Latest Odisha News

BREAKING NEWS

Browsing Category

ରାଜନୀତି

ଶପଥ ପରେ ସୂର୍ଯ୍ୟବଂଶୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ଶପଥ ନେବା ପରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗୁରୁ ଦାୟିତ୍ୱ । ପଦ୍ମପୁର ଉପନିର୍ବାଚନ ପାଇଁ ସେ କରିବେ ପ୍ରଚାର । ପଦ୍ମପୁର ପାଇଁ ପ୍ରଚାର କରିବାକୁ ତାଙ୍କୁ ପଠାଇବ ବିଜେପି । ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜନୀତିରେ ନୂଆ ହେଲେ ବି ସେ…

ପଦ୍ମପୁର ଉପନିର୍ବାଚନ, କାହାକୁ ପ୍ରାର୍ଥୀ କରିବ ବିଜେଡି ?

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ଉପରେ ରହିଛି ସମସ୍ତଙ୍କ ଆଖି । ବିଜେଡି ଆସନ ବଜାୟ ରଖିବ ନା ବିଜେପି ବାଜି ପଲଟାଇବ । ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତାକାଲି ପ୍ରକାଶ ପାଇବ ଉପନିର୍ବାଚନ ଲାଗି ବିଜ୍ଞପ୍ତି । ହେଲେ ଏବେ ଯାଏ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି…

ପଦ୍ମପୁର ଉପନିର୍ବାଚନ: ନେତାଙ୍କୁ ଦାୟିତ୍ୱ ବାଣ୍ଟିଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ତିନି ପ୍ରମୁଖ ଦଳ ମଧ୍ୟ ଭୋଟ୍ ବ୍ୟାଙ୍କ ଗୋଟାଇବାକୁ ପ୍ରୟାସ କରିଛନ୍ତି। ଯଦିଓ ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବେ ତାହା କୌଣସି ଦଳ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି କିନ୍ତୁ…

ବିମୁଦ୍ରୀକରଣକୁ ୬ବର୍ଷ: କଂଗ୍ରେସର କଡ଼ା ସମାଲୋଚନା

ନୂଆଦିଲ୍ଲୀ : ୨୦୧୬ ନଭେମ୍ୱର ୮ ତାରିଖରେ ଦେଶରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଆଜି ବିମୁଦ୍ରୀକରଣକୁ ୬ ବର୍ଷ ବିତିଛି । ସେପଟେ କେନ୍ଦ୍ର ସରକାରକୁ ସମାଲୋଚନା କରିଛି କଂଗ୍ରେସ । ଭାରତର ଅର୍ଥବ୍ୟବସ୍ଥାକୁ ବିମୁଦ୍ରୀକରଣ ନଷ୍ଟ କରିଛି ବୋଲି କଂଗ୍ରେସ ମତ ଦେଇଛି । ଭାରତ ଇତିହାସର ଏହା…

ଆଡଭାନୀ@୯୫: ମୋଦୀ ଦେଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ୯୬ ବର୍ଷରେ ପାଦ ଦେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଦଳରେ ଭିଷ୍ମ ପିତାମହ ବୋଲାଉଥିବା ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ମୋଦୀ । ଭାରତର ବିକାଶରେ…

ଧାମନଗର ବିଜୟ ପରେ ବିଜେପି କହିଲା ‘ମିଛ କୁହନ୍ତୁନି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: 'ଆଶା ଥିଲା ବିଜେପି ଜିତିବ' । ଧାମନଗର ଉପନିର୍ବାଚନରେ ବିଜେପିର ବିଜୟକୁ ନେଇ ବିଜେଡି ସୁପ୍ରିମୋଙ୍କ ଏହି ମନ୍ତବ୍ୟ ଏବେ ସୃଷ୍ଟି କରିଛି ଝଡ଼ । ବିଜେପି, ବିଜେଡିକୁ କାଉଣ୍ଟର କରି କହିଛି ଶାସକ ଦଳ ଧାମନଗରରେ ଦଳ, ବଳ, କୌଶଳ ସବୁ ଲଗାଇଥିଲା । ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଧମକ…

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବା ନେଇ ଆଶାବାଦୀ ତିଲୋତ୍ତମା

ବରଗଡ଼: ଧାମନଗର ପରେ ଏବେ ସମସ୍ତଙ୍କ ଆଖି ପଦ୍ମପୁର ଉପନିର୍ବାଚନ ଉପରେ । ଅନୁକମ୍ପା ଭୋଟରେ ବିଜେପି ବିଜୟୀ ହୋଇ ଆସନକୁ ବଜାୟ ରଖିଥିବା ବେଳେ ପଦ୍ମପୁରରେ କଣ ହେବ ? ବିଜେଡି ଅନୁକମ୍ପା କାର୍ଡ ଖେଳି ଦିବଙ୍ଗତ ବିଧାୟକଙ୍କ ସ୍ତ୍ରୀ ତିଲୋତ୍ତମା ବରିହାଙ୍କୁ ପ୍ରାର୍ଥୀ କରିବ କି ନାହିଁ ସେନେଇ ଦଳ…

ଗୁଜରାଟ ନିର୍ବାଚନ: ଭାରିଜା ନା ଉଭଣୀ.. ଜାଡେଜା କାହା ସମର୍ଥନରେ କରିବେ ବ୍ୟାଟିଂ?

ଅହମଦାବାଦ: ଘରେ ମା' ଛେଉଣ୍ଡ ପିଲା ଥିଲେ ଯଦି ଉଭଣୀଟିଏ ଥାଏ ତେହେଲେ ସାନ ଭାଇଟେ ବଡ ଆଶ୍ୱସ୍ତ ହୋଇଯାଏ। କାରଣ ତା'ର ଲାଳନ ପାଳନ ବଡ ଉଭଣୀ ହାତରେ ନ୍ୟସ୍ତ ଥାଏ। କିନ୍ତୁ ସମୟ ଚକ୍ରରେ ଉଭୟ ନିଜ ଗୋଡରେ ଛିଡା ହୁଅନ୍ତି। କିନ୍ତୁ ଏକ ପରିସ୍ଥିତି ଏପରି ଆସେ ଯେଉଁଠି ଭାଇଟିଏ ପରିବାରର…

ନିଜ ଗଡ଼ ରଖିନପାରି ଅମାନତ ହାରିଲା କଂଗ୍ରେସ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ନାହିଁ ପ୍ରଭାବ!

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ରବିବାର ମୁନୁଗୋଡ ଉପନିର୍ବାଚନରେ ବିଜୟୀ ହୋଇଛି। ଟିଆରଏସ ପ୍ରାର୍ଥୀ ବିଜେପି ପ୍ରାର୍ଥୀଠୁ ୧୦,୩୦୯ ଭୋଟରେ ବିଜୟୀ ହୋଇଛି। ମୋଟ୍ ମତଦାନରୁ ଟିଆରଏସ ୪୩ ପ୍ରତିଶତ, ବିଜେପି ୩୮.୩ ପ୍ରତିଶତ ଏବଂ ରାଜ୍ୟରେ ବିରୋଧୀ ଆସନରେ ବସିଥିବା…

ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ହାବିଲଦାର ନିଲମ୍ୱିତ

ପୁରୀ: ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ନିଲମ୍ୱନ କରିଛନ୍ତି ଏସ୍.ପି କନଓ୍ୱର ବିଶାଲ ସିଂ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଆହତ ହବିଷ୍ୟାଳୀ ମାଧୁରୀ ଦାଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।…