Latest Odisha News

BREAKING NEWS

Browsing Category

ରାଜନୀତି

ଜିତିବା ପରେ ଦୀପାଳିଙ୍କ ସହ କଥା ହେଲେ ନବୀନ, କହିଲେ ‘ଝାରସୁଗୁଡ଼ାର ବିକାଶ ପାଇଁ କାମ କର’

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜୟ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଐତିହାସିକ ବିଜୟ ପାଇଁ ଫୋନରେ ନବୀନ, ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଝାରସୁଗୁଡ଼ାର ଦ୍ରୁତ ବିକାଶ ପାଇଁ କାମ କରିବାକୁ…

ଝାରସୁଗୁଡ଼ା ଫଳାଫଳର ସମୀକ୍ଷା କରିବୁ: ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟ୍ ବ୍ୟବଧ୍ୟାନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି…

ଜଳନ୍ଧର ଲୋକସଭା ଉପନିର୍ବାଚନ, ଆପ୍ ଆଗୁଆ

ଜଳନ୍ଧର: ପଞ୍ଜାବର ଜଳନ୍ଧର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟ୍ ଗଣତିରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଆପ୍ ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ କଂଗ୍ରେସର କର୍ମଜିତ କୌରଙ୍କ ଠାରୁ ୫୭ ହଜାର ୬୮୭ ଭୋଟରେ ଆଗୁଆ ଅଛନ୍ତି । ନିର୍ବାଚନ କମିଶନଙ୍କ ୱେବସାଇଟ୍…

ଝାରସୁଗୁଡା ଉପନିର୍ବାଚନ: ବଢିଲା ବିଜେଡି-ବିଜେପି ଭୋଟ; ଖସିଲା କଂଗ୍ରେସ

ଝାରସୁୁଗୁଡା:ଝାରସୁଗୁଡା ଉପନିର୍ବାଚନରେ ବିଜେଡି ମାରିଛି ବାଜିମାତ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ସେ ୧ ଲକ୍ଷ ହଜାର ୩ ଭୋଟ୍ ପାଇଁ ଉପ ନିର୍ବାଚନ ଜିତିଛନ୍ତି । ୨୦୧୯ ନିର୍ବାଚନ ତୁଳନାରେ  ଉପ ନିର୍ବାଚନରେ ବିଜେପି-ବିଜେଡିର ଭୋଟ ବଢିଥିବା ଲକ୍ଷ୍ୟ…

ଜିତିଲେ ଦୀପାଳି; ଭାଙ୍ଗିଲେ ବାପାଙ୍କ ରେକର୍ଡ

ଝାରସୁଗୁଡା: ବାଜି ମାରିଲା ବିଜେଡି ।  ଝାରସୁଗୁଡା ଉପ ନିର୍ବାଚନରେ ଜିତିଲେ ନବ ଦାସଙ୍କ ଝିଅ ଦୀପାଳି । ଖାଲି ଜିତି ନାହାନ୍ତି, ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮, ୬୧୯ ଖଣ୍ଡ ଭୋଟ ଅଧିକ ପାଇ…

ଗଣତି ରାଉଣ୍ଡ ବଢୁଛି, ଭୋଟ ବ୍ୟବଧାନ ବି ବଢୁଛି: କେତେ ଭୋଟରେ କିଏ ଆଗେଇଲା ?

ଝାରସୁଗୁଡା: ଆଗେଇ ଚାଲିଛି ବିଜେଡି ।  ୯ ରାଉଣ୍ଡ ଗଣତି ସରିଥିବାବେଳେ ବିଜେଡି ଯେତିକି ଆଗେଇ ଚାଲିଛି ବିଜେପି ଓ କଂଗ୍ରେସ ସେତିକି ପଛରେ ରହି ଯାଉଥିବା ଲକ୍ଷ୍ୟ କରାଯାଉଛି । ବଢି ଚାଲିଛି ଭୋଟର ବ୍ୟବଧାନ । ୯ମ  ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୫ ହଜାରରୁ ଅଧିକ…

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି। ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ…

ରାଜନୀତି ଛାଡିବେ କି ମୋଦି ?

ଭୁବନେଶ୍ୱର: ପୂର୍ବତନ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦଳକୁ କର୍ଣ୍ଣାଟକରେ ସମୃଦ୍ଧ କରିବା ସହ ଦଳ ପ୍ରତି ତାଙ୍କର ବିଶେଷ ଅବଦାନ ରହିଛି। କିନ୍ତୁ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନ ଦେଇ…

ଫେଲ ମାରିବ କି ବିଜେପିର ମିଶନ ଦକ୍ଷିଣ?

ଭୁବନେଶ୍ୱର: କାହିଁକି କର୍ଣ୍ଣାଟକ ଫଳାଫଳ ବିଜେପି ଓ କଂଗ୍ରେସ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଗକୁ ଦେଶର ସାଧାରଣ ନିର୍ବାଚନ ଥିବାବେଳେ ବିଜେପି ତୃତୀୟ ଥର ପାଇଁ ଦେଶରେ ଶାସନକୁ ଆସିବାକୁ ଚାହୁଁଛି। କିନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ଏକାଠି ହୋଇ…

ବିରୋଧୀ ଏକତା ପାଇଁ ବିଭିନ୍ନ ନେତାଙ୍କୁ ଭେଟୁଛନ୍ତି ନୀତୀଶ କୁମାର, ଦୋଛକିରେ କଂଗ୍ରେସ?

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକାଠି କରି ଗୋଟିଏ ମଞ୍ଚକୁ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ତେବେ ଯେଉଁସବୁ ଆଞ୍ଚଳିକ ଦଳ ଏକାଠି ଏକାଠି ହେବାକୁ ଚେଷ୍ଟା କରୁଛନ୍ତି ସେଥିରେ କଂଗ୍ରେସ ରହିବ ନା…