Latest Odisha News

BREAKING NEWS

Browsing Category

ରାଜନୀତି

ପରଲୋକରେ ସ୍ୱାମୀ ଅଗ୍ନିବେଶ

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶଙ୍କର ଆଜି ଦେହାନ୍ତ ହୋଇଯାଇଛି । ନୂଆଦିଲ୍ଲୀର ଲିଭର ଆଣ୍ଡ ବିଲିଆରୀ ସାଇନ୍ସେସ୍ ଇନଷ୍ଟିଚୁଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ହେଲା ଯକୃତ ସିରୋସିସ୍ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦…

ପ୍ରିୟଙ୍କା ଗାନ୍ଧୀଙ୍କ ଘର ଭାଙ୍ଗିବାକୁ ମଧ୍ୟ ପଛାଇବୁ ନାହିଁ: ବିଜେପି ନେତ୍ରୀ

ହିମାଚଳ ପ୍ରଦେଶ: ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣା ପରେ ହିମାଚଳ ବିଜେପି ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ଭାଙ୍ଗି ଦେବାକୁ ଧମକ ଦେଇଛନ୍ତି । ହିମାଚଳ ପ୍ରଦେଶର ବିଜେପି ମହିଳା ଶାଖା ମୁଖ୍ୟ ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ କୁ ଏକ…

ସଂସଦୀୟ ବୈଠକରେ ରାହୁଲଙ୍କ ପ୍ରଶ୍ନ: ଖାଦ୍ୟ କୁ ନେଇ ପାତରଅନ୍ତର କାହିଁକି?

ନୂଆଦିଲ୍ଲୀ: ପ୍ରତିରକ୍ଷା ସଂସଦୀୟ ବୈଠକରେ ଯବାନଙ୍କ ଖାଦ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧୀ । ସୀମାନ୍ତରେ ଅବସ୍ଥାପିତ ଯବାନ ଏବଂ ଅଧିକାରୀଙ୍କ ମଧ୍ୟରେ ଖାଦ୍ୟରେ କାହିଁକି ପାର୍ଥକ୍ୟ ଅଛି ବୋଲି ଗାନ୍ଧୀ ପ୍ରଶ୍ନ କରିଛନ୍ତି। କୌତୁହଳର ବିଷୟ ହେଉଛି ଏହା କି ଏହି ପ୍ରସଙ୍ଗକୁ…

କରୋନା ସରିଗଲାନି ହେଲେ ମମତା ଦିଦି ଲକଡାଉନ୍ ଲଗାଉଛନ୍ତି!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଏକ ର‌୍ୟାଲି ବୋଳେ ସେ କହିଛନ୍ତି ଯେ କରୋନା ସରିଗଲା ନି! ହେଲେ ମମତା ବାନାର୍ଜି ଲକଡାଉନ୍ ଲଗାଉଛନ୍ତି । ଯାହା ଫଳରେ ପଶ୍ଚିମବଙ୍ଗରେ ବିଜେପି କୌଣସି ବୈଠକ ବା…

କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଅଛି, ତାଙ୍କୁ କମ ଭାବିବା ଠିକ ନୁହଁ – ଟ୍ରମ୍ପ

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଟ୍ରମ୍ପ ଆହୁରି କହିଛନ୍ତି ତାଙ୍କୁ କଦାପି କମ ଭାବନ୍ତୁ ନାହିଁ । Kim Jong Un is in good health. Never underestimate him! —…

ନିର୍ବାଚନ ପୂର୍ବରୁ ଲାଲୁଙ୍କ ହାତ ଛାଡିଲେ ବରିଷ୍ଠ ନେତା

ପାଟନା: ଲାଲୁ ଯାଦବଙ୍କ ଜଣେ ପୁରାତନ ସହଯୋଗୀ ତଥା ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ରାଜ୍ୟ ନିର୍ବାଚନ ପୂର୍ବରୁ ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ଛାଡିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ ଯୋଗ ଦେଇପାରନ୍ତି। ରଘୁବନ…

ନବୀନଙ୍କୁ ସମର୍ଥନ ମାଗିଲେ ନୀତିଶ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଲେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଫୋନ୍ ଯୋଗେ କଥା ହୋଇଛନ୍ତି ନୀତିଶ ଓ ନବୀନ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ…

ବିଧାନସଭା ଉପନିର୍ବାଚନ: ଭୋଟ ଦେଇପାରିବେ କୋଭିଡ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ୍ ଅନୁସାରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏଥିପାଇଁ ଆକଶ୍ୟକ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ମୁଖ୍ୟ ନିର୍ବାଚନ…

ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଦିଲୀପ ବିଶୋଇ

ଭୁବନେଶ୍ୱର: ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ । ତାଙ୍କ ସହ ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଆଜି ଏ ଦୁଇ ଜଣଙ୍କୁ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାପରେ…

ଲକଡାଉନ୍ କରୋନା ଭାଇରସ୍ ନୁହେଁ, ବରଂ ଗରିବଙ୍କ ଉପରେ ଆକ୍ରମଣ ଥିଲା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ଯେ ଏହି ଲକଡାଉନ୍ କରୋନାଭାଇରସ୍ ଉପରେ ନୁହେଁ ବରଂ ଗରିବ ଲୋକଙ୍କ ଉପରେ ଆକ୍ରମଣ ଥିଲା । ଏହା ଚାକିରୀ ତଥା କ୍ଷୁଦ୍ର ବ୍ୟବସାୟକୁ ସମାପ୍ତ କରିଥିବାରୁ ଅସଂଗଠିତ କ୍ଷେତ୍ର ପାଇଁ ଏହା ଏକ ମୃତ୍ୟୁଦଣ୍ଡ ବୋଲି ପ୍ରମାଣିତ ହୋଇଛି।…