Latest Odisha News

BREAKING NEWS

Browsing Category

ରାଜନୀତି

ବେରୋଜଗାରୀ ବିରୋଧରେ ଦୀପ ଜାଳିବାକୁ ଲୋକଙ୍କୁ କହିଲେ ଆରଜେଡ଼ି ନେତା ତେଜସ୍ଵୀ ଯାଦବ

ପାଟନା: ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ବୁଧବାର ରାତି ୯ଟାରୁ ଟେରାସରେ, ବାଲକୋନୀରେ କିମ୍ବା ଘର ବାହାରେ ଡିଆ, ମହମବତୀ ଏବଂ ଦୀପ ଜାଳିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ବିହାର ସରକାରଙ୍କ ଯୁବକମାନଙ୍କୁ ଚାକିରି ଯୋଗାଇବାରେ "ଅକ୍ଷମତା" ବିରୋଧରେ ଏହି ପ୍ରଦର୍ଶନ କରିବା କଥା ସେ…

‘ପ୍ରଶ୍ନକାଳ ନ ରହିଲେ ଗୃହ ଚାଲିବାର ମୂଲ୍ୟ ନାହିଁ’

ଭୁବନେଶ୍ୱର: କରୋନା କାଳ ଭିତରେ ଆଉ କିଛି ଦନ ଭିତରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ କରୋନା ଯୋଗୁଁ ଏହି ଅଧିନେଶରେ ପ୍ରଶ୍ନକାଳ ରହିବ ନାର୍ହି । ଏହି ପ୍ରସଙ୍ଗକୁ ନେଇ ଆଜି ବିରୋଧୀ କଂଗ୍ରେସ ସରକାରୁ ଟାର୍ଗେଟ କରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି,…

ଚାକିରୀ ପାଇଁ ସଂଗ୍ରାମ କରୁଥିବା ଯୁବକମାନଙ୍କୁ ସମର୍ଥନ କରିବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର କହିଛନ୍ତି ଯେ ରୋଜଗାର ପାଇଁ ସଂଗ୍ରାମ କରୁଥିବା ଯୁବକ ମାନଙ୍କୁ ସମର୍ଥନ କରିବାର ଆବଶ୍ୟକତା ରହିଛି । ଯୁବକମାନେ ଅଟକି ରହିଥିବା ନିଯୁକ୍ତି, ପରୀକ୍ଷା ତାରିଖ ଏବଂ ନୂତନ ଚାକିରି ଉପରେ ସ୍ୱର ଉତ୍ତୋଳନ କରୁଛନ୍ତି। ଏହି ଦେଶର…

କମଲା ହାରିସ୍ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଅପମାନ ହେବ: ଟ୍ରମ୍ପ

ଉତ୍ତର କାରୋଲିନା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଏହା ଆମେରିକା ପାଇଁ ଅପମାନ ହେବ। ଯଦି ବିଡେନ…

ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚା

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ପରେ ବିଜେପି ମହିଳା ମୋର୍ଚା ପକ୍ଷରୁ ଗତକାଲିଠାରୁ ସାଂସଦଙ୍କ ଇସ୍ତଫା ଦାବି ହୋଇଛି । ଆଜି ମୋର୍ଚ୍ଚା ପକ୍ଷରୁ ମାଷ୍ଟରକଣ୍ଟିନ ଛକରେ ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କର କୁଶ ପୁତ୍ତଳିକା…

ଅନୁଭବ ଇସ୍ତଫା ଦିଅନ୍ତୁ: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ମାନବିକତା ଦୃଷ୍ଟିକୋଣରୁ ଇସ୍ତଫା ଦିଅନ୍ତୁ ଅନୁଭବ । ଏଥିସହ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ଆଜି ସାମ୍ବାଦିକ ସମ୍ମିଳନୀ କରି…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କେଉଁ ଦଳରୁ କିଏ ହୋଇପାରନ୍ତି ପ୍ରାର୍ଥୀ !

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ । ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ…

ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ଶୋକ ପ୍ରକାଶ କେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପରଲୋକରେ ନରେନ୍ଦ୍ର ସ୍ୱାଇଁ । ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ । ୮୧ ବର୍ଷ ବୟସରେ ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଦେହାନ୍ତି ହୋଇଛି । ବିଜେଡିର ଏହି ବରିଷ୍ଠ ନେତା ୨୦୧୫ ମସିହା ଡିସେମ୍ବର ୭ତାରିଖରୁ ୨ ଏପ୍ରିଲ୍ ୨୦୨୦…

‘ଓଡ଼ିଶାରେ ବିଜେପି ସରକାର ଗଠନ ଆଉ ବେଶି ଦୂର ନୁହେଁ’

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଲମ୍ବା ରାଜନୈତିକ ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ସେ ଦିନ ଆଉ ବେଶି ଦୂର ନୁହେଁ ଯେବେ ଆମେ ରାଜ୍ୟରେ ସରକାର ଗଠନ କରିବା । ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଭର୍ଚୁଆଲ ସମାବେଶରେ ଏହା…

ନଭେମ୍ୱର ୨୯ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ନୂଆଦିଲ୍ଲୀ: ବିହାର ବିଧାନସଭା ସାଧାରଣ ନିର୍ବାଚନ ସହ ଦେଶରେ ଖାଲି ପଡ଼ିଥିବା ବାକି ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ । ଏହି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଆଜି ଏସମ୍ପର୍କିତ ବୈଠକରେ ବିସ୍ତୃତ ଭାବରେ ବିଚାବିମର୍ଶ ହୋଇଥିଲା । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ଦୁଇଟି…