Latest Odisha News

BREAKING NEWS

Browsing Category

ରାଜନୀତି

ଆସିଲା ଏକଜିଟ ପୋଲ୍ ଫଳାଫଳ, କେଉଁଠି କିଏ କରିବ ସରକାର ?

ନୂଆଦିଲ୍ଲୀ : ସରିଲା ପଶ୍ଚିମବଙ୍ଗର ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏଥିସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନର ପ୍ରକାଶ ପାଇଛି ଏକଜିଟ୍ ପୋଲ ରେଜଲ୍ଟ । ତେବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ତେବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ…

ବିଜୟ ଉତ୍ସବ ଉପରେ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆସନ୍ତା ୨ ତାରିଖରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ତାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । କରୋନା ସଂକ୍ରମଣ ବଢୁଥିବାରୁ ମେ ୨ ତାରିଖ କିମ୍ବା ତାପରେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ବିଜୟ ଉତ୍ସବ…

ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ନାମାଙ୍କନ ଦାଖଲ କରିବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ ଭବନ ନିକଟରେ ପହଞ୍ଚିବା ପରେ କରୋନା କଟକଣା ଭିତରେ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଅଜିତ…

କରୋନା କାଳରେ ପଶ୍ଚିମବଙ୍ଗରେ ୭ମ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ଦିନ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୩୪ଟି ଆସନରେ ଭୋଟିଂ ଚାଲିଛି। ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ କୋଲକାତା, ଦକ୍ଷିଣ ଦିନାଜପୁର, ମାଲଦା,…

ଓଡ଼ିଶାର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଭ୍ୟାକ୍ସିନ୍ ଦେବାକୁ ଅପରାଜିତାଙ୍କ ଦାବି

ଭୁବନେଶ୍ୱର: ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ । ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ CoWIN ପୋର୍ଟାଲରେ ପଞ୍ଜିକରଣ କରି ଟିକା ନେଇ ପାରିବେ । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ ଇଚ୍ଛୁକ ବ୍ୟକ୍ତି । ୪୫ ବର୍ଷରୁ ଅଧିକ ବୟସ୍କ ଗରିବ…

ପଶ୍ଚିମବଙ୍ଗରେ ବାକି ପର୍ଯ୍ୟାୟ ନିର୍ବାଚନ ପାଇଁ ହୋଇ ପାରିବନି କୌଣସି ରାଲି

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ପଶ୍ଚିମବଙ୍ଗରେ ଜମୁଛି ପ୍ରଚାର । ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ସପ୍ତମ ପର୍ଯ୍ୟାୟ ଲାଗି ପ୍ରଚାରକୁ ଶେଷ ସ୍ପର୍ଶ ଦେଇଛନ୍ତି ନେତା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରି ପଶ୍ଚିମବଙ୍ଗରେ ବିଭିନ୍ନ ଦଳ ପ୍ରଚାର କରୁଛନ୍ତି । ଷ୍ଟାର…

ମହାରାଷ୍ଟ୍ରକୁ ଅକ୍ସିଜେନ ପଠାଇଲେ ନବୀନ

ଭୁବନେଶ୍ବର : କରୋନା ଭଳି ମହାମାରୀ ସମୟରେ ସାରା ଦେଶରେ ବଢ଼ିଲାଣି ଚିନ୍ତା । କିପରି ଏହାକୁ ରୋକିହେବ ସେନେଇ ଉଦ୍ୟମ ଜାରି ରହିଥିବା ବେଳେ, ଚିନ୍ତା ବଢ଼ାଇଲାଣି ଅକ୍ସିଜେନ୍ ସଙ୍କଟ । ଦେଶର ବିଭିନ୍ନ ରାଜ୍ୟର ମେଡିକାଲରେ ଅକ୍ସିଜେନର ଅଭାବ ଦେଖାଦେଲାଣି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ,…

କରୋନାକୁ ନେଇ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ, ବାତିଲ କଲେ ନିର୍ବାଚନ ରାଲି

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ସ୍ଥିତି ସାଂଘାତିକ ରୂପ ନେଉଥିବା ବେଳେ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଆସନ୍ତାକାଲି ନିଜର ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ରାଲିକୁ ବାତିଲ କରିଛନ୍ତି ମୋଦି । ଆଜି ପଶ୍ଚିମବଙ୍ଗରେ…

ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ, ମେ ୧୬ରେ ଭୋଟ ଗ୍ରହଣ

ଭୁବନେଶ୍ୱର : ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ । ଆସନ୍ତା ମେ ୧୬ ତାରିଖରେ ହେବ ପିପିଲି ଉପନିର୍ବାଚନ । ସେହିପରି ୧୯ ତାରିଖରେ ହେବ ଭୋଟ ଗଣତି । ପୂର୍ବରୁ ମେ’ ୧୩ରେ ଉପନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ମେ ୧୩ ତାରିଖରେ ଇଦ୍ ପଡ଼ୁଥିବାରୁ ଉପନିର୍ବାଚନ…

କୋଭିଡ୍ ପରିଚାଳନାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଶିଖରରେ ରହିଥିବା ବେଳେ ଆକ୍ରାନ୍ତଙ୍କୁ ମେଡିକାଲରେ ବେଡ୍ ମିଳୁନି, ଅକ୍ସିଜେନ୍ ଅବାଭ ଦେଖା ଦେଇଛି । ଅନ୍ୟପଟେ ବିଜେପି ପ୍ରଚାରରେ ମାତିଛି । ଏବେର ସମୟ ଜନତାଙ୍କ ଦୁଃଖ ଶୁଣିବାର, ପ୍ରଚାରର ନୁହେଁ ବୋଲି କହି କେନ୍ଦ୍ରର ମୋଦି ସରକାରଙ୍କୁ ଜୋଦଦାର…