Latest Odisha News

BREAKING NEWS

Browsing Category

ରାଜନୀତି

ରାମ ମନ୍ଦିର, ଜମ୍ମୁ-କଶ୍ମୀର ପରି ୟୁସିସି ପାଇଁ ଫିକ୍ସ ହୋଇଛି କି ଅଗଷ୍ଟ ୫ ତାରିଖ ?

ନୂଆଦିଲ୍ଲୀ: ଆସୁଛି ଅଗଷ୍ଟ ୫ । ଅଗଷ୍ଟ ୫ରେ ମୋଦି ସରକାର ଘୋଷଣା କରିବେ କି ୟୁନିଫର୍ମ ସିଭିଲ କୋଡ ବା ୟୁସିସି ? କୁହାଯାଉଛି, ଆଗାମୀ ମୌସୁମୀ ଅଧିବେଶନରେ ୟୁସିସି ବିଲ ଆଣିପାରନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳରେ ଦେଇଥିବା ବୟାନ  ସେମିତି କିଛି ସଙ୍କେତ…

୧୪ ରେ କ୍ଷମତା ନେଇଥିଲା ଦରବୃଦ୍ଧି, ୨୪ ରେ ଦେବ!

ଭୁବନେଶ୍ୱର: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣକୁ ଆସିବା ବଦଳରେ ଆହୁରି ବଢିଚାଲିଛି। ଯେଉଁଥିପାଇଁ ଲୋକଙ୍କ ଦୁର୍ଦଶା ମଧ୍ୟ ବଢି ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳଗୁଡିକ ଏହାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ଏହି ଅବସରରେ…

ମହାରାଷ୍ଟ୍ରରେ ବିଜେପିକୁ ଘାରିଲା ହାରିବା ଭୟ !

ଭୁବନେଶ୍ୱର: ଦେଶର ପ୍ରମୁଖ ଦଳଗୁଡିକର ନଜରରେ ମହାରାଷ୍ଟ୍ର। ରାଜ୍ୟର ରାଜନୈତିକ ସମୀକରଣ ବଦଳୁଥିବା ବେଳେ ବିଆରଏସ ଭଳି ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ ମହାରାଷ୍ଟ୍ରରେ ଏଣ୍ଟ୍ରି ମାରିଲେଣି। ସେପଟେ ସିନ୍ଦେ ବିଜେପି ମେଣ୍ଟ ଓ ଏମଭିଏ ମେଣ୍ଟ ମଧ୍ୟରେ ଲଢେ଼ଇ ମଧ୍ୟ ତୀଵ୍ର ହେଉଛି। ଏଭଳି…

ଏବେ ସିଂଦେଓଙ୍କୁ ଲଲିପପ, ଜିତିଲେ ହଟିବେ ବଘେଲ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ଦିନଠାରୁ ଲାଗି ରହିଥିବା ସମସ୍ୟା କିଛି ପରିମାଣରେ ସମାଧାନ ହୋଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ନେତୃତ୍ୱ। ଛତିଶଗଡ଼ରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟତମ…

ଆପରେ ସାମିଲ ହେଲେ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ

ନୂଆଦିଲ୍ଲୀ:ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ଆମ ଆଦମୀ ପାର୍ଟି (AAP)ରେ ସାମିଲ ହୋଇଛନ୍ତି । ଗୁରୁବାର ଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ମଧ୍ୟପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ବଳ ବଢାଇବାର ପ୍ରୟାସ ଜାରି ରଖିଛି ଆପ । ନିର୍ବାଚନ…

ରାଜସ୍ଥାନରେ ଘାଣ୍ଟୁଛି ବିଜେପି, କିଛି ମିଳିବ ତ ?

ଭୁବନେଶ୍ୱର: ରାଜସ୍ଥାନରେ କ୍ଷମତାକୁ ଫେରିବାକୁ ବିଜେପି ନିଜର ସବୁ ଶକ୍ତି ଖଟାଇବା ଆରମ୍ଭ କରିଛି। କଂଗ୍ରେସ ସରକାରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରୁ ଫାଇଦା ନେବାକୁ ଦଳ ଯୋଜନା କରିଛି। ଏପରିକି ଏହାକୁ…

କର୍ଣ୍ଣାଟକରେ ବିଜେପି ନେତାଙ୍କୁ ବାନ୍ଧିବ କଂଗ୍ରେସ !

ଭୁବନେଶ୍ୱର: ବିଜେପି ସରକାର ସମୟରେ କର୍ଣ୍ଣାଟକରେ ଯେତେ ସବୁ ସ୍କାମର ଅଭିଯୋଗ ହୋଇଛି ସବୁର ତଦନ୍ତ ହେବ। ଯେତେ ଦୁର୍ନୀତି ଓ ଅନିୟମିତତା ହୋଇଛି ସବୁର ଗୋଟି ଗୋଟି ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି। ପୂର୍ବ ବିଜେପି ସରକାର ସମୟରେ ମେଡିକାଲ କଲେଜ ନିର୍ମାଣଠୁ…

ଡେଲିଭରି ବୟରୁ ମେକାନିକ ପର୍ଯ୍ୟନ୍ତ ରାହୁଲଙ୍କ ଯାତ୍ରା !

ଭୁବନେଶ୍ୱର: କେତେବେଳେ ଡେଲିଭରି ବୟଙ୍କ ସ୍କୁଟରରେ ତ କେତେବେଳେ ଟ୍ରକରେ। ଆଉ କେତେବେଳେ ବାଇକ ଗ୍ୟାରେଜରେ। ଗତ କିଛି ମାସ ଧରି ବିଭିନ୍ନ ବର୍ଗର ତୃଣମୂଳ ସ୍ତରର ଲୋକଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଯାଉଛନ୍ତି। ସେମାନଙ୍କ ସହ ଯାତ୍ରା କରୁଛନ୍ତି ସେମାନଙ୍କ ସୁଖଦୁଃଖ…

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି। କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ…