Latest Odisha News

BREAKING NEWS

Browsing Category

ରାଜନୀତି

‘ସମ୍ବଲପୁର’ ଛାଡ଼ି ଦେବ କି ବିଜେଡି ?

ଭୁବନେଶ୍ୱର: ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆଯିବା ପରେ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏମିତି ଅପ୍ରତ୍ୟାଶିତ ଭାବେ ରୋହିତଙ୍କୁ ବାଦ ଦିଆଯିବା ରାଜନୈତିକ ମହଲକୁ ଚକିତ କରିଛି। ଏଭଳି ସ୍ଥିତିରେ ସମ୍ବଲପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ପଶ୍ଚିମ ଓଡିଶାର…

ମଧ୍ୟପ୍ରଦେଶ ଜିତାଇବେ ପ୍ରିୟଙ୍କା !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛି। ରାଜ୍ୟର ମହିଳା, ଯୁବ ବର୍ଗ ତଥା ଅନ୍ୟାନ୍ୟ ବର୍ଗ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଦଳର ପ୍ରମୁଖ ଚେହେରା ପ୍ରିୟଙ୍କା ଗାନ୍ଧୀ ଚଳିତ ମାସ ୧୨ ତାରିଖରେ ପ୍ରଚାରକୁ ଓଲ୍ହାଇବେ।…

କଂଗ୍ରେସଠୁ ହାରିଲେ, ଏବେ ନିଜ ଭିତରେ ଲଢୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ପରାଜୟ ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ଏତେ ବଡ଼ ପରାଜୟ ପାଇଁ କର୍ଣ୍ଣାଟକରେ ବିଜେପି ନେତାମାନେ ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଛନ୍ତି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି ଟି ରବି…

ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କଲେ ଶରଦ ପାୱାର

ମୁମ୍ବାଇ: ଏନସିପି ଅଧ୍ୟକ୍ଷ ଶରଦ ପାୱାର ଶନିବାର ଦଳର ବରିଷ୍ଠ ନେତା ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରିଛନ୍ତି ଶରଦ ପାୱାର । ୧୯୯୯ ମସିହାରେ ପାୱାର ପି.ଏ ସାଙ୍ଗମାଙ୍କ ସହ…

ରାଜ୍ୟର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉ ନାହାନ୍ତି କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ସରକାରରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉନାହାନ୍ତି। ସାମ୍ପ୍ରତିକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏପରି କହି ସମାଲୋଚନା କରିଛନ୍ତି। ଭୁବନେଶ୍ୱରରେ ଦିଲ୍ଲୀପ ଶତପଥୀ ସ୍ମାରକୀ…

କୋରାପୁଟ କଂଗ୍ରେସ ମୁଖିଆ ପଦରୁ ହଟିଲେ ତାରାଙ୍କ ପତ୍ନୀ ମିନାକ୍ଷୀ, ତେଜିଲା କନ୍ଦଳ!

କୋରାପୁଟ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶାରେ ନୂଆ ଜିଲ୍ଲା ସଭାପତି ନିଯୁକ୍ତି କରିଛି। ଏହି ଅଦଳବଦଳ କ୍ରମରେ କୋରାପୁଟ ଜିଲ୍ଲାର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ…

ଟ୍ରେନ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ବିଦେଶ ବୁଲା: ବର୍ଷିଲା ବିଜେପି, ଗସ୍ତ ସପକ୍ଷରେ ଯୁକ୍ତି ବାଢିଲେ ସୋର…

ଭୁବନେଶ୍ୱର: ଗତ ଜୁନ୍ ୨ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଖବର ସାରା ଦେଶ ଓ ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଦେଶର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି। ତା'ପର ଦିନ ମନ୍ତ୍ରୀ ଓ…

‘ରେଢ଼ାଖୋଲ ରାଜନୀତି’, ରୋହିତ ହାରିଲେ ଆସଫ ଜିତିଲେ!

ଭୁବନେଶ୍ୱର: ରୋହିତ ପୂଜାରୀଙ୍କୁ ମନ୍ତ୍ରୀପଦରୁ ବାଦ ଦେବା ପ୍ରସଙ୍ଗ ଏବେ ରାଜ୍ୟର ସବୁଠୁ ବଡ଼ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି। ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଦୁଇ ଦୁଇ ଥରର ବିଧାୟକ ତଥା ଯୁବ ନେତା ରୋହିତ ପୂଜାରୀ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ପୂର୍ବରୁ ଯେତେବେଳେ ବି…

‘କର୍ଣ୍ଣାଟକ ରାଜନୀତି’, ବିରୋଧୀ ଦଳ ନେତା ବାଛିପାରୁନି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ପରାଜୟ ପରେ ବିରୋଧୀ ଦଳ ଆସନରେ ବସିଥିବା ବିଜେପି ଏଯାଏ ବିରୋଧୀ ଦଳ ନେତା ଚୟନ କରି ପାରି ନାହିଁ। କଂଗ୍ରେସ ନୂଆ ସରକାର ଗଠନ କରିବା ସହ ସବୁ ମନ୍ତ୍ରୀ ଶପଥ ନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ବିଜେପି କିନ୍ତୁ ବିଧାନସଭାରେ ନିଜ ନେତା ଚୟନ କରି ନ…

ମନ୍ତ୍ରୀ ପଦ କାଢ଼ିନେଲେ ଟିକେଟ ଦେବେ ତ ?

ଭୁବନେଶ୍ୱର: କାହିଁକି ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କ ପ୍ରଦର୍ଶନ ଖରାପ ଥିବାରୁ ତାଙ୍କୁ ବାଦ ଦିଆଯାଇଥିବା ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନକୁ ନେଇ ସମୀକ୍ଷା କରାଯାଇଥିଲା। କିନ୍ତୁ…