Latest Odisha News

BREAKING NEWS

Browsing Category

ରାଜନୀତି

ଜାମିନ୍ ଶୁଣାଣି ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ସିବିଆଇ ପରେ ମନୀଷ ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇଛି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଜେରା ପରେ ଗିରଫ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିନ ୧୦ଟାରୁ ତିହାର ଜେଲରେ ସିସୋଦିଆଙ୍କୁ ଦିନ ୧୦ଟାରୁ ଇଡି ଜେରା ଆରମ୍ଭ କରିଥିଲା । ମନି…

ସରକାରଙ୍କ ଉପରେ ଭାରି ପଡ଼ୁଛନ୍ତି କି ତ୍ରିମୂର୍ତ୍ତି ?

ଭୁବନେଶ୍ୱର: ନବଙ୍କ ହତ୍ୟା ଘଟଣାକୁ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ସରକାରୀ ଦଳକୁ ଟାର୍ଗେଟ କରିଚାଲିଛନ୍ତି। ନବ ଦାସଙ୍କ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରି ଆସୁଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ କଡା…

ନବୀନଙ୍କଠୁ କିଛି ଶିଖ !

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନବୀନଙ୍କ ଘନ ଘନ ଗସ୍ତ। ହଜାର ହଜାର କୋଟି ଟଙ୍କା ଯୋଜନାର ଉପହାର। କେନ୍ଦୁଝରଠୁ ଆରମ୍ଭ କରି କୋରାପୁଟ, ବରଗଡ଼, କଳାହାଣ୍ଡି, ନୂଆପଡା ଗସ୍ତ କରି ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିବା ନବୀନ ରାତି ପାହିଲେ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିବେ।…

ବିଜୁ ଜନତା ଦଳର ମୁଖ୍ୟ ଲକ୍ଷ୍ୟ ମହିଳା ସଶକ୍ତିକରଣ: ନବୀନ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ, ମାଆ ମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ବିଜୁ ଜନତା ଦଳର…

ରାଜ୍ୟ ସରକାରଙ୍କ ସମସ୍ତ ନିଜସ୍ୱ ଯୋଜନା ଦେବାଳିଆ ଓ ପ୍ରଚାର ସର୍ବସ୍ୱ: ବିଜେପି

ଭୁବନେଶ୍ୱର: ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଦାୟିତ୍ୱ ରହିଛି । କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା, ଯେଉଁ ସବୁ ଯୋଜନାକୁ ନେଇ ଦିନେ ରାଜ୍ୟ ସରକାର ଓଡ଼ିଶା ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ସେ ସବୁ ଆଜି…

ବନ୍ଧୁମିଳନ ନା ନିର୍ବାଚନ ପ୍ରସ୍ତୁତି ?

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ମହଲରେ ହୋଲିର ନିଆରା ଚମକ ଦେଖିବାକୁ ମିଳିଛି। ବିଭିନ୍ନ ଦଳର ରାଜନୈତିକ ନେତା ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିବାବେଳେ ସେଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୋଲି ପାଳନ ପୂର୍ବ ସନ୍ଧ୍ୟାରେ…

‘କୁଖ୍ୟାତ କଏଦୀଙ୍କ ସହ ସିସୋଦିଆ’, ଜେଲରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ‘ଆପ୍’ର ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ରାଜନୀତି ଥମୁନି । ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ପାଇଁ ଆଜି ଜେଲରେ ମନୀଷ ସିସୋଦିଆ । ତାଙ୍କୁ ଷଡ଼ଯନ୍ତ୍ର କରି ତିହାରର ୧ ନମ୍ବର ଜେଲରେ…

ଅପରାଧିକ କାର୍ଯ୍ୟକଳାପ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ବାଟବଣା ତଦନ୍ତ ପ୍ରକ୍ର୍ରିୟାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇବାର ଉଦ୍ୟମ ପ୍ରସଙ୍ଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ରାଜନେତା ଲିଙ୍କ୍ ପ୍ରସଙ୍ଗକୁ ନେଇ ପୁଣି ବର୍ଷିଛି ବିଜେପି । ଶାସକ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ…

ନବ ଦାସଙ୍କ ଚରିତ୍ରକୁ ନେଇ ନରସିଂହଙ୍କ ମନ୍ତବ୍ୟ ପରେ ହାତ ଯୋଡ଼ିଲେ ଦୀପାଳି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ମାରିଲା ? ସେ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ କିଛି ନିଷ୍କର୍ସ ମିଳୁନି । ଅନ୍ୟପଟେ ଗୋପାଳକୁ ନେଇ ରାଜନୈତିକ ଦଳ ବିଭିନ୍ନ ବୟାନବାଜି କରୁଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଓ ଗୋପାଳ ଗୁଳିକୁ ନେଇ କଂଗ୍ରେସ…

ରାହୁଲଙ୍କ ବୟାନ କେତେ ସତ କେତେ ମିଛ?

ଭୁବନେଶ୍ୱର: ଦେଶରେ ଭାରତ ଯୋଡୋ ଯାତ୍ରା କରି ଚର୍ଚ୍ଚାରେ ରହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବିଦେଶ ମାଟିରେ ବି ଚର୍ଚ୍ଚାରେ। ଏଥର ବିଦେଶ ମାଟିରେ ଭାରତର ଗଣତନ୍ତ୍ର ବିପଦରେ ଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରାହୁଲ। ବ୍ରିଟେନ ଗସ୍ତରେ ଥିବା ରାହୁଲ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇ…