Latest Odisha News

BREAKING NEWS

Browsing Category

ରାଜନୀତି

କାହିଁକି ବିହାରକୁ ବାବାଙ୍କ ଘନ ଘନ ଗସ୍ତ?

ନୂଆଦିଲ୍ଲୀ: ବିହାରରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସରଗରମ ହୋଇଛି ରାଜନୀତି । ଗ୍ରାଉଣ୍ଡରେ ସବୁ ରାଜନୈତିକ ଦଳ ସକ୍ରିୟ । ତେବେ ସବୁଠୁ ବଡ କଥା ହେଲା, ଏବେ ବିହାରକୁ ଘନ ଘନ ଗସ୍ତ କରୁଛନ୍ତି ବାବା । ବାଗେଶ୍ବର ଧାମର ପୀଠଧିଶ୍ବର ଧୀରେନ୍ଦ୍ରକୃଷ୍ଣ ଶାସ୍ତ୍ରୀ…

ଏନଡିଏର ଅସ୍ତ୍ର ‘ଜଙ୍ଗଲରାଜ’, ଆରଜେଡିର କାଉଣ୍ଟର

ନୂଆଦିଲ୍ଲୀ: ଲାଲୁ-ରାବଡ଼ିଙ୍କ ୧୫ବର୍ଷ ବନାମ ନୀତିଶଙ୍କ୧୯ବର୍ଷ । ବିହାର ନିର୍ବାଚନରେ ଏନଡିଏର ସବୁଠୁ ବଡ଼ ଅସ୍ତ୍ର ଜଙ୍ଗଲରାଜ। ୧୯୯୦ରୁ ୨୦୦୫ ପର୍ଯ୍ୟନ୍ତ ଲାଲୁପ୍ରସାଦ ଯାଦବ ଓ ରାବିଡି ଦେବୀଙ୍କ ୧୫ବର୍ଷ ଶାସନ କାଳକୁ ଜଙ୍ଗଲରାଜ କହି ଟାର୍ଗେଟ୍ କରୁଛି ଏନଡିଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘କେବଳ ତାରିଫ୍ ଶୁଣିବାରେ ବ୍ୟସ୍ତ ମୋଦି, ଟାରିଫ୍ ପ୍ରତି ତାଙ୍କର ଚିନ୍ତା ନାହିଁ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ତାରିଫ୍ ଶୁଣିବାରେ ବ୍ୟସ୍ତ, ଏପଟେ ଟାରିଫର ସ୍ଥିତି କ’ଣ ହେଲାଣି, ସେ ପ୍ରତି ତାଙ୍କର ଚିନ୍ତା ନାହିଁ । ଆମେରିକା ରାଷ୍ଟ୍ରପତିଙ୍କ ଯେସାକୁ ତେସା ଟିକସ ନୀତି ଲାଗୁ କରିବା ପାଇଁ ଘୋଷଣା କରିବା ପରେ, ମୋଦିଙ୍କୁ କଟାକ୍ଷ କରି କିଛି ଏପରି…

କ୍ୟାମେରା ସାମ୍ନାରେ କାହିଁକି କାନ୍ଦିଲେ କାନାଡା ପ୍ରଧାନମନ୍ତ୍ରୀ… 

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ୱାର୍ ଏବଂ ତାଙ୍କର ମହତ୍ୱାକାଂକ୍ଷୀ ଯୋଜନାକୁ ନେଇ ସାରା ବିଶ୍ୱ ବର୍ତ୍ତମାନ ଚିନ୍ତାରେ ପଡିଛି। ଏହାରି ମଧ୍ଯରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜ ନାଗରିକମାନଙ୍କୁ ଏକତ୍ରିତ ହୋଇ…

ଜୟଶଙ୍କରଙ୍କ ପିଓକେ ବୟାନକୁ ନେଇ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଲଣ୍ଡନ ଗସ୍ତରେ ଅଛନ୍ତି। ଏହି ସମୟରେ ଜୟଶଙ୍କର ତାଙ୍କ ଭାଷଣ ମାଧ୍ୟମରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ବୁଧବାର ଦିନ ଲଣ୍ଡନରେ ଚୈଥାମ ହାଉସ ଥିଙ୍କ-ଟ୍ୟାଙ୍କ ଅଧିବେଶନକୁ ଜୟଶଙ୍କର ସମ୍ବୋଧିତ କରି କହିଥିଲେ ଯେ ପାକିସ୍ତାନ…

କାହିଁକି ବିହାରରେ କଂଗ୍ରେସ-ଆରଜେଡି ମୁହାଁମୁହିଁ?

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ଆଉ କିଛି ମାସ ବାକି । ଏମିତିକି ଆଗୁଆ ନିର୍ବାଚନକୁ ନେଇ ବି ଆକଳନ ହେଲାଣି । ବିଜେପି ମିଶନ ବିହାରକୁ ନେଇ ଗ୍ରାଉଣ୍ଡକୁ ଗଲାଣି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୀତିଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ ଲଢିବାକୁ କହିସାରିଛି ବିଜେପି। ହେଲେ…

ପିଓକେ ଦିଅ, କାଶ୍ମୀର ସମସ୍ୟା ସମାଧାନ ହେଇଯିବ: ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବ୍ରିଟେନ ଗସ୍ତରେ ଅଛନ୍ତି। ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଇଥିବା ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, "ପାକିସ୍ତାନ ପାକ୍ ଅଧିକୃତ…

ଦୁଇଥର ଫେଲ୍ ହୋଇ ମଧ୍ଯ ରାଜୀବ ଗାନ୍ଧୀ କିଭଳି ବନିଲେ ପ୍ରଧାନମନ୍ତ୍ରୀ; ମଣିଶଙ୍କରଙ୍କ ବୟାନକୁ ନେଇ ବିବାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ନିଜ ବିବାଦୀୟ ବୟାନ ଯୋଗୁ ପୁଣି ଥରେ ଦଳକୁ ଅପ୍ରିତିକର ସ୍ଥିତିରେ ପକାଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି…

ଚୀନର ଧମକ! ଯଦି ଚାହୁଁଛ ଯୁଦ୍ଧ ହେବ

ନୂଆଦିଲ୍ଲୀ: ଆରମ୍ଭ କଲା ଆମେରିକା। ଏବେ ବିଶ୍ବରେ ହେବାକୁ ଯାଉଛି ଟ୍ରେଡ ଓ୍ବାର। ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ମେକ୍ସିକୋ, କାନାଡା ସହ ଚୀନ୍ ଓ ଭାରତ ଉପରେ ପାରସ୍ପରିକ ଆମଦାନୀ ଶୁଳ୍କ ଲଗାଇବା ନେଇ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ କଡା ଜବାବ ରଖିଛି ଚୀନ। ଚୀନ୍…

କିଏ ସେଇ ମୋଗଲ ସମ୍ରାଟ ଯାହାଙ୍କୁ ନେଇ ରାଜନୀତି ?

ନୂଆଦିଲ୍ଲୀ:  ଔରଙ୍ଗଜେବଙ୍କୁ ନେଇ ଜୋରଦାର ହୋଇଛି ରାଜନୀତି। ଔରଙ୍ଗଜେବଙ୍କ ମହିମାମଣ୍ଡନ କରି ବିବାଦରେ ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ। ବିବାଦ ବଢିବା ପରେ ସେ କ୍ଷମା ମାଗିଛନ୍ତି। ତେବେ ଇମ୍ରାନ ମସୁଦ ହୁଅନ୍ତୁ କି ରସିଦ ଅଲଭି, ଅବୁ ଆଜମୀଙ୍କ ବୟାନକୁ ସମର୍ଥନ କରିଛନ୍ତି ।…