Latest Odisha News

BREAKING NEWS

Browsing Category

ରାଜନୀତି

ବିଧାୟକ ପ୍ରଦୀପ ମହାରଥୀ କୋଭିଡ ପଜିଟିଭ୍‌

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଏ ନେଇ ସେ ସୋସିଆଲ ମିଡିଆରେ ନିଜେ ଟ୍ୱିଟ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ଜଣଙ୍କ ପରେ ଜଣେ ବିଧାୟକ କରୋନା…

ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ହେଲ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ । ସେ ବାଚନିକା ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ମନୋଜ ଝା ପ୍ରାର୍ଥୀ ହୋଇଥିଲେ । ତାଙ୍କୁ ହରାଇ ଲଗାତର…

ବିହାର ନିର୍ବାଚନ: ବିଜେପିର ଷ୍ଟାର କ୍ୟାମ୍ପେନର ହେବେକି କଙ୍ଗନା!

ପାଟନା: ବିହାରର ବିଧାନସଭା ନିର୍ବାଚନକୁ ନେଇ ଏବେଠୁ ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇ ଉଠିଛି । ଏଭଳି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିହାର ନିର୍ବାଚନରେ ଷ୍ଟାର କ୍ୟାମ୍ପେନର କରିବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର କିଛି ଏଭଳି ଉତ୍ତର ରଖିଛନ୍ତି ମହାରାଷ୍ଟ୍ରର…

କରୋନା ପରିସ୍ଥିତିକୁ ନେଇ ବର୍ଷିଲେ ରାହୁଲ, କହିଲେ ‘ମୋଦି ଜୀ ଆପଣ ମୟୂର ଖେଳାନ୍ତୁ’

ନୂଆଦିଲ୍ଲୀ: ଦେଶରେ କୋଭିଡ ପରିସ୍ଥିତି କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୋମବାର ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କହିଛନ୍ତି ଯାହାର ଅର୍ଥ ହେଉଛି, ଯେ ପ୍ରଧାନମନ୍ତ୍ରୀ ମୟୂର ସହ ବ୍ୟସ୍ତ ଥିବାରୁ…

ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମାମଲା

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମମଲା । ବଲିଉଡରେ ଡ୍ରଗ୍ସ ଚଳନକୁ ନେଇ ସୋମବାର ଦିନ ସଂସଦରେ ଆଲୋଚନା ହୋଇଛି। ବିଜେପି ସାଂସଦ ରବି କିଶନ ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଡ୍ରଗ୍ସ ଚାଲାଣ ମାମଲାକୁ ଗୁରୁତ୍ୱ ଦେଇଛନ୍ତି ।ଏହା ସହିତ ଏକ ବଡ଼ ଧରଣର ତଦନ୍ତ କରିବା…

ଲକଡାଉନ୍ ବେଳେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଜାଣିନାହାନ୍ତି ସରକାର

ନୂଆଦିଲ୍ଲୀ: ଆଜି କରୋନା ମହାମାରୀ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଏଥର ବିରୋଧୀଙ୍କ ପକ୍ଷରୁ ଲିଖିତ ଆକାରରେ ପ୍ରଶ୍ନ ପଚରାଯାଉଛି। କରୋନା ସଙ୍କଟ ଓ ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକ ଅନେକ ସମସ୍ୟରେ ସମ୍ମୁଖୀନ ହୋଇଛନ୍ତି । ଏହକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି…

ଆରମ୍ଭ ହେଲା ମୌସୁମୀ ଅଧିବେଶନ, ୧୭ ଜଣ ସାଂସଦ କରୋନା ପଜିଟିଭ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଧ୍ୟତାମୂଳକ ପରୀକ୍ଷଣରେ ସଂସଦର ୧୭ଜଣ ସଦସ୍ୟ କରୋନାଭାଇରସ୍ ପାଇଁ ସକରାତ୍ମକ ପରୀକ୍ଷା କରିଛନ୍ତି। ସଂକ୍ରମିତ ସାଂସଦମାନଙ୍କ ମଧ୍ୟରେ ବିଜେପିର ସର୍ବାଧିକ ସଂଖ୍ୟା-୧୨, ୱାଆରଏସ କଂଗ୍ରେସର ଦୁଇଜଣ…

ପ୍ରଶ୍ନକାଳକୁ ନେଇ ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ମହାମାରୀ ଭିତରେ ଆଜି ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ସମସ୍ତ ପ୍ରୋଟକଲ ଅନୁସରଣ କରାଯାଇ ଏହି ଅଧିବେଶନ ଆରମ୍ଭ ହୋଇଛି। କରୋନା ପାଇଁ ଅଧିବେଶନରେ ପ୍ରଶ୍ନକାଳ ହଟାଯିବାକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖା ଦେଇଥିବା ବେଳେ ଆଜି ଅଧିବେଶନ ଆରମ୍ଭ ହେବା ପରେ ଏହାକୁ ନେଇ…

ମହାମାରୀ ଭିତରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସୋମବାରଠୁ ଆରମ୍ଭ ହେବ ଚଳିତ ମୌସୁମୀ ଅଧିବେଶନ । କରୋନା ମହାମାରୀ ଭିତରେ ଅନେକ ଦିଗକୁ ଗୁରୁତ୍ୱ ଦେଇ ଏହି ଅଧିବେଶନ ବସିବାକୁ ଯାଉଛି । ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଏହି ବୈଠକ ହେବନି ବୋଲି ଜଣେ…

ଓଡିଶା କଂଗ୍ରେସ ପ୍ରଭାରୀଙ୍କୁ କରୋନା

ଭୁବନେଶ୍ୱର: ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନମୁନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ…