Latest Odisha News

BREAKING NEWS

Browsing Category

ରାଜନୀତି

ମଖ୍ୟମନ୍ତ୍ରୀଙ୍କୁ ଭେଟି ଟିକେଟ ଆଣିଲେ ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତିନି ଦଳର ପ୍ରସ୍ତୁତି ଜୋରଦାର ହୋଇଛି । ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ  ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କଠାରୁ ଦଳୀୟ ଟିକେଟ ଆଣିଛନ୍ତି । ଆଜି ଦୀପାଳି…

କ’ଣ କଲେ ପଶ୍ଚିମବଙ୍ଗରେ ମମତା ସରକାର ଭାଙ୍ଗିଯିବ? ଦଳୀୟ ସମାବେଶରେ କହିଲେ ଗୃହମନ୍ତ୍ରୀ

କୋଲକାତା: ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦାବି କରିଛନ୍ତି ଯେ ଯଦି ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ୩୫ଟି ଆସନରେ ଜିତିବାରେ ସଫଳ ହୁଏ, ତେବେ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଏହାର କାର୍ଯ୍ୟକାଳର ବହୁ ପୂର୍ବରୁ ଭାଙ୍ଗିଯିବ। ଯଦି…

ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାରଙ୍କ ମେଗାପ୍ଲାନ୍

ପାଟନା: ନିକଟରେ ପ୍ରମୁଖ ବିରୋଧୀ ଦଳ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ବିହାର ମୁଖ୍ୟ ନୀତିଶ କୁମାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ପାଟନାର ଦଳୀୟ କାର୍ଯ୍ୟାଳୟରେ ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଏହି ନୂଆ ରଣନୀତି…

କର୍ଣ୍ଣାଟକ ନିର୍ବାଚନ; ଟିକେଟ୍ ଦେଲାନି ବିଜେପି, ହାତ ଧରିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗଳୁରୁ: କର୍ଣ୍ଣାଟକ ବିଜେପିରେ ଟିକେଟ କନ୍ଦଳ ତେଜିବାରେ ଲାଗିଛି । ବିଜେପି ଟିକେଟ୍ ନ ଦେବାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ଦଳ ଛାଡ଼ିବା ସହ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ମେ ୧୦ରେ ମତଦାନ ପୂର୍ବରୁ ସାଭଦି ବିଜେପି ଛାଡ଼ି କଂଗ୍ରେସ ଶିବିରରେ ମିଶିବା ପରେ ଦଳ ତାଙ୍କୁ…

‘ୟୁପି’ରେ ଅପରାଧୀ ସଫେଇ, ଦେଶବ୍ୟାପୀ ଚର୍ଚ୍ଚାରେ ଯୋଗୀ

ଭୁବନେଶ୍ୱର: ଉତ୍ତରପ୍ରଦେଶ ଓ ବିହାରରେ ଜଙ୍ଗଲରାଜକୁ ନେଇ ସବୁବେଳେ ଚର୍ଚା ହୁଏ। ଦୁଷ୍କର୍ମ, ହତ୍ୟାଠୁ ଆରମ୍ଭ କରି ଚୋରି ରାହାଜାନୀ ଉତ୍ତରପ୍ରଦେଶର ସାଧାରଣ ଘଟଣା ଭାବେ ଗଣାଯାଏ। ଏପରିକି ରାଜନୈତିକ ଦଳ ଗୁଡ଼ିକର ପୃଷ୍ଠପୋଷକତାରେ ଏସବୁ ହୁଏ ବୋଲି କାହିଁ କେବେଠୁ ଆଲୋଚନା ହୁଏ। ଏପରିକି ଏହି…

‘ଗେହଲଟଙ୍କୁ ମୋଦୀଙ୍କ ପ୍ରଶଂସା’ କିଛି ଉଦ୍ଦେଶ୍ୟ ନାହିଁ ତ ?

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗ ନେଇ ଗୋଟିଏ ପଟେ କଂଗ୍ରେସ ପ୍ରତି ସମର୍ଥନ ବଢୁଥିବା କୁହାଯାଉଛି। ଏପରିକି ଏହି ପ୍ରସଙ୍ଗ କଂଗ୍ରେସ ନେତା କର୍ମୀଙ୍କ ଭିତରେ ଜୋଶ ଭରିବା ସହ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛି। କିନ୍ତୁ ଏଭଳି ସମୟରେ ଦଳର କନ୍ଦଳ କଂଗ୍ରେସକୁ ଅଡୁଆରେ ପକାଇଛି।…

‘ବିରୋଧୀ’ ଏଥର ଯୋଡି ନ ହେଲେ ସଫା !

ଭୁବନେଶ୍ୱର: ବିରୋଧୀଙ୍କ ପାଇଁ ଏବେ କର ବା ମର ସ୍ଥିତି। ବିଭିନ୍ନ ପ୍ରକାର ଦୁର୍ନୀତିରେ ବିରୋଧୀ ଦଳଗୁଡିକ ଉପରେ ବିଜେପିର ଲଗାତର ଆଟାକକୁ ନେଇ ବିରୋଧୀ ଅଣନିଶ୍ୱାସୀ ହୋଇ ପଡ଼ିଥିବା କୁହାଯାଉଛି। ଏପରିକି ଅଣବିଜେପି ଦଳ ଓ ନେତାଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି, ସିବିଆଇ ଓ…

‘କର୍ଣ୍ଣାଟକ ନିର୍ବାଚନ’ ଭାଗ ହେବନି ଅଣବିଜେପି ଭୋଟ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ବିରୋଧୀଙ୍କ ନୂଆ ଯୋଜନା। ଅଣବିଜେପି ଭୋଟକୁ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା ହୋଇଥିବା ଦେଖାଯାଇଛି। ସେଥିପାଇଁ କର୍ଣ୍ଣାଟକର ଉପକୂଳ ଜିଲ୍ଲାର ସିଟ ଗୁଡିକରେ ସିପିଆଇ ଓ ସିପିଆଇ(ଏମ) ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।…

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଧର୍ମର ଜୟ କହିଲା ବିଜେପି

ଭୁବନେଶ୍ୱର: ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସୁପ୍ରିମକୋର୍ଟଙ୍କ ରାୟକୁ 'ଧର୍ମ'ର ବିଜୟ ବୋଲି କହିଛି ବିଜେପି। ଏହି ପ୍ରକଳ୍ପ ପାଇଁ ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ ବୋଲି ବିବେଚନା କରି ବେଦାନ୍ତ ଉପରେ ୫ ଲକ୍ଷ ଟଙ୍କା ଜରିମାନା…

କୋଟିଆ ରାଜନୀତି: ଧର୍ମେନ୍ଦ୍ରଙ୍କ ‘ଗୋ ବ୍ୟାକ ଆନ୍ଧ୍ର’ ନାରାକୁ ବିଜେଡିର ଉପହାସ, ମଧ୍ୟସ୍ଥତା ଦାବି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଗୋ ବ୍ୟାକ୍ ଆନ୍ଧ୍ର' ସ୍ଲୋଗାନକୁ 'ବ୍ୟର୍ଥ' କହି ଉପହାସ କରିଥିଲା ବିଜୁ ଜନତା ଦଳ। ଏବେ ଏହାର କଡା ଜବାବ ଦେଇଛନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଶାସକ ଦଳ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ କୋଟିଆ…