Latest Odisha News

BREAKING NEWS

Browsing Category

ରାଜନୀତି

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଡିସେମ୍ୱର ୫ ତାରିଖରେ ପଦ୍ମପୁର ବିଧାନସଭା ପାଇଁ ଉପନିର୍ବାଚନ ହେବ । ଡିସେମ୍ୱର ୮ ତାରିଖରେ ଭୋଟ୍ ଗଣତି ହେବ । ଏନେଇ ପୂର୍ବରୁ ଭାରତୀୟ…

ପଦ୍ମପୁର ପଲିଟିକ୍ସ: ବିଜେଡିକୁ ଟେନସନ ଦେବେ କି ଖୁଡି ଓ ପୁତୁରା ବୋହୂ?

ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡି ଗଡ ବଞ୍ଜାଇବାକୁ ଆରମ୍ଭ କରିଛି ପ୍ରୟାସ । ତେଣୁ ବିରୋଧୀ ଶିବିର ବିଜେପିର ଟାଣୁଆ ନେତା ରାଜୁ ଘିବେଲାଙ୍କୁ ଆଣି ଦଳରେ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି ପଦ୍ମପୁର ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ । ରାଜୁ ୨୦୧୯…

ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଜୟ ରୂପାଣୀ ଓ ନୀତିନ ପଟେଲଙ୍କ ବ୍ୟତୀତ ଆଉ…

‘ବବିଙ୍କୁ ବିରୋଧ କରି ଅସନ୍ତୁଷ୍ଟ ବିଜେଡି ନେତା କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଫଣ୍ଡିଂ…

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ଦଳ ବିଜେଡି ହାରିବା ପରେ ଏହାର ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି। ଏହାପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ବିଜେଡିର ସାଂଗଠନିକ…

ଶପଥ ପରେ ସୂର୍ଯ୍ୟବଂଶୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ଶପଥ ନେବା ପରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗୁରୁ ଦାୟିତ୍ୱ । ପଦ୍ମପୁର ଉପନିର୍ବାଚନ ପାଇଁ ସେ କରିବେ ପ୍ରଚାର । ପଦ୍ମପୁର ପାଇଁ ପ୍ରଚାର କରିବାକୁ ତାଙ୍କୁ ପଠାଇବ ବିଜେପି । ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜନୀତିରେ ନୂଆ ହେଲେ ବି ସେ…

ପଦ୍ମପୁର ଉପନିର୍ବାଚନ, କାହାକୁ ପ୍ରାର୍ଥୀ କରିବ ବିଜେଡି ?

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ଉପରେ ରହିଛି ସମସ୍ତଙ୍କ ଆଖି । ବିଜେଡି ଆସନ ବଜାୟ ରଖିବ ନା ବିଜେପି ବାଜି ପଲଟାଇବ । ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତାକାଲି ପ୍ରକାଶ ପାଇବ ଉପନିର୍ବାଚନ ଲାଗି ବିଜ୍ଞପ୍ତି । ହେଲେ ଏବେ ଯାଏ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି…

ପଦ୍ମପୁର ଉପନିର୍ବାଚନ: ନେତାଙ୍କୁ ଦାୟିତ୍ୱ ବାଣ୍ଟିଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ତିନି ପ୍ରମୁଖ ଦଳ ମଧ୍ୟ ଭୋଟ୍ ବ୍ୟାଙ୍କ ଗୋଟାଇବାକୁ ପ୍ରୟାସ କରିଛନ୍ତି। ଯଦିଓ ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବେ ତାହା କୌଣସି ଦଳ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି କିନ୍ତୁ…

ବିମୁଦ୍ରୀକରଣକୁ ୬ବର୍ଷ: କଂଗ୍ରେସର କଡ଼ା ସମାଲୋଚନା

ନୂଆଦିଲ୍ଲୀ : ୨୦୧୬ ନଭେମ୍ୱର ୮ ତାରିଖରେ ଦେଶରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଆଜି ବିମୁଦ୍ରୀକରଣକୁ ୬ ବର୍ଷ ବିତିଛି । ସେପଟେ କେନ୍ଦ୍ର ସରକାରକୁ ସମାଲୋଚନା କରିଛି କଂଗ୍ରେସ । ଭାରତର ଅର୍ଥବ୍ୟବସ୍ଥାକୁ ବିମୁଦ୍ରୀକରଣ ନଷ୍ଟ କରିଛି ବୋଲି କଂଗ୍ରେସ ମତ ଦେଇଛି । ଭାରତ ଇତିହାସର ଏହା…

ଆଡଭାନୀ@୯୫: ମୋଦୀ ଦେଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ୯୬ ବର୍ଷରେ ପାଦ ଦେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଦଳରେ ଭିଷ୍ମ ପିତାମହ ବୋଲାଉଥିବା ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ମୋଦୀ । ଭାରତର ବିକାଶରେ…

ଧାମନଗର ବିଜୟ ପରେ ବିଜେପି କହିଲା ‘ମିଛ କୁହନ୍ତୁନି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: 'ଆଶା ଥିଲା ବିଜେପି ଜିତିବ' । ଧାମନଗର ଉପନିର୍ବାଚନରେ ବିଜେପିର ବିଜୟକୁ ନେଇ ବିଜେଡି ସୁପ୍ରିମୋଙ୍କ ଏହି ମନ୍ତବ୍ୟ ଏବେ ସୃଷ୍ଟି କରିଛି ଝଡ଼ । ବିଜେପି, ବିଜେଡିକୁ କାଉଣ୍ଟର କରି କହିଛି ଶାସକ ଦଳ ଧାମନଗରରେ ଦଳ, ବଳ, କୌଶଳ ସବୁ ଲଗାଇଥିଲା । ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଧମକ…