Latest Odisha News

BREAKING NEWS

Browsing Category

ରାଜନୀତି

କେମିତି କମୁଛି ଓଡ଼ିଶାରେ ଉତ୍ପାଦିତ ଲୁହା ପଥରର ମାନ ? ସଂସଦରେ ତଦନ୍ତ ଦାବି କଲେ ଅପରାଜିତା

ନୂଆଦିଲ୍ଲୀ: ସସଂଦରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଖଣି ଖନନରେ ଦୁର୍ନୀତି ହୋଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । କହିଛନ୍ତି ଓଡ଼ିଶା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏକାଧିକ ଲୁହା ପଥର ଖଣି ନିଲାମ କରିଥିଲେ ।…

ବଦଳିଲା ପରି ନଜର ଲାଗୁଛନ୍ତି ନୀତିଶ କୁମାର?

ପାଟଣା: ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦୁଇଟି ଚେହେରା ଦେଖିବାକୁ ମିଳିଛି। ବୁଧବାର ବିଧାନସଭାରେ ତାଙ୍କର କ୍ରୋଧ ଦେଖିବାକୁ ମିଳିଥିଲା। ଗୁରୁବାର ସେ ବିରୋଧ କରୁଥିବା ବିଜେପି ବିଧାୟକଙ୍କ ପିଠି ଥାପୁଡାଇ ଦେଉଥିବା ଦେଖିବାକୁ ମିଳିଥିଲା। ବିଧାନସଭାର ପ୍ରଥମ ସିଫ୍ଟରେ…

ସଂସଦରେ ଅର୍ଚ୍ଚନା ମାମଲା ଉଠାଇ ସିବିଆଇ ତଦନ୍ତ ଦାବି କଲା ବିଜେପି

ନୂଆଦିଲ୍ଲୀ: ୨ ମାସରୁ ଅଧିକ ସମୟ ଧରି ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଅର୍ଚ୍ଚନା ନାଗ ମାମଲା ସଂସଦରେ ଉଠିଛି । ଲୋକସଭାର ଅପରାହ୍ଣ ଅଧିବେଶନରେ ବିଜେପି ସାଂସଦ ସୁରେଶ ପୂଜାରୀ ଅର୍ଚ୍ଚନା ନାଗ ମାମଲା ଗୃହରେ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ…

LACକୁ ନେଇ ଏକାଠି ହେଲେ ୧୮ ବିରୋଧୀ ଦଳ, ଗଲାନି ବିଜେଡି

ନୂଆଦିଲ୍ଲୀ: ଏକାଠି ହେଲେ ବିରୋଧୀ, ଗଲାନି ବିଜେଡି । ତୱାଙ୍ଗ ସଂଘର୍ଷକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଡାକିଥିବା ବୈଠକରେ ୧୨ରୁ ଅଧିକ ଦଳ ଯୋଗ ଦେଇଥିଲେ । ହେଲେ ଏନଡିଏ ଓ ୟୁପିଏ ମେଣ୍ଟ ଠାରୁ ଦୂରେଇ ରହିଥିବା ବିଜେଡି ବୈଠକରେ ସାମିଲ୍…

ବୋହୂ ବିଜେଡି ପ୍ରାର୍ଥୀ ହେବେ ବୋଲି ଶେଷ ପର୍ଯ୍ୟନ୍ତ ଜାଣି ନ ଥିଲି -ରମା ବଳିୟାରସିଂ

ଭୁବନେଶ୍ୱର:ଦଳରେ ନିଶ୍ଚିତ ଭାବେ କିଛି ତ୍ରୁଟି ଥିଲା । ସେହି ତ୍ରୁଟି ହିଁ ଥିଲା ପରାଜୟର କାରଣ । ସେଥିପାଇଁ ବିଜେପି ପଦ୍ମପୁରରେ ଏତେ ଅଧିକ ଭୋଟରେ ହାରିଲା ବୋଲି ସ୍ୱୀକାର କରିଛନ୍ତି ବିଜେପି ନେତା ତଥା ବିଜୟୀ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ଶ୍ୱଶୁର ରମାରଞ୍ଜନ ବଳିୟାର ସିଂ ।…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟରେ କଂଗ୍ରେସ ନେତା ରାଜା ପଟେରିଆ ଗିରଫ

ଭୋପାଳ: ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟ । କଂଗ୍ରେସ ନେତା ରାଜା ପଟେରିଆ ଗିରଫ । ଆଜି ସକାଳ ସାଢେ ୫ଟାରେ ମଧ୍ୟପ୍ରଦେଶର ଦମୋହରୁ ଗିରଫ ହୋଇଛନ୍ତି ପାଟେରିଆ । ଗତକାଲି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା…

ଆଗୁଆ ବିଧାନସଭା ନିର୍ବାଚନକୁ ନେଇ ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ସାଧାରଣ ନିର୍ବାଚନ 2024 ଆରମ୍ଭ ହେବାର ବହୁ ପୂର୍ବରୁ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ। ଏପରି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଶାସକ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ମୁଖ୍ୟତଃ ଏହାକୁ ନେଇ…

ନବୀନ କାହାକୁ ଭରସା କରିବେ ମୋଦୀ ନା ନୀତିଶ?

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରେ କାହା ସହିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷରୁ କମ୍ ସମୟ ରହିଛି । ଏହା ପୂର୍ବରୁ ନବୀନଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି ଅନେକ…

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରୁହ’ ଭାଇରାଲ୍ ହେଉଛି କଂଗ୍ରେସ ନେତାଙ୍କ ଭିଡିଓ

ଭୋପାଳ: କ୍ଷମତା ନିଶାରେ କଂଗ୍ରେସ ନେତା କେତେବେଳେ କଣ କହୁଛନ୍ତି ଜାଣି ପାରୁନାହାଁନ୍ତି । ଏବେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କଥା କହୁଛନ୍ତି । ଭିଡିଓ ଭାଇରାଲ୍ ପରେ ପଟେରିଆ ମନ୍ତବ୍ୟ ବଦଳାଇଥିବା ବେଳେ ବିବାଦ…

ଶପଥ ନେଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦମପୁରର ନବି ନିର୍ବାଚିତା ବିଧାୟିକା  ବର୍ଷା ସିଂ ବରିହା  ଆଜି ଶପଥ ନେଇଛନ୍ତି ।  ବାଚସ୍ପତିଙ୍କ  ପ୍ରକୋଷ୍ଠରେ ସେ ପଦ ଓ  ଶପଥ ନେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷା ଶନିବାର ଦିନ ଭୁବନେଶ୍ୱର ଆସିଥିଲେ । ସେ…