Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

ଭୁବନେଶ୍ୱର: ନିର୍ବାଚନ ସହଯୋଗୀ ବା ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବାକୁ ମନା କରିଛନ୍ତି। ମଂଗଳବାର କଂଗ୍ରେସ ଅଫର କୁ ପ୍ରତ୍ୟାକ୍ଷାନ କରିଛନ୍ତି ବୋଲି ପ୍ରଶାନ୍ତ ଟ୍ୱିଟ୍ କରି ଜଣେଇଛନ୍ତି। ଇଏଜି(ଏମ୍ପାୱାରଡ ଆକ୍ସନ୍ ଗୃପ୍) ର ସଦସ୍ଯ ରୂପେ କଂଗ୍ରେସ ରେ ଯୋଗ…

ବିଜେଡିର ପ୍ରସ୍ତୁତି ଦେଖି ରାଜ୍ୟ ବିଜେପି ସଭାପତି ଦୋହରାଇଲେ ମିଶନ ୧୨୦ ପ୍ଲସ ନାରା

ଭୁବନେଶ୍ୱର: ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିରୋଧୀ ବିଜେପି ଶାସକ ଦଳ ବିଜେଡି ପାଖରୁ ଅମାନତ ହାରିଛି। ଏହି ନିର୍ବାଚନ ପରେ ରାଜ୍ୟର ସମସ୍ତ ରାଜନୀତିକ ଦଳ ପାଇଁ ଲକ୍ଷ୍ୟ ୨୦୨୪ । କେମିତି ଜିତିବ ଦଳ ଏବଂ ନେତା । ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓଡ଼ିଶାରେ ତାଙ୍କ ଦଳର…

ରାଜସ୍ଥାନରେ ୩୦୦ ବର୍ଷର ମନ୍ଦିର ଭାଙ୍ଗି ଦୋଷ ଲଦାଲଦି ହେଉଛନ୍ତି ବିଜେପି-କଂଗ୍ରେସ

ଜୟପୁର: ଦେଶ ସାରା ମନ୍ଦିର ସୁରକ୍ଷା ପାଇଁ ଲଢ଼େଇ କରୁଥିବା ବିଜେପି ରାଜସ୍ଥାନ ଅଲୱର ଜିଲ୍ଲାରେ ୩୦୦ ବର୍ଷର ଶିବ ମନ୍ଦିର ଭାଙ୍ଗିଦେଇଛି । କେବଳ ମନ୍ଦିର ନୁହେଁ, ୮୬ଟି ଘର ଆଉ ଦୋକାନ ଭାଙ୍ଗିଛି । ବେଆଇନ ଜବରଦଖଲ ଉଚ୍ଛେଦ ନିୟମରେ ରାଜଗଡ଼ ପୌର ପରିଷଦ ଗତ ରବିବାର ମନ୍ଦିର ସହ ଘର ଭାଙ୍ଗିଦେଇଛି ।…

କଂଗ୍ରେସ ବିଧାୟକ ସାଲୁଜାଙ୍କ ଉପରେ ବର୍ଷିଲେ ଦଳୀୟ ମୁଖପାତ୍ର

ଭୁବନେଶ୍ୱର: କଂଗ୍ରେସ ଦଳରେ ଶୃଙ୍ଖଳା ନାହିଁ । ଯେଉଁଥିପାଇଁ ଦଳରେ କନ୍ଦଳ ଭରି ରହିଛି । ତେଣୁ ଦଳ ଆଗକୁ ବଢି ପାରୁନାହିଁ । ଯଦି ସନ୍ତୋଷ ସିଂହ ଭଳି ବିଧାୟକ ନିଜର ଅସନ୍ତୋଷକୁ ମିଡିଆ ଆଗରେ କହିବା ପରିବର୍ତ୍ତେ ଦଳୀୟ ଫୋରମରେ କହିବେ ତାହେଲେ ଭଲ ହୁଅନ୍ତା । ଏକଥା କହିଛନ୍ତି କଂଗ୍ରେସ…

ଜାହାଙ୍ଗୀରପୁରୀ ଘଟଣା ଦେଖିଲେ ଅନୁଭବ ହେଉଛି ଦେଶରେ ଏନଆରସି ଲାଗୁ ହେବା ଦରକାର: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ଭୁୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଜାହାଙ୍ଗିରପୁରୀ ଦଙ୍ଗା ଓ ବସ୍ତି ଉଚ୍ଛେଦକୁ ନେଇ ଗୁରୁବାର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ହନୁମାନ ଜୟନ୍ତୀ ରେ ହୋଇଥିବା କାଣ୍ଡକୁ ଦେଖିଲେ ଲାଗୁଛି, ଦେଶରେ ଖୁବ୍ ଶୀଘ୍ରୀ ଏନଆରସି ଲାଗୁ କରିବା ଦରକାର । ମୁସଲମାନ ସଂପ୍ରଦାୟ ଆଡ଼କୁ ଆକ୍ଷେପ କରି…

ରାଜଧାନୀରେ ଭଙ୍ଗାରୁଜା, ବିଶୃଙ୍ଖଳା; ପୁଲିସ ଜାଣିଶୁଣି ସାଜିଥିଲା ଜଳକା

ଭୁବନେଶ୍ୱର: ସୋମବାର ହଠାତ ୪୦ ହଜାରରୁ ଅଧିକ ଡ୍ରାଇଭର ଭୁବନେଶ୍ୱରରେ ଏକତ୍ରିତ ହେବେ ବୋଲି ରାଜ୍ୟ ସରକାର ଓ  ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅବଗତ ଥିଲେ। ତଥାପି, ସେମାନେ ବିକ୍ଷୋଭକାରୀଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଯେଉଁଥିପାଇଁ ଭଙ୍ଗାରୁଜା, ବିଶୃଙ୍ଖଳା ଏବଂ…

ବୁଲ ଡୋଜରକୁ ବିଜେପି ଦଳୀୟ ଚିହ୍ନ କରିଦେବା ଦରକାର: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ବିଜେପି ତାର ଦଳୀୟ ଚିହ୍ନ ବୁଲ୍ ଡୋଜର କରି ଦେବା ଉଚିତ୍ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଏଭଳି ସମାଲୋଚନା କରିଛନ୍ତି । ବୁଧବାର ଜାହାଙ୍ଗିରପୁରୀ ଅଞ୍ଚଳରେ ବେଆଇ ନିର୍ମାଣ ଭଙ୍ଗା ଘଟଣାକୁ ନେଇ ଅଖିଳେଶ ଏଭଳି ମନ୍ତବ୍ୟ ଟ୍ୱିଟରରେ ରଖିଛନ୍ତି । ହନୁମାନ…

ବିଜେଡି ଛାଡିବା ନିଷ୍ପତ୍ତି ଭୁଲ୍ ଥିଲା: ଜର୍ଜ ତିର୍କି

ରାଉରକେଲା: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଜ୍ୟର ବରିଷ୍ଠ ନେତା ତଥା ସୁନ୍ଦରଗଡ ବୀରମିତ୍ରପୁରର ୪ଥର ବିଧାୟକ ଜର୍ଜ ତିର୍କି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ସେ କିନ୍ତୁ ସ୍ୱୀକାର କରିଛନ୍ତି ଯେ ୨୦୦୬ରେ ସେ ବିଜେଡି ଛାଡ଼ି ଭୁଲ୍ କରିଛନ୍ତି। ଏବେ…

ଓଡ଼ିଶା କଂଗ୍ରେସ ଉପରେ ପ୍ରଶାନ୍ତ କିଶୋରଙ୍କ ନଜର, ସୋନିଆଙ୍କ ଆଗରେ ରଖିଲେ ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ: ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ପରିବର୍ତ୍ତନ ହେବ । ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇଥିବା ବେଳେ ଦଳ ଆଗକୁ କିପରି ବଢିବ ସେ ନେଇ କେନ୍ଦ୍ର କଂଗ୍ରେସ ମଧ୍ୟ ଚିନ୍ତିତ । ଖୁବଶୀଘ୍ର ଓଡିଶା କଂଗ୍ରେସର ନୂଆ ସଭାପତି ମଧ୍ୟ ନିଯୁକ୍ତ ହେବେ ବୋଲି ଜଣାପଡିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ…

ଟ୍ୱିଟର ଟ୍ରେଣ୍ଡରେ ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’; ୪୦୦ କୋଟିର ଦୁର୍ନୀତି

ଭୁବନେଶ୍ୱର: ସୋମବାର ଟ୍ୱିଟରରେ ଜବରଦସ୍ତ ଟ୍ରେଣ୍ଡ କରୁଛି ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’ । ଲକ୍ଷାଧିକ ଟ୍ୱିଟ ହେଲାଣି ଏହି ଟ୍ରେଣ୍ଡରେ । ମାତ୍ରାଧିକ ଲୋକ ହିରୋ ଇଲେକ୍ଟ୍ରିକ ପୋଷ୍ଟର ସେୟାର କରୁଛନ୍ତି । ଯେଉଁଥିରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ନବୀନ ମୁଞ୍ଜଲଙ୍କ ଫଟୋ ଲାଗିଛି । ସେଥିରେ…