହେଉଥିବା ବେଳେ ସୋରରେ ଦଳର ଦୁଇ ଗୋଷ୍ଠୀ ଅଲଗା ଅଲଗା ଜନସମ୍ପର୍କ ପଦଯାତ୍ରାର ନେତୃତ୍ୱ ନେଉଛନ୍ତି। ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଜିଲ୍ଲା ବିଜେଡି ଉପସଭାପତି ଅଶୋକ କୁମାର ନାୟକଙ୍କ…

‘ମନ୍ତ୍ରୀ ପଦ ହରାଇବା ପରେ ଏବେର ସମ୍ବଲପୁର ବିଜେଡି ସଭାପତି ବିଜେପି ଟିକେଟ୍ ମାଗୁଥିଲେ’

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି ଯେ ରେଢାଖୋଲ ବିଜେଡି ବିଧାୟକ ତଥା ସମ୍ବଲପୁର ବିଜେଡି ସଭାପତି ରୋହିତ ପୂଜାରୀ ବିଜେପି ଟିକେଟରେ ସମାନ ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସମ୍ବଲପୁରରେ ଆୟୋଜିତ…

ନିର୍ବାଚନ ଲଢିବେନି ନରସିଂହ ମିଶ୍ର, ସାନପୁଅ ସମରେନ୍ଦ୍ର ହେବେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ନିର୍ବାଚନକୁ ନେଇ ଏବେ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ ଲାଗି ପଡିଛନ୍ତି। ଏହାରି ଭିତରେ ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବୟସ ଅଧିକ…

ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ପାଖେଇ ଆସୁଛି ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପ୍ରତିଦ୍ବନ୍ଦି ଦଳ ପ୍ରାର୍ଥୀ ଘୋଷଣା କରୁଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମଧ୍ୟପ୍ରଦେଶରେ ୧୪୪ ଜଣ, ଛତିଶଗଡରେ…

ରାବଣ ପୋଡ଼ିକୁ ନେଇ ଦୀପାଳି-ଅଳକାଙ୍କ ମଧ୍ୟରେ ଲଢ଼େଇ!

ଝାରସୁଗୁଡ଼ା: ଦିବଂଗତ ନେତା ନବକିଶୋର ଦାସ ଏବଂ କିଶୋର ମହାନ୍ତି ଯଦିଓ ଗୋଟିଏ ଦଳ ବିଜେଡିରେ ଥିଲେ କିନ୍ତୁ ଏମାନଙ୍କ ସଂପର୍କ କିଭଳି ଜିଲ୍ଲା କଣ ରାଜ୍ୟ ରାଜନୀତିରେ ସମସ୍ତଙ୍କୁ ଜଣା। ଯଦିଓ ଏବେ ଏହି ଦୁଇ ନେତା ଆଉ ନାହାନ୍ତି କିନ୍ତୁ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ଆରମ୍ଭ…