Latest Odisha News

BREAKING NEWS

Browsing Category

ରାଜନୀତି

୯ ବର୍ଷରେ ମୋଦି ଯାହା କରିଛନ୍ତି, ସ୍ୱାଧୀନତା ପରଠାରୁ ଲୋକଙ୍କ ପାଇଁ ହୋଇନଥିଲା: ମନମୋହନ

ଭୁବନେଶ୍ୱର: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ମାସେ ବ୍ୟାପି ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି । ଆଜି ଭଦ୍ରକ ଜିଲ୍ଲା…

ପୁତୁରା ଭାଙ୍ଗିଲେ ଦଳ, ଏବେ ପାୱାର କରିବେ କଣ ?

ମୁମ୍ବାଇ: ଶିବସେନା ପରେ ଭାଙ୍ଗିଲା ଏନସିପି । ମହାରାଷ୍ଟ୍ରରେ ବଢ଼ୁଛି ବିଜେପି । ଛିଣ୍ଡୁଛି ବିରୋଧୀଙ୍କ ବଳ । ଶରଦ ପାୱାରଙ୍କ ଏନସିପିକୁ ଭାଙ୍ଗି ପୁତୁରା ଅଜିତ ପାୱାର ପ୍ରତିଶୋଧ ନେଇଛନ୍ତି । ୨୦୧୯ ପରେ ତୃତୀୟ ଥର ପାଇଁ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଜିତ୍ ପାୱାର…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର

ମୁମ୍ବାଇ: ଶରଦ ପାୱାରଙ୍କ ଏନସିପିକୁ ଝଟକା । ଏନଡିଏରେ ସାମିଲ୍ ହେଲେ ଅଜିତ୍ ପାୱାର । ହେଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଝଟକା ଦେଇ ୨୯ ଏନସିପି ବିଧାୟକଙ୍କ ସହ ଅଜିତ୍ ପାୱାର ଏନଡିଏରେ ମିଶିଛନ୍ତି । ଅଜିତ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୯ ଏନସିପି ବିଧାୟକ…

ରାଜଭବନରେ ଅଜିତ୍ ପାୱାର, ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ପୁଣି ମହାରାଷ୍ଟ୍ର ରାଜନୀତିରେ ହଲଚଲ୍ ଦେଖିବାକୁ ମିଳିଛି । ଶିବସେନାକୁ ଭାଙ୍ଗି ଗୋଟିଏ ଗୋଷ୍ଠୀ ସହ ବିଜେପି ମେଣ୍ଟ ସରକାର ଗଢ଼ିଛି । ଉଦ୍ଧବଙ୍କ ଶିବସେନା ୨ ଗୋଷ୍ଠୀରେ ପରିଣତ ହେବା ପରେ ଏନସିପି ମଧ୍ୟ ୨ ଭାଗ ହେବାକୁ ଯାଉଛି । ମହାରାଷ୍ଟ୍ରରେ ଏନସିପି ବିରୋଧୀ ଦଳ ଥିବା ବେଳେ…

ରାହୁଲଙ୍କୁ ଶର୍ମିଳାଙ୍କ ହାତ ଧରିବାକୁ ଦେବେନି !

ଭୁବନେଶ୍ୱର: ତେଲେଙ୍ଗାନାରେ ଛିଡିପାରୁନି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟରେ ଅଙ୍କ। ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳା କଂଗ୍ରେସରେ ମିଶିବା ନେଇ ଉଦ୍ୟମ କରିବା ସହ ଏ ନେଇ କଂଗ୍ରେସ ପକ୍ଷରୁ ଗ୍ରୀନ ସିଗନାଲ ମିଳିଥିଲେ ମଧ୍ୟ ନିଷ୍ପତ୍ତି ହୋଇପାରୁ ନାହିଁ।…

ନିଜ ଭିତରେ ଲଢେଇ ପାଇଁ…କର୍ଣ୍ଣାଟକରେ ସରକାର ଗଲା, ଏବେ କେନ୍ଦ୍ରରେ ହରେଇଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ଭିତରେ ଲଢେଇ ଥମିବାର ନାଁ ଧରୁନି। ଗୋଟିଏ ପଟେ ପରାଜୟକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦାଲଦି, ଖୋଲାଖୋଲି ଲୋକଙ୍କ ସମ୍ମୁଖରେ ପରସ୍ପର ବିରୋଧରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବା ଓ ସାମ୍ବାଦିକ ସମ୍ମିଳନୀରେ ନିଜ ଦଳର ନେତାଙ୍କୁ କୁତ୍ସାରଟନା…

‘ସମାନ ନାଗରିକ ସଂହିତା’, ପରକୁ କରୁଛି ନିଜର, ନିଜର ହେଉଛନ୍ତି ପର!

ଭୁବନେଶ୍ୱର: ଦେଶରେ ସମାନ ନାଗରିକ ସଂହିତା ଲାଗୁ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହୋଇଛି। ଦେଶର ବିରୋଧୀ ଶାସକ ତଥା ପ୍ରମୁଖ ନେତାମାନେ ଏ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ଏଭଳି ସ୍ଥିତିରେ ସମାନ ନାଗରିକ ସଂହିତା ସପକ୍ଷରେ କଂଗ୍ରେସ ନ ଥିବା ବେଳେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ତଥା…

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ୍, ୩ରେ ଜାଳିବେ କପି

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ନିଯୁକ୍ତି ଓ ସ୍ଥାନାନ୍ତରଣକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ଶୁକ୍ରବାର ଦିଲ୍ଲୀ ସରକାର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଅସାମ୍ବିଧାନିକ ଏବଂ ଏହା…

ଇସ୍ତଫା ଦେବାକୁ ଯାଉଥିଲେ ମୁଖ୍ୟମନ୍ତ୍ରୀ, ସମର୍ଥକଙ୍କ ପ୍ରଦର୍ଶନ ଦେଖି ବଦଳାଇଲେ ନିଷ୍ପତ୍ତି

ଇମ୍ଫାଲ୍: ଲଗାତାର ୨ ମାସ ଧରି ମଣିପୁର ଜଳୁଛି । ଏହାରି ଭିତରେ ଶୁକ୍ରବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଆଉ ଚର୍ଚ୍ଚା ଭିତରେ ଏନ୍, ବୀରେନଙ୍କ ସମର୍ଥକ ପ୍ରତିବାଦ ଆରମ୍ଭ କରିଥିଲେ । ରାସ୍ତାକୁ ଓହ୍ଲାଇବା ସହ ରାଜଭବନ ଆଗରେ…

ଦିଶା ବୈଠକରେ ୫ଟିକୁ ବିରୋଧ: ଅଧାରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ

ନବରଙ୍ଗପୁର: ଦିଶା ବୈଠକରେ ଶାସକ ଓ ବିରୋଧି ତୁ ତୁ ମେଁ ମେଁ । ବୈଠକ ମଝିରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଗତକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ…